ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ପୋଲିସଙ୍କ କଳା କାରନାମା,ଲୋକେ ରେକର୍ଡ କରିନେଲେ ମହିଳା ପୋଲିସ୍ ର ଲଜ୍ଜା ଜନକ ଘଟଣା ! ଦେଖନ୍ତୁ ଭିଡ଼ିଓ

ବେଳେବେଳେ ଆମ ସମାଜରେ ଏମିତି କିଛି ଘଟଣା ଦେଖିବାକୁ ମିଳେ ଯାହା ଆମେ କେବେ ଭାବି ନଥିବା। ତେବେ ଆମେ ପ୍ରତି ଦିନ ସୋସିଆଲ ମିଡ଼ିଆରେ ଅନେକ କିଛି ଘଟଣା ତଥ୍ୟ ଆଦି ଦେଖିବାକୁ ପାଉ। ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ତେବେ ଦେଖିବାକୁ ଆମ ଦେଶ ରେ ଅନେକ ଦୁର୍ନୀତି ଭଳି କାର୍ଯ୍ୟ ଚାଲିଛି। ଯାହା ଭବିଷ୍ଯତ ପାଇଁ ବିପଦ ହୋଇ ପରେ। ଏଠି ସାଧରଣ ମଣିଷଠୁ ଆରମ୍ଭ କରି ନେତା , ମନ୍ତ୍ରୀ ,ପୋଲିସ ,ସରକାର ପର୍ଯ୍ୟନ୍ତ ସମସ୍ତେ କେବଳ ନିଜର ସ୍ଵାର୍ଥକୁ ଦେଖନ୍ତି।

ଯାହା ପାଇଁ ମଧ୍ୟବିତ୍ତ ଗରିବ ଲୋକ ଅନେକ ଅସୁବିଧାରେ ସମୁଖୀନ ହୁଅନ୍ତି। ଆପଣ ଦେଖି ଥିବେ ପୋଲିସ ,ନେତା , ମନ୍ତ୍ରୀ ମାନଂକୁ ଗରିବ ଲୋକଙ୍କ ଠୁ ପଇସା ଆଦାୟ କରିବା , ଲଞ୍ଚ ନେବା ଆଦି ଅନେକ ଘଟଣା। ତେବେ ଏମିତି ଅନେକ ଭିଡିଓ ଅପାଣ ସୋସିଆଲ ମିଡ଼ିଆ ,ଟିଭି ମାଧ୍ୟମ ରେ ଦେଖିବାକୁ ପାଇବେ। ତେବେ ସେମିତି କିଛି ଘଟଣା ର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।ଯାହା ଦେଖିଲେ ଆପଣା ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଅନେକ ଅନେକ ସମୟ ରେ ଆପଣ ଦେଖି ଥିବେ ପୋଲିସ ମାନେ ସାଧରଣ ଲୋକ ଙ୍କୁ ପଇସା ଆଦାୟ କରନ୍ତି। ଯାହା କରିବା ଉଚିତ ନୁହଁ। ତେବେ ଯଦି ସେମାନେ ଏହା କୁ ଖାତିର କରୁ ନାହାନ୍ତି , ସାଧାରଣ ଜନତା କଣ କରିବେ। ତେବେ ଏହି ଭିଡିଓ ମାନଙ୍କ ରେ ଦେଖିବା କୁ ମିଳିଛି କି ଜଣେ ଟ୍ରକ ଡ୍ରାଇଭର ଟ୍ରାଫିକ ପୋଲିସ ସହ କଣ ବହୁତ ସମୟ ଧରି କଥା ହେଉଛି , ଆଉ କିଛି ସମୟ ପରେ ସେହି ଟ୍ରକ ଡ୍ରାଇଭର ପୋଲିସକୁ କିଛି ନୋଟ ଦେଇ ପଳେଇ ଆସୁଛି , ଆଉ ପୋଲିସ ଜଣକ ନୋଟ ନେଇ ସେଠୁ ପଳେଇ ଯାଉଛି। ତେବେ ଏହି ଘାଟଣା କୁ ସେହି ଟ୍ରକ ରେ ବସିଥିବା ଜଣେ ଲୋକ ଭିଡିଓ କରୁଛି।

ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ମହାରଷ୍ଟ୍ରରେ ଜଣେ ପୋଲିସ ମଧ୍ୟ ଜଣେ ପିଲା ର ବାଇକ ଚାବି ନେଇ ଯାଇଛନ୍ତି। ଆଉ ପୋଲିସ ଜଣକ ତାଙ୍କ ସହ ଅନେକ ସମୟ ଧରି କଥା ହେବା ପରେ ପିଲାକୁ ପଇସା ମାଗିଲେ , ତା ପରେ ପିଲା ଟି ପଇସା ଦେଲା ଆଉ ପୋଲିସ ଜଣକ ତାଙ୍କୁ ଚାବି ଦେଲେ। ତେବେ ଆଉ କିଛି ଜଣ ଲୋକ ଦୁଇ କି ତିନୋଟି ୨୦ ଟଙ୍କା ପୋଲିସକୁ ବଢ଼େଇ ଦେଲା ,ଆଉ ପୋଲିସ ଜଣକ ତାକୁ ରଖି ନେଲା , ତେବେ ୬୦-୭୦ ଟଙ୍କା ପାଇଁ ମଧ୍ୟ ପୋଲିସ ଦୁର୍ନୀତି ପାଇଁ ପଛାଇଲା ନାହିଁ।

ତେବେ ମହରାଷ୍ଟ୍ରରେ ଆଉ ଏକ ଘଟଣା ଦେଖିବାକୁ ମିଳିଲା କି ଜଣେ ପୋଲିସ ଜଣେ ଲୋକ ଙ୍କ ଠୁ ୫୦୦ ଟଙ୍କା ନୋଟ ନେଲା ପରେ ମଧ୍ୟ ଚାଲାଣ କାଟିଲା ନାହିଁ , ଯାହା ପାଇ ସେହି ଲୋକ ଜଣକ ଯୁକ୍ତି କରୁଥିଲେ ଆଉ ବାଧ୍ୟ ହୋଇ ଭିଡିଓ କରୁ ଥିଲେ। ତେବେ ଏହି ଭଳି କାମ କରିବା ପରେ ମଧ ସେହି ପୋଲିସ ର ଆଟିଚ୍ୟୁଟ କମ ନ ଥିଲା।ତେବେ ଜଣେ ପୋଲିସ ସାଧାରଣ ସ୍ଥାନରେ ବଟି ଅଦାୟ କରୁଥିଲେ , ତେବେ ସେହି ପୋଲିସଙ୍କୁ କାହାକୁ ମଧ୍ୟ ଡର ନାହିଁ , ସେହି ଲୋକଙ୍କ ପାଖରୁ ପଇସା ଆଣି ରଖି ଦେଲା।

ତେବେ ଆଉ ଏକ ଭିଡିଓ ରେ ଜଣେ ପୋଲିସ ଜଣେ ଲୋକ ଙ୍କ ଠୁ ପଇସା ନେଉ ଥିଲା , ଏହାର୍ ଭିଡିଓ ଜଣେ କାର ରେ ବସିଥିବା ଲୋକ କରୁ ଥିଲା ଯାହା ଏବେ ଭାଇରଲ ହେଇଚି। ଆଉ ଏକ ଭିଡିଓ ରେ ଦେଖିବା କୁ ମିଳିଛି କି ରାସ୍ତା ରେ ଦୁଇ ଜଣ ମହିଳା ସ୍କୁଟି ନେଇ ଯାଉ ଥିଲେ , ସେହି ଦୁଇ ମହିଳା ଜଣକ ହେଲମେଟ ପିନ୍ଧି ନ ଥିଲେ। ଆଉ ସେହି ରାସ୍ତା ଦେଇ ଜଣେ ଲୋକ୍ ଯାଉ ଥିଲେ ଆଉ ଏହାର କାରଣ ପଚାରିଲା ରୁ ମହିଳା ଦୁଇ ଜଣ ତାଙ୍କୁ ଖରାପ ବ୍ୟବହାର କରୁଛନ୍ତି। ତେବେ ଏହି ସବୁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *