ନୂଆ ସରକାର ଆସିବା ପରେ ରାଜ୍ୟବାସୀଙ୍କୁ ମିଳିବ ମାଗଣା ୨୦୦ୟୁନିଟର ବିଜୁଳି,ହେଲା ବଡ଼ ଘୋଷଣା।

ନୂଆ ସରକାର ଗଠନ ପୂର୍ବରୁ ବଡ଼ ଘୋଷଣା। ପ୍ରତି ପରିବାରକୁ ମିଳିବ ମାଗଣା ୨୦୦ ୟୁନିଟ ବିଜୁଳି। ଏହି ତାରିଖରୁ ମିଳିବ ମାଗଣା ବିଜୁଳି। ରାଜ୍ୟବାସୀଙ୍କୁ ଏଭଳି କିଛି ଭେଟି ଦେବେ ନୂଆ ମୁଖ୍ୟମନ୍ତ୍ରୀ। ନୂଆ ସରକାର ଆସିବା ପରେ ରାଜ୍ୟବାସୀଙ୍କୁ ମିଳିବ ମାଗଣା ୨୦୦ୟୁନିଟର ବିଜୁଳି। ଏହି ବିଷୟରେ ଚର୍ଚ୍ଚା ନେଇ ଆସୁଥିବା ବେଳେ କେବେଠାରୁ ଏହି ଯୋଜନା ଲାଗୁ ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ନିକଟରେ ଏହି ଯୋଜନାର ସମୟ ସୀମା ଧାର୍ଯ୍ୟ କରାଯାଇଛି। ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି। ବିଶେଷ କରି ଏହି ପରିବାରର ଲୋକେ ଏହି ଯୋଜନାର ଲାଭ ଉଠାଇ ପାରିବେ।

ଖାଲି ସେତିକି ନୁହେଁ ମାଗଣା ବସ ଯାତ୍ରା ଆଉ ୩ ଟି ସିଲିଣ୍ଡର ମାଗଣା ୧୮ ବର୍ଷ ବୟସ ହୋଇଥିବା ପ୍ରତ୍ୟକ ମହିଳାଙ୍କୁ ମାସକୁ ୧୫,୦୦ଟଙ୍କା ଦେବା ଭଳି ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ସେ ପ୍ରତ୍ୟେକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ। ଯେଉଁମାନେ ଏଥିରେ ବିଶ୍ୱାସ କରୁଥିଲେ ସେମାନେ ବହୁ ସଂଖ୍ୟାରେ ସରକାରଙ୍କୁ ନିଜର ମତ ଦାନ କରି କ୍ଷମତାକୁ ଆଣିଛନ୍ତି। ବିଶେଷ କରି ସେହି ପରିବାର ମାନେ ଅଧିକ ଉପକୃତ ହେବା ନେଇ କୁହାଯାଉଛି। ଏଥିସହିତ ଖୁବଶୀଘ୍ର ଆବେଦନ ଗୁଡିକ ଗ୍ରହଣ କରାଯିବ ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ମାଗଣା ବିଦ୍ୟୁତ ଯୋଜନା କାର୍ଯ୍ୟକାରୀ ହେବ।ଯାହା ଫଳରେ ଲୋକ ମାନଙ୍କୁ ଆଉ ବିଜୁଳି ବିଲ ଦେବାକୁ ପଡିବ ନାହିଁ।

ହଁ ଆଜ୍ଞା ତେଲେଙ୍ଗାନା କ୍ଷମତାକୁ ଆସିବାର ମୁଖ୍ୟ କାରଣ ହେଉଛି ୬ଟି ଗ୍ୟାରେଣ୍ଟି। କ୍ଷମତାକୁ ଆସିବା ପରେ ମଧ୍ୟ ସେମାନେ ୬ଟି ଗ୍ୟାରେଣ୍ଟି ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଅଧିକାଂଶ ଯୋଜନା ଏହା ଅଧୀନରେ ଆରମ୍ଭ ହୋଇଥିଲା। ସବୁଠାରୁ ଲୋକପ୍ରିୟ ଯୋଜନାରେ ମାଗଣା ବସ ଯାତ୍ରା ଓ ମାଗଣା ବିଦ୍ୟୁତ ଯୋଜନା ଅନ୍ତର୍ଭୁକ୍ତ।ତେବେ ଚନ୍ଦ୍ରବାବୁ ନାଇଡୁ ଜୁନ ୧୨ ରେ ଶପଥ ଗ୍ରହଣ କରିବେ। ଏହା ପରେ ଶୀଘ୍ର ଯୋଜନା ଆରମ୍ଭ ହେବ। ଏଥିରେ ପ୍ରଥମେ ମାଗଣା ବସ ଯାତ୍ରା ଆରମ୍ଭ ହେବ। ତା’ପରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ ହେବ।

ମାଗଣା ବିଦ୍ୟୁତ ଯୋଜନା ଆନ୍ଧ୍ରପ୍ରଦେଶରେ ଲାଗୁ ହେବ ଯେପରି ତେଲେଙ୍ଗାନାରେ ଏହା କାର୍ଯ୍ୟକାରୀ ହେଉଛି କିନ୍ତୁ ଏହି ମାଗଣା ବିଦ୍ୟୁତ ଯୋଜନା କେବଳ ଧୋବିମାନଙ୍କ ପାଇଁ ଉପଲବ୍ଧ ହେବ ସମସ୍ତେ ନୁହେଁ। ତେଲେଙ୍ଗାନାର ପ୍ରତ୍ୟେକ ପରିବାର ପରି ଧୋବି ଘାଟଙ୍କୁ ଏହି ସୁଯୋଗ ଦିଆଯିବ। ଏଗୁଡିକ ବ୍ୟତୀତ DIPAM ସ୍କିମ ଅଧୀନରେ ତିନୋଟି ସିଲିଣ୍ଡର ମାଗଣା ୧୮ ବର୍ଷ ବୟସ ହୋଇଥିବା ପ୍ରତ୍ୟେକ ମହିଳାଙ୍କୁ ମାସକୁ ୧,୫୦୦ ଟଙ୍କା ଦେବା ଭଳି ଯୋଜନା ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *