ମନା କଲେ ଶୁଣିନଥିଲା, ଗୌତମ ମୋ ପଛରେ ପଡିଥିଲା… ଆଉ ମୁଁ ଶେଷରେ ବାଧ୍ୟ ହୋଇ…।

ଗି-ରଫ ପରେ ସାମ୍ନାକୁ ଆସିଲା ଆଉ ଗୋଟିଏ ନୂଆ କଥା। ଜଣା ପଡିଲା ଗୌତମ କୁଆଡେ ପ୍ରେମିକା ନିହାରିକାର ପିଛା ଛାଡୁନଥିଲା। ଆଉ ରାଗୁଥିଲା ନିହାରିକା ଏହା ପରେ ପ୍ରେମିକ କାହ୍ନାକୁ ଜଣାଇଥିଲା ସବୁ କଥା। କାହ୍ନା ଆଉ ନିହାରିକା ବନାଇଥିଲେ ବଡ଼ ପ୍ଲାନ। ଗୌତମକୁ ଡାକି କିଭଳି ଧମ-କାଇବେ ଆଉ ସେ କେବେ ପଛରେ ପଡିବନି। ଆଉ ଠିକ ପ୍ଲାନ ମୁତାବିକ ଗୌତମକୁ ଡାକିଥିଲା ନୂଆ ପ୍ରେମିକ କାହ୍ନା ପ୍ରଧାନ।

ଗୌତମଙ୍କ ସହ ଆସିଥିଲା ସାଙ୍ଗ ମୃ-ତ ଅଞ୍ଜନ। ଏପଟେ କାହ୍ନା ପ୍ରଧାନ ନିହାରିକା ଓ ତାଙ୍କର ସାଥି ୫ ଜଣ। ସେପଟେ ଗୌତମ ଆଉ ତା ସାଥି ଅଞ୍ଜନ। କଥା କଥାରେ ଚାଲିଥିଲା ଗ-ଣ୍ଡଗୋ-ଳ। ମୃ-ତ ଅଞ୍ଜନ କହିଥିଲା ସମସ୍ତଙ୍କୁ ଆଣ୍ଠେଇବାକୁ। ହେଲେ କଥା ବଦଳିଗଲା। ନିହାରିକା ଆଉ କାହ୍ନା ରାଗିଗଲେ। ନିହାରିକା କାହ୍ନାକୁ କହିଲା ଖ-ଣ୍ଡାରେ ହା-ଣିବାକୁ। ଆଉ କାହ୍ନା ଅଞ୍ଜନକୁ ହା-ଣି ଦେଲା। ଏପଟେ ଗୌତମ ଦୌଡ଼ି ଯାଇ ଟ୍ରକ ତଳେ ଲୁ-ଚି ଗଲା କିନ୍ତୁ ଅଞ୍ଜନ ସେମିତି ଛଟପଟ ହେଉଥିଲା। ଆଉ ମେଡିକାଲ ଗଲା ବେଳକୁ ଅଧିକ ର-କ୍ତ ବହିଯିବା ଯୋଗୁ ତାର ଜୀବନ ଚାଲିଗଲା।

ଏବେ ଗି-ରଫ ହେବା ପରେ ଏଇ ତ୍ରିକୋଣୀୟ ପ୍ରେମର ଏକ ନୂଆ କଥା ସାମ୍ନାକୁ ଆସିଛି ଯାହାକୁ ପୁରୁଣା ପ୍ରେମିକ ବୋଲି ସମସ୍ତେ କହୁଥିଲେ ସେ ପୁରୁଣା ପ୍ରେମିକ ନୁହେଁ କୁଆଡେ ଗୌତମ ସ୍କୁଲ ବେଳଠୁ ଏକ ତରଫା ପ୍ରେମ କରି ଆସୁଥିଲା। ଆଉ ବିର-କ୍ତ ହୋଇ ନିହାରିକା ତାର ପ୍ରେମିକ କାହ୍ନାକୁ ଜଣାଇଥିଲା। ତାପରେ ଗୌତମକୁ ଧ-ମକ ଦେଇ ପଛରେ ନଲାଗିବା ପାଇଁ ଡାକିବାକୁ କହିଥିଲେ। ହେଲେ କଥା କଥାରୁ ଝ-ଗଡା ଆଉ ତାପରେ ପ୍ରେମିକା କହିଥିଲା ହା-ଣି ଦିଅ ତାକୁ। ଆଉ ପ୍ରେମିକ କାହ୍ନା ଧରିଥିବା ଖ-ଣ୍ଡାରେ ସାଙ୍ଗ ଅଞ୍ଜନର କାନ୍ଧକୁ ହା-ଣି ପକାଇଲା। ସେପଟେ ଦୌଡ଼ି ଚାଲିଗଲେ ଗୌତମ ହେଲେ ଏପଟେ ଖଣ୍ଡା ଚୋ-ଟ ଖାଇ ଛଟପଟ ହୋଇ ରାସ୍ତାରେ ଦୌଡ଼ି ପାରୁନଥାଏ। ଗୋଟିଏ ଘର ଆଗରେ ଲୁ-ଚିଥିଲା। ଆଉ ର-କ୍ତଶ୍ରା-ବ ହେଉଥିଲା ଆଉ ମେଡିକାଲକୁ ନେବା ବେଳକୁ ଅଧିକ ର-କ୍ତଶ୍ରା-ବ ଯୋଗୁ ଚାଲିଗଲା ଜୀବନ।

ତେବେ ଗୌତମ ଏବଂ ସେପଟେ ପୋଲି-ସକୁ ଯୁବତୀ କହିଥିବା କଥାରେ ଭଲରେ ତାଳମେଳ ହେଉନାହିଁ। ଗୌତମ ଏବଂ ନିହାରିକାର ସମ୍ପର୍କ କଣ ଏବେବି ସ୍ପଷ୍ଟ ଭାବେ ସାମ୍ନାକୁ ଆସିନାହିଁ। କାରଣ ଗୌତମ ଏପଟେ କହୁଛନ୍ତି ମୁଁ ନିହାରିକା ସହିତ କଥା ହେଉଥିଲି ହେଲେ ମାସେ ହେଲାଣି କଥା ହେଉନି ଯଦି ମାସେ ହେଲାଣି କଥା ହଉନାହାନ୍ତି ତାହେଲେ କେମିତିକା ସ-ମ୍ପର୍କ ଥିଲା। ଯଦି ପ୍ରେମ ସ-ମ୍ପର୍କ ଥିଲା ତାହେଲେ କେବେ ଭାଙ୍ଗିଥିଲା। ଆଉ ସେପଟେ ନିହାରିକା କହିଛି ବୋଲି ପୋଲି-ସକୁ ଗୌତମ ଏକ ତରଫା ପ୍ରେମ ମୋତେ କରୁଥିଲା। ଆଉ ସେଥିପାଇଁ ପ୍ରେମିକକୁ ଜଣାଇଥିଲା ହେଲେ ସମାଧାନ ହେବା ବଦଳରେ ଏଭଳି ଖ-ଣ୍ଡା ଚାଲିଥିଲା ଆଉ ବିନା ଦୋ-ଷରେ ଆଉ ଜଣଙ୍କର ଚାଲିଗଲା ଜୀବନ।ହୁଏତ କଥା ଏତିକିରେ ଛିଡି ବନି ହୋଇପାରେ ଆଗକୁ ଏହି ଘ-ଟଣା ଆହୁରି ନୂଆ ମୋଡ଼ ନେଇପାରେ ଯେ ପ୍ରକୃତ ସତ କ’ଣ?

Leave a Reply

Your email address will not be published. Required fields are marked *