କାନ୍ଦୁଛି ମା’ ଭାଇ ଭଉଣୀ ବୁଡ଼ିଗଲେ।

ମା’ କରୁଥିଲା ରୋଷେଇ, ପୁଅ ଝିଅ ଖେଳୁ ଖେଳୁ ପୋଖରୀରେ ….ବୁଝୁନି ମା’ର ମନ ବାପା ପୁରା ସ୍ତବ୍ଧ। କାନ୍ଦୁଛି ପୁରା ଗାଁ।ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ। ପୋଖରୀରେ ପଡି ଭାଇ ଭଉଣୀ ଚାଲିଗଲେ। ମାଆ ରୋଷେଇ କରୁଥିଲା ଆଉ ଏପଟେ ଏମିତି ଏକ ଘ-ଟଣା ଘଟିଗଲା। ଯାହାକୁ କେହି କେବେ ସହଜରେ ବିଶ୍ୱାସ କରି ପାରୁନାହାନ୍ତି।

ନିଷ୍ପାପ ପିଲା ଦୁଇଟି ଦୁନିଆ କଣ ଜାଣିନଥିଲେ ଖେଳକୁଦରେ ଯାହାର ସମୟ ବିତୁଥିଲା ସତରେ ଖେଳୁ ଖେଳୁ ସେ ଆରପାରିକୁ ଚାଲିଗଲେ ସେ ବି ଜାଣି ନଥିବେ। ବନ୍ଧୁଗଣ ମ-ରଣ କଣ ଯିଏ ଜାଣିନାହିଁ ତାର ମୃ-ତ୍ୟୁ ହୋଇଯାଇଛି। ଖେଳକୁଦ ଯାହାର ଜୀବନର ସାଥି ସତରେ ଖେଳୁ ଖେଳୁ ତାର ଜୀବନ ଚାଲିଯାଇଛି।ଆଉ ଏପଟେ ମା’ଟି ତାର କର୍ତ୍ତବ୍ୟ କରୁଥିଲା ଖରାବେଳେ ଘରେ ଭାତ ଡାଲି ରୋଷେଇ କରୁଥିଲା। ଶାଶୂ ଶଶୁର ସ୍ୱାମୀ ପରିବାର ଲୋକଙ୍କୁ ଖାଇବାକୁ ଦେବାର ତା ଉପରେ ଦାୟିତ୍ୱ ଥିଲା। ଆଉ ଏଇ ଦାୟିତ୍ୱକୁ ଲିଭାଉ ଲିଭାଉ ଏପଟେ ପୁଅ ଆଉ ଝିଅକୁ ହରାଇ ବସିଲେ ମା’।

।ବନ୍ଧୁଗଣ ଦୁନିଆ କଣ ଜାଣିବା କଣ ତ ଦୂରର କଥା ଜୀବନ କଣ ମୃ-ତ୍ୟୁ କଣ ଭଲ ଭାବରେ ଜାଣିନଥିବା କଥା କହିବା ଶିଖିନଥିବା ଏ କଅଁଳ ପିଲା ଦୁଇଟିର ଚିତ୍ର ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ। କାରଣ ଏ ଦୃ-ଶ୍ୟ ଦେଖିଲେ ସତରେ ଆପଣଙ୍କୁ ଖୁବ କଷ୍ଟ ଲାଗିବ।ବନ୍ଧୁଗଣ ଆପଣ ଥରେ ଭାବି ଦେଖନ୍ତୁ ଦୁଇଟି ନିଷ୍ପାପ ଛୁଆ କଅଁଳା ଛୁଆ ଭଲ ଭାବରେ କଥା କହିବା ଶିଖି ନାହାଁନ୍ତି। ଖନେଇ ଖନେଇ କଥା କହୁଛନ୍ତି। ଯାହାର ଖନେଇ ଖନେଇ କହିବାର କଥା ସମସ୍ତଙ୍କୁ ଆନନ୍ଦିତ କରିଥାଏ ସେହି ଛୁଆ ଦୁଇଟି ଆଜି ଆରପାରିକୁ ଚାଲିଗଲେ।

ଆଉ ଏ ହେଉଛି ଡାକ୍ତରଖାନା ପରିସରର ଦୃ-ଶ୍ୟ ଯେଉଁଠି ମଥାକୁ ପିଟି ମା’ ଟିଏ କଇଁ କଇଁ ହୋଇ କା-ନ୍ଦୁଛି। ନିଜ ଜୀବନକୁ ଧିକାର କରୁଛି ନିଜ ମା ପଣିଆକୁ ବାରମ୍ବାର ଆ-ଘାତ ଦେଉଛି। କାରଣ ଟିକିଏ ଅନ୍ୟମନସ୍କ ପାଇଁ ଟିକେ କର୍ତ୍ତବ୍ୟର ବ୍ୟସ୍ତ ପାଇଁ ଆଜି ଦୁଇ ଦୁଇଟି ଛୁଆଁଙ୍କର ଜୀବନ ଦୀପ ଲି-ଭି ଯାଇଛି।ଯାଜପୁର ଜିଲ୍ଲା ମଙ୍ଗଳପୁର ଥା-ନା ଅନ୍ତର୍ଗତ କୂଳସାହିରୁ ଏମିତି ଏକ ଦୁଃ-ଖଦ ଖବର ଆସିଛି।ମୃ-ତ ଶିଶୁ ଦୁଇଜଣ ହେଉଛନ୍ତି କୂଳସାହି ଗାଁର ମାନସ ଜେନାଙ୍କ ପୁଅ କାଁହୁ ଜେନା ଏବଂ ମିଥୁନ ଜେନାଙ୍କ ଝିଅ ରୁପା ଜେନା। କାଁହୁ ଏବଂ ରୁପା ଘର ପାଖରେ ଖେଳୁଥିଲେ। ସେମାନେ ସମ୍ପ-ର୍କରେ ଭାଇ ଭଉଣୀ। ମା’ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ପିଲାମାନେ ବାହାରେ ଖେଳୁଥିଲେ। ଦୁହେଁ ଖେଳୁ ଖେଳୁ ପୋଖରୀ ପାଖକୁ ଚାଲିଯିବାରୁ ଦୁର୍ଭାଗ୍ୟ ବଶତଃ ପାଣିରେ ପଡି ଯାଇଥିଲେ।

ମା’ ରୋଷେଇ ସାରି ବାହାରକୁ ଆସି ପିଲାଙ୍କୁ ପାଇନଥିଲେ ଖୋଜା ଖୋଜି କରି ପିଲା ଦୁଇଜଣଙ୍କୁ ନ ପାଇବାରୁ ଗାଁ ଲୋକଙ୍କୁ କହିଥିଲେ ଆଉ ଗ୍ରାମବାସୀ ଖୋଜାଖୋଜି କରିବା ପରେ ଘର ପାଖ ପୋଖରୀରୁ ପ୍ରଥମେ କାଁହୁଙ୍କୁ ପାଇଥିଲେ ପରେ ରୂପାଙ୍କୁ ଉ-ଦ୍ଧାର କରି ଡାକ୍ତରଖାନାକୁ ଅଣା ଯାଇଥିଲା ହେଲେ ଡାକ୍ତର ସେଠାରେ ପିଲା ଦୁଇଜଣଙ୍କୁ ମୃ-ତ ଘୋଷଣାକରିଥିଲେ।

ଆଉ ଡାକ୍ତରଖାନାରେ ଯେତେବେଳେ ଏ ପିଲା ଦୁଇ ଜଣଙ୍କୁ ମୃ-ତ ଘୋଷଣା କରିଥିଲେ କୋଉ ମା’ ର ଛାତି ସହିବ। ସେଥିପାଇଁ ତ ଡାକ୍ତରଖାନାର ପରିସରରେ ଶୋକା-କୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ଛାତିକୁ ହାତରେ ବାଡେଇ ବାଡେଇ ମା’ ଟିଏ ମୁଣ୍ଡ ବାଡେଇ କା-ନ୍ଦୁଛି। ମା’ ଟିଏ ଅସହ୍ୟ ଯନ୍ତ୍ର-ଣାରେ ସେ ଛଟପଟ ହେଉଛି। ତା ଛାତି ଫାଟି ଯାଉଛି। ଆଉ କହୁଛି ହେ ପ୍ରଭୁ ମୋର ସବୁ ନେଇଯାଅ ମୋ ଛୁଆକୁ ମୋତେ ଫେରେଇ ଦିଅ। ମୁଁ ମୋ ଧନ ବିନା କେମିତି ବଞ୍ଚିବି।

ମୋ ସୁନା ମୋ ଗେଲ୍ହାକୁ ମୋତେ ଫେରେଇ ଦିଅ। କେମିତିବା ଫେରିବ ସେ ପିଲା କାରଣ ସେମାନେ ପରା ଅଫେରା ରାଇଜକୁ ଚାଲି ଯାଇଛନ୍ତି। ସେ ଅଫେରା ରାଇଜର ସେମାନେ ରାଜ କୁମାର ରାଜ କୁମାରୀ ପାଲଟି ଯାଇଛନ୍ତି।ହଁ ଆଜ୍ଞା ପିଲାଙ୍କୁ ହରାଇ ଏପଟେ ପାଗଳ ପ୍ରାୟ ମା’ ହୋଇପଡିଛି। ଏ ଦୁଃ-ଖକୁ ନାଁ ଦେଖି ହେଉଛି ନାଁ ସହି ହେଉଛି। ନାଁ ବୁଝି ହେଉଛି ନାଁ ବୁଝେଇ ହେଉଛି।

Leave a Reply

Your email address will not be published. Required fields are marked *