ଜିତେଶ କିଏ ଯିଏ ଇସାନଙ୍କ ସ୍ଥାନ ନେଲା।

ଇସାନ କିଶନଙ୍କ ଜାଗାରେ ଖେଳିଥିବା ଜିତେଶ ଶର୍ମା କିଏ? ହେବେକି ଭାରତୀୟ ଦଳର ପରମାନେଣ୍ଟ କିପର।ଭୁଲ କଲେ ଇସାନ ବାହାର କରିଦେଲା ବିସିସିଆଇ। ଇସାନ କିଶନଙ୍କ ସ୍ଥାନରେ ଆଣିଲା ଜିତେଶଙ୍କୁ। ପ୍ରଥମେ ମ୍ୟାଚରେ ସୁଯୋଗ ପାଇ ବହେ ପିଟିଥିଲେ। ଥରେ ସୁଯୋଗ ପାଇ ଇସାନଙ୍କୁ ବଳି ପକାଇଲେ।କିପିଂରେ ଭୁଲ ବ୍ୟାଟିଂରେ ଖରାପ ପଦର୍ଶନ ବିସିସିଆଇକୁ ବାରମ୍ବାର ନିରାଶ କରିଛନ୍ତି ଇସାନ କିଶନ। ବିଶ୍ୱକପରେ ପୁରା ଖରାପ ପଦର୍ଶନ କରିଥିଲେ ଇସାନ ଆଉ ଏବେ ଅଷ୍ଟ୍ରେଲିଆ ସହିତ ଟି-୨୦ କ୍ରିକେଟରେ ମଧ୍ୟ ଖରାପ ପଦର୍ଶନ କରିଛନ୍ତି। ଯାହା ଫଳରେ ବିସିସିଆଇ ଏବେ ଇସାନଙ୍କୁ ଦଳରୁ ବାହାର କରିଛି। ଏବେ ଇସାନଙ୍କ ସ୍ଥାନରେ ଆଣିଛି ଜିତେଶ ଶର୍ମାଙ୍କୁ।

ତେବେ ଜିତେଶ ଶର୍ମା ଆଇପିଏଲରେ କମାଲ କରୁଥିଲେ ଆଉ ଏବେ ଭାରତୀୟ କ୍ରିକେଟରେ ମଧ୍ୟ କମାଲ କରିବେ। ଇସାନ କିଶନଙ୍କୁ ହଟାଇ ଏବେ ଦଳରେ ସାମିଲ ହୋଇଛନ୍ତି ଜିତେଶ।ବିସିସିଆଇ ଇସାନଙ୍କୁ ଦଳରୁ ବାହାର କରିଛି ଏବେ ଦକ୍ଷିଣ ଆଫ୍ରିକା ସିରିଜରେ ନଜର ଆସିବେ ଜିତେଶ। ଅଷ୍ଟ୍ରେଲିଆ ସହିତ ଚତୁର୍ଥ ମ୍ୟାଚରେ ନିର୍ଭୟ ଭାବରେ ଖେଳି ସମସ୍ତଙ୍କ ନଜରକୁ ଆସିଥିଲେ। ତାଙ୍କ ଖେଳ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଯେଉଁମାନେ ଜିତେଶ ବୋଲି କିଏ ଜାଣିନଥିଲେ ସେଇମାନେ ଚତୁର୍ଥ ଟି-୨୦ ମ୍ୟାଚରେ ଜାଣିଗଲେ ଯେ ଜିତେଶଙ୍କ ବ୍ୟାଟିଂର ପରଫମାସନ୍ସ କେତେ ଜୋରଦାର।

ଯଦି ଦେଖିବା ଜିତେଶ ୧୯ ଟି ବୋଲରେ କରିଥିଲେ ୩୫ ରନ। ଆଉ ନଜର ଆସିବେ ନାହିଁ ଇସାନ। ସେ ୨୦-୨୦ ହେଉ କି ୱାଣ୍ଡେ। ଯେତିକି ସୁଯୋଗ ମିଳିବା କଥା ମିଳିଗଲା। ଫୋମକୁ ହରାଇଥିବା ଇସାନଙ୍କ ସ୍ଥାନରେ ଆସିଛନ୍ତି ଜିତେଶ ଶର୍ମା। ଇସାନଙ୍କ ଭଳି ଜିତେଶ ମଧ୍ୟ ୱକେଟକିପରଙ୍କ ବ୍ୟାଟର। ଭଲ କିପିଂର ପଦର୍ଶନ ମଧ୍ୟ କରିଛନ୍ତି ଜିତେଶ। ତେବେ ଅଷ୍ଟ୍ରେଲିଆ ସହିତ ମ୍ୟାଚରେ ପ୍ରଥମେ ସୁଯୋଗ ପାଇଥିଲେ ଜିତେଶ ଖେଳିବା ପାଇଁ। ଯେଉଁଥିରେ ସେ କମାଲ କରିଛନ୍ତି। ପୂର୍ବରୁ ଏସିଆନ ଗେମରେ ଡେଭ୍ୟୁ କରିଥିଲେ ଜିତେଶ।

ହେଲେ ଏବେ ସେ ଭାରତୀୟ ଦଳ ପାଇଁ ଖେଳିବେ। ତେବେ ଜିତେଶ ହେଉଛନ୍ତି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ୩୦ ବର୍ଷୀୟ କ୍ରିକେଟର। ଭାରତୀୟ ଦଳରେ ୱକେଟକିପରଙ୍କ ବ୍ୟାଟର ଭାବେ ସ୍ଥାନ ପାଇଛନ୍ତି। ଯିଏ ଏବେ ସାଉଥଆଫ୍ରିକା ଗସ୍ତରେ ମଧ୍ୟ ଯିବେ।ଯଦି ଦେଖିବା ଫାଷ୍ଟ କ୍ଳାସ କ୍ରିକେଟରେ ଜିତେଶ ୫୫୩ ରନ କରିଛନ୍ତି।

ସେ ଏଇଭଳି ଲିଷ୍ଟ ଏହି କ୍ରିକେଟରେ ୧୩୫୦ ରନ କରିଛନ୍ତି ଜିତେଶ। ଟି-୨୦ କ୍ରିକେଟରେ ତାଙ୍କର କମାଲ ରହିଛି। ଜିତେଶ ଆପିଏଲ ୨୦୨୨ରେ ଡେଭ୍ୟୁ କରିଥିଲେ। ତେବେ ୨୦୨୩ ଆପିଏଲରେ ପଞ୍ଜାବ କିଙ୍ଗିସ ପଟୁ ଖେଳୁଥିଲେ ଜିତେଶ। ୨୬ ଟି ମ୍ୟାଚ ଖେଳି ୫୪୩ ରନ କରି ନଜରକୁ ଆସିଥିଲେ।ଏହାପରେ ୨୦୨୩ ରେ ଜିତେଶ ନ୍ୟୁଜଲାଲଣ୍ଡ ସିରିଜ ପାଇଁ ମଧ୍ୟ ସିକେକ୍ସନ ହୋଇଥିଲେ।

Leave a Reply

Your email address will not be published. Required fields are marked *