ସତ କହିଲେ ଦିଲ୍ଲୀପଙ୍କ ଶଶୁର। ସମସ୍ତେ କହୁଛନ୍ତି ମିଛ। ମୋ ଝିଅ ପେଟରେ ଛୁଆ…।

ଝିଅ ଗର୍ଭ-ବତୀ ଥିବା ନେଇ ଚର୍ଚା ହେଉଥିବା ବେଳେ କହୁ କହୁ ସତ କହିଦେଲେ ଦିଲ୍ଲୀପଙ୍କ ଶଶୂର।ବର୍ତ୍ତମାନ ସାମ୍ନାକୁ ଆସିଛି ଆଉ ଏକବବଡ଼ ଖବର। ଏଇ ଖବର ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଆଜ୍ଞା ସମସ୍ତେ କହୁଛନ୍ତି କି ସ୍ତ୍ରୀ ସୋନା ୭ ମାସର ଗର୍ଭବତୀ ଥିଲେ। ଆଉ ଏ ଖବର ସବୁଆଡେ ପ୍ରସାରିତ ହେବା ପରେ ଦିଲ୍ଲୀପଙ୍କ ଶଶୂର ତଥା ସୋନାଙ୍କ ବାପା ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି। ଗତ କାଲି ଦିଲ୍ଲୀପ ବଞ୍ଚିଥିବା ଖବର ଜାଣିବା ପରେ ଦିଲ୍ଲୀପଙ୍କ ମା’ ଦୌଡ଼ି ଆସିଥିଲେ ଦିଲ୍ଲୀପଙ୍କୁ ହାଇଟେକ ହସ୍ପିଟାଲରେ ଦେଖା କରିବା ପାଇଁ। ଆଉ ହସ୍ପିଟାଲରେ ଦେଖା ମଧ୍ୟ କରି କଥା କହିଥିଲେ। ହଠାତ ରାତି ୨ ଟା ସମୟରେ ମା’ଙ୍କୁ ଜଣାଇଥିଲେ ଯେ ତମ ପୁଅର ଅବସ୍ଥା ସଙ୍କ-ଟାପୂର୍ଣ୍ଣ ରହିଛି।

ଗତ କାଲି ବିଳମ୍ବିତ ରାତି ତଥା ରାତି ୩ଟା ବେଳେ ଦିଲ୍ଲୀପଙ୍କର ଜୀବନ ଦୀପ ଲିଭିଗଲା। ଆଉ ଏହା ପରେ ବୁଢ଼ୀ ମା’ ବି ଭାଙ୍ଗି ପଡିଛନ୍ତି। କା-ନ୍ଦି କା-ନ୍ଦି ତଳେ ଗଡିଯାଉଛି ଏ ବୁଢ଼ୀ ମା’ ଟି। ଆଉ ଏପଟେ ସମସ୍ତେ କହୁଛନ୍ତି ଦିଲ୍ଲୀପଙ୍କ ସ୍ତ୍ରୀ ସୋନା ଗର୍ଭ-ବତୀ ଥିଲେ। କିନ୍ତୁ ଏସବୁ ଭିତରେ ଦିଲ୍ଲୀପଙ୍କ ଶଶୁର ତଥା ସୋନାଙ୍କ ବାପା ଏସବୁ କଥା ମି-ଥ୍ୟା ବୋଲି କହି ଖ-ଣ୍ଡନ କରିଛନ୍ତି।ଉଭୟଙ୍କ ବିବାହକୁ ୨ ବର୍ଷ ପୁରି ଥାନ୍ତା। ବେଶ ହସ ଖୁସିରେ ଚାଲିଥିଲା ସୁନାର ସଂସାର। କିନ୍ତୁ କେମିତି କେଜାଣି ତାଙ୍କ ଖୁସିରେ କାହାର ନଜର ଲାଗିଗଲା। ଡିସେମ୍ବର ୩୦ ତାରିଖରେ ସବୁକିଛି ଓଲଟ ପାଲଟ ହୋଇଗଲା। ଗତ ଡିସେମ୍ବର ୩୦ ତାରିଖରେ ଉଭୟ ଉଭୟଙ୍କୁ ଦେଖିଥିଲେ। ଆଉ ସେହି ଦେଖା ତାଙ୍କର ଶେଷ ଦେଖା ହୋଇଗଲା। ଆଉ ଦୁହେଁ ଦୁହିଁଙ୍କୁ ଆଉ କେବେ ଦେଖି ପାରିଲେନି କି ଆଉ କେବେବି ମଧ୍ୟ ଦୁହେଁ ଦୁହିଁଙ୍କୁ ଦେଖିପାରିବେନି।

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ବାମୀଙ୍କ ବିନା କେମିତି ବଞ୍ଚିବେ କେମିତି ରହିବେ କିପରି ଦିନ କାଟିବେ ସେ କଥା ଭାବି ଭାବି ସୋନା ନିଜର ଜୀବନ ହାରିଦେଲେ ନୂଆବର୍ଷ ଦିନ ସକାଳୁ। ଆଉ ଗୋଟିଏ ଜୁଇରେ ଜଣଙ୍କର ଜୁ-ଇ ଲିଭି ନଥିବା ବେଳେ ଆଉ ଜଣଙ୍କର ଜୁ-ଇ ଜଳିଲା। ଗାଁ ସ୍ମଶା-ନରେ।ହଁ ଆଜ୍ଞା ଗତ କାଲି ଦିଲ୍ଲୀପ ବଞ୍ଚିଥିବା କଥା ଜଣା ପଡିଥିଲା କିନ୍ତୁ କିଛି ଘଣ୍ଟା ପରେ ସବୁକିଛି ଓଲଟପାଲଟ ହୋଇଗଲା। ସକାଳୁ ସକାଳୁ ଦିଲ୍ଲୀପଙ୍କର ଜୀବନ ଦୀପ ଲି-ଭିଗଲା।ଆସନ୍ତୁ ଜାଣିବା ଦିଲ୍ଲୀପଙ୍କର ଶଶୁର କଣ ପ୍ରତି-କ୍ରିୟା ଦେଇଛନ୍ତି। ତାଙ୍କର କହିବା କଥା ଯେ ମୋ ଝିଅ ସୋନା ଗର୍ଭ-ବତୀ ନଥିଲା। ଏସବୁ ଖବର ମି-ଥ୍ୟା ବୋଲି କହିଛନ୍ତି ସ୍ତ୍ରୀ ସୋନାଙ୍କ ବାପା। ସ୍ପଷ୍ଟ ଭାବେ କହିଛନ୍ତି ମୋ ଝିଅ ଗର୍ଭ-ବତୀ ନଥିଲା।

ଗତ କାଲି ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଥିଲା। ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ମରାମତି ବେଳେ ବିସ୍ଫୋ-ରଣ ଘଟ-ଣାରେ ମୃ-ତ ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରି ନିଜର ପରିଚୟ ଦେଇଥିଲେ ଦିଲ୍ଲୀପ। ହେଲେ ଏ କଣ ଘ-ଟଣା ଘଟିଗଲା। ସତରେ ଭଗବାନଙ୍କର ଏ କେଉଁ ନିଷ୍ପତ୍ତି। ମଲା ଲୋକଟା ଗତ କାଲି ଜୀବିତ ହୋଇଥିଲା। ଆଉ ପରିବାର ଏ କଥା ଶୁଣି ଖୁସି ହେବେ କି ଦୁଃ-ଖ କରିବେ କିଛି ଭାବି ପାରିନଥିଲେ।

ଗତ କାଲି ରାତିରେ ପୁଅକୁ ଦେଖିଥିଲା ମା’। ଆଉ ଦିଲ୍ଲୀପକୁ ମା’ ଟିଏ ଡାକି କଥା ମଧ୍ୟ କହିଥିଲା ମା’। କିନ୍ତୁ ଗତ କାଲି ରାତି ୧ ତା ସମୟରେ ଭଲ ଥିଲେ ଦିଲ୍ଲୀପ। କିନ୍ତୁ ହଠାତ ବିଳମ୍ବିତ ରାତିରେ ଦିଲ୍ଲୀପଙ୍କର ମୃ-ତ୍ୟୁ ଖବର ମା’କୁ ଜଣାଇଥିଲେ। ଏହା ପରେ ମା’ ଟି ହାଇଟେକ ହସ୍ପିଟାଲ ପରିସରରେ କା-ନ୍ଦି କା-ନ୍ଦି ଗଡି ଯାଉଛି। ଏକ ମାତ୍ର ପୁଅକୁ ହରାଇ ଏ ମା’ଟି ପୁରା ସ୍ତବ୍ଧ ହୋଇଯାଇଛି।

Leave a Reply

Your email address will not be published. Required fields are marked *