“ସେ ଯେତେବେଳେ ୨ମାସ ପ୍ରେଗ୍ନେଣ୍ଟ ଥିଲେ ସେବେଠୁ ସେ ଯାତ୍ରା କରିଛନ୍ତି । ନ ମାସ ପରେ ସେ ଯାତ୍ରା କଲେନି” ।

“ସେ ଯେତେବେଳେ ୨ମାସ ପ୍ରେଗ୍ନେଣ୍ଟ ଥିଲେ ସେବେଠୁ ସେ ଯାତ୍ରା କରିଛନ୍ତି । ନ ମାସ ପରେ ସେ ଯାତ୍ରା କଲେନି” “ସେ ଯେତେବେଳେ ୨ମାସ ପ୍ରେଗ୍ନେଣ୍ଟ ଥିଲେ ସେବେଠୁ ସେ ଯାତ୍ରା କରିଛନ୍ତି । ନ ମାସ ପରେ ସେ ଯାତ୍ରା କଲେନି” ।

ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଯାତ୍ରା ଜଗତର ଦୁଇଜଣ କଳାକାର ହେଲେ ମାମା ଓ ଗୁନୁ । ଦୁଇଜଣ ଯାକ ଯାତ୍ରାରେ ଲିଡ଼ ଡ୍ୟାନ୍ସର ଅଟନ୍ତି । ତେବେ ସେହି ଡ୍ୟାନ୍ସ କରୁ କରୁ ହେଲା ପ୍ରେମ ଆଉ ତା’ପରେ ପ୍ରେମ ନେଇଥିଲା ବିବାହର ରୂପ । ତେବେ ସାଙ୍ଗରେ କାମ କରୁ କରୁ କିଭଳି ପ୍ରେମ ହେଲା ତାପରେ ବିବାହ ହେଲା ସେ ସମ୍ପର୍କ ବିଷୟରେ ଦୁହେଁ ମିଡ଼ିଆ ସାମ୍ନାରେ ମୁହଁ ଖୋଲି କହିଛନ୍ତି । 

ଆଜ୍ଞା ହଁ ଖଣ୍ଡଗିରିରେ ଚାଲିଥିବା ମେଳା ଅବସରରେ ଏକ ସାକ୍ଷାତକାର ସମୟରେ ଅନୁଷ୍ଠାନର କଳାକାର ମାନେ ଦୁହିଁଙ୍କ ସମ୍ପର୍କକୁ ନେଇ କଣ କହୁଥିଲେ ସେ ବିଷୟରେ ମାମା ଓ ଗୁନୁ କହିଛନ୍ତି ଯେ, ହଁ କଳାକାର ମାନେ ସମସ୍ତେ ଜାଣିଥିଲେ ଆଉ ହେଲ୍ପ ମଧ୍ୟ କରିଥିଲେ ବହୁତ୍ । ସମସ୍ତେ ଚାହିଁଥିଲେ ଯେ ଦୁଇଜଣ ଭଲ ପିଲା ବାହା ହେଇଯାଆନ୍ତୁ । ମାଲିକ ଭି ଚାହିଁଛନ୍ତି ଆହୁରି ଡ୍ୟାନ୍ସରେ ଯେଉଁ ୫/୭ ଜଣ ବାକି କପଲ୍ ଥିଲେ ସେମାନେ ଭି ଚାହିଁଲେ ଦୁହେଁ ଏକାଠି ହୋଇ ଯାଆନ୍ତୁ ବୋଲି । 

ସୁଭାଷ ବେହେରା ଯିଏକି ସ୍ୱର୍ଣ୍ଣମହଲ୍ ରେ ହିରୋ ରୋଲ୍ କରୁଛନ୍ତି, ସିଏ ତୋ ଦୁହିଁଙ୍କ ଲାଇଫ୍ ରେ ସବୁକିଛି କରିଛନ୍ତି । ବାହାଘର କରେଇଛନ୍ତି ସେ, ଭଲ ପାଇଲା ବେଳେ ସପୋର୍ଟ କରିଛନ୍ତି ସେ । କଳାକାର୍ ଲାଇନରେ ମଧ୍ୟ ଡ୍ୟାନ୍ସ ଛାଡିକି ଅଭିନୟକୁ ଆସିଲେ ସେଥିରେ ମଧ୍ୟ ସାହାର୍ଯ୍ୟ କରିଛନ୍ତି ଏପରିକି ଡାଇଲଗ୍ ମଧ୍ୟ ଶିଖାଇଛନ୍ତି । ଦର୍ଶକ ମାନେ ଦୁହିଁଙ୍କୁ କେବେ ସାଙ୍ଗରେ ଅଭିନୟ ପାଇଁ ଖୋଜିଛନ୍ତି କି ନାହିଁ ବୋଲି ପ୍ରଶ୍ନରେ କହିଛନ୍ତି ଯେ ନିଶ୍ଚିତ ଭାବରେ । ତାଙ୍କର ଏମିତି କିଛି ସାଙ୍ଗ ଅଛନ୍ତି ଯେଉଁମାନେ କୁହନ୍ତି ଯେ ଯେଉଁଦିନ ମାମା ଓ ଗୁନୁ ଦୁହେଁ ସାଙ୍ଗରେ ଅଭିନୟ କରିବା ସେହିଦିନ ପୂରା ଗାଁକୁ ଖାଇବାକୁ ଦେବେ ବୋଲି ।

ତେବେ ସେମାନଙ୍କର ଝିଅକୁ ବର୍ତ୍ତମାନ ୨ ବର୍ଷ ହେଲା । କରୋନରେ ଯେବେ ଛୁଟି ଥିଲା ସେବେ ଦୁହେଁ ପ୍ଳାନିଂ କରିଥିଲେ ବେବି ପାଇଁ । ଦୁହେଁ କଳିଙ୍ଗରେ ଥିଲେ ଆଉ ପିଲା ରହିବାର ମାସେ ଦୁଇମାସ ପରେ ପୁଣି ଯାତ୍ରା ଆରମ୍ଭ ହୋଇଗଲା । ମ୍ୟାନେଜର ସହ କଥା ହେଲେ ସେ ମଧ୍ୟ ସପୋର୍ଟ କରିଥିଲେ । ପ୍ରେଗ୍ନେସିର ୨ ମାସ ପରେ କାମ କରିଥିଲେ ଆଉ ୮ ମାସ ପରେ ୯ ମାସ ପୁରିଲା ସେ ଘରକୁ ଗଲେ ।

Leave a Reply

Your email address will not be published. Required fields are marked *