ଶଶୁର ମରିଗଲେ ଗଲେ ବୋଲି ଶାଶୂ ଘର ଲୋକ ନେଇଗଲେ ବହୁର ଜୀବନ….ଅଧା ରହିଗଲା ସଂସାର।

ଶଶୁର ମରିଗଲେ ଗଲେ ବୋଲି ବହୁକୁ ମା-ରିଦେଲେ ଶାଶୂ ଘରେ ଲୋକେ। ହଁ ଆଜ୍ଞା ସୁପ୍ରିୟାଙ୍କର ଜୀବନ ଚାଲିଯାଇଛି ଆଉ ଶାଶୂ ଘର ଲୋକେ ମା-ରିଦେଇଥିବା ଅଭି-ଯୋଗ ମଧ୍ୟ ହୋଇଛି। ତେବେ ସୁପ୍ରିୟାଙ୍କ ମୃ-ତ୍ୟୁ ପରେ ତାଙ୍କର ଦୁଇଟି ସନ୍ତାନ କୁଆଡେ ପାଖରେ ବସି ଚି-ତ୍କାର କରି କାନ୍ଦୁଥିଲେ ମା ମା ଡାକି ଉଠେଇବାକୁ ଚେଷ୍ଟା କରୁଥିଲେ। ହେଲେ ସୁପ୍ରିୟା ଆଉ ଉଠି ନଥିଲେ। ଏ ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାରବଙ୍ଗ ଥା-ନା ଅଧିନ ଏରୋଡା ଗ୍ରାମରେ।

ତେବେ ସୂଚନା ଅନୁଯାୟୀ ଘ-ଟଣା କିଛି ଏଭଳି ଥିଲା ବାଲେଶ୍ଵର ଜିଲ୍ଲା ସିମୁଳିଆ ଥା-ନା ସାନ ମଇଦା ପୁରର ବିଡ଼ିମଣି ମହାନ୍ତିଙ୍କ କନ୍ୟାଙ୍କୁ ଭଦ୍ରକ ଜିଲ୍ଲା ଏରୋଡା ଗ୍ରାମର ମଳୟ ପାତ୍ରଙ୍କୁ ରୀତିନୀତିରେ ବିବାହ କରିଥିଲେ। ବିବାହର ୧୦ ବର୍ଷ ହୋଇଯାଇଥିବା ବେଳେ ଏଭଳି ଘ-ଟଣା ଏବେ ସାମ୍ନାକୁ ଆସିଲା ପରେ ସାରା ଅଞ୍ଚଳରେ ଛାଞ୍ଚଲ୍ୟ ଖେଳିଯାଇଛି।

ତେବେ ଗତ ୮ ତାରିଖ ଦିନ ମଳୟଙ୍କ ବାପା ଅର୍ଥାତ ସୁପ୍ରିୟାଙ୍କ ଶଶୁର ଘରେ ଶୋଇଥିବା ବେଳେ କୌଣସି କାରଣ ବଶତଃ ଲୁଙ୍ଗିରେ ନି-ଆଁ ଲାଗିଥିଲା ଆଉ ଶରୀରରେ ନି-ଆଁ ଲାଗିଯିବା ଫଳରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ମେଡିକାଲକୁ ନିଆଯାଇଥିଲା। ଆଉ ଘରକୁ ଆଣିବା ପରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ଆଉ ମଳୟଙ୍କ ବାପା ମୃ-ତ୍ୟୁ ପର ଠାରୁ ବହୁ ସୁପ୍ରିୟାଙ୍କୁ ବିଭିନ୍ନ ପ୍ରକାରର ଶାରୀ-ରିକ ଯ-ନ୍ତ୍ରଣା ମାନସିକ ଯ-ନ୍ତ୍ରଣା ଦେଇ ଚାଲିଥିଲେ ଶାଶୂଘର ଲୋକେ ଯାହାକି ନିଜ ମାଙ୍କୁ ଫୋନ କରି ଏଇ ବାବ-ଦରେ କହୁଥିଲେ ସୁପ୍ରିୟା। ଏକଥା ଶୁଣିବା ପରେ ଝିଅର ପରିବାର ଲୋକେ ଝିଅକୁ ଘରକୁ ଆଣିବାକୁ କହିଥିଲେ ବି ସୁପ୍ରିୟାଙ୍କ ଶାଶୂଘର ଲୋକେ ଛାଡି ନଥିଲେ। ଆଉ ଆଜି ଏଭଳି ମୃ-ତ୍ୟୁ ହୋଇଯାଇଛି ସୁପ୍ରିୟାଙ୍କର।

ମା ଅଭି-ଯୋଗ କରିଛନ୍ତି ଶାଶୂଘର ଲୋକେ ଶଶୁରକୁ ମା-ରିଦେଇଥିବା ସ-ନ୍ଦେହ କରି ମୋ ଝିଅକୁ ମା-ରିଦେଲେ। ତେବେ ଝିଅର ମୃ-ତ୍ୟୁ ପରେ ଶଶୁର ଘରେ ଲୋକେ କହିଥିଲେ ମାକୁ ତୁମ ଝିଅ ଜୀବନ ହାରିଦେଇଛି। କିନ୍ତୁ ଝିଅର ମା ଏକଥା ଶୁଣିବା ପରେ କା-ନ୍ଦି କା-ନ୍ଦି ଯାଇ ଝିଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପାଦ ତଳୁ ମାଟି ଖସି ଯାଇଥିଲା। ମା ଥାନାରେ ଯାଇ ଏ-ତଲା ଦେଇଛି। ମୋ ଝିଅକୁ ଶାଶୂ ଘର ଲୋକେ ନିର୍ଯ୍ୟା-ତନା ଦେଇ ଜୀବନରୁ ମା-ରିଦେଲେ।ଏବେ ଜାଣିବାକୁ ବାକି ରହିଲା ପୋ-ଲିସ ତ-ଦନ୍ତ ପରେ କଣ ନିଷ୍ପତ୍ତି ନେଉଛି।

Leave a Reply

Your email address will not be published. Required fields are marked *