ଭଲପାଇ ବାହାହେଲି, ୧୭ ଦିନ ପରେ ମୋ ମୁଣ୍ଡରେ ବନ୍ଧୁକ ଲଗାଇ ସ୍ତ୍ରୀକୁ ଶଶୂର ଉଠାଇ ନେଇଗଲା ।

ଆଜି ମଧ୍ୟ ସାକ୍ଷୀ ରହିଛି ପୋଖରୀ ହୁଡ଼ା । ସେଇ ପୋଖରୀ ହୁଡ଼ାରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ଦୁଇ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବା-ନ୍ଧି ହୋଇଥିଲେ ଆଉ ମନ୍ଦିର ସାକ୍ଷୀ ସାତ ଦୀପ ୮ କଳସକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବା-ନ୍ଧି ହୋଇଥିଲେ । କିନ୍ତୁ ବିବାହ ବନ୍ଧନରେ ବା-ନ୍ଧି ହେଲେ ସତ କିନ୍ତୁ ଦେଢ଼ ମାସ ପରେ ଶ୍ବଶୁର ଜ୍ବାଇଁର ମୁଣ୍ଡରେ ବନ୍ଧୁକ ଲଗାଇ ଝିଅକୁ ଉଠାଇ ନେଲେ । କୌଣସି ସିନେମାର କାହାଣୀ ବୋଲି ଲାଗୁଥିଲେ ମଧ୍ୟ ଘଟ-ଣାଟି ସତ ।

ଏକଥା ଆମେ କହୁନାହୁଁ ଏପରି କିଛି ଅଭି-ଯୋଗ ଆଣିଛନ୍ତି ନିଜେ ସ୍ଵାମୀ । ତାଙ୍କ ସ୍ବାମୀଙ୍କ କହିବା ଅନୁସାରେ ଗତ ନଭେମ୍ବର ୯ ତାରିଖରେ ବାହା ହୋଇଥିଲେ ସାଲେପୁର ଜୁଡିସିଆଲ୍ କୋର୍ଟରେ । ଆହୁରି ମଧ୍ୟ କୁଳିଆ ମଠ ଟ୍ରଷ୍ଟ ସେଠି ବାହା ହୋଇଥିଲେ । ଉଭୟ ପରିବାର ରାଜି ନଥିଲେ ବୋଲି ଦୁହେଁ ସେମାନେ ଲୁଚି ପଳାଇ ଥିଲେ । ଆଉ ଲୁ-ଚିକି ପଳେଇବାର ୮ ଦିନ ପରେ ପୋ-ଲିସ୍ ପାଖରେ ସରେଣ୍ଡର କରିଥିଲେ କାହିଁକି ନା ଉଭୟ ପରିବାର ପକ୍ଷରୁ ମିସିଂ କେଶ୍ ଦିଆ ଯାଇଥିଲା ଆଉ ପୋ-ଲିସ୍ ଖୋଜା ଖାଜି କରୁଥିଲା ।

୧୬ ତାରିଖ ସରେଣ୍ଡର କରିବା ପରେ ପୋ-ଲିସ୍ ଉଭୟଙ୍କ ପରିବାର ଲୋକଙ୍କୁ ଡାକି ମୀମାଂସା କଲେ । ଝିଅର ଘର ମଞ୍ଚେଶ୍ୱର ଥା-ନା ଆଉ ତାଙ୍କ ବାପା ହେଉଛନ୍ତି ଗୌତମ ପଟ୍ଟନାୟକ ଯିଏକି ଜଗତପୁର୍ କଲେଜ୍ ର ଅଧ୍ୟାପକ ଥିଲେ ଆଉ ଏଇ ୨ ମାସ ହେବ ଅବସର ହୋଇଛନ୍ତି । ଆଉ ମାଙ୍କ ନାଁ ଆୟେଶା ପଟ୍ଟନାୟକ ଯିଏକି କିମ୍ସ କଲେଜ୍ ରେ ସୁପରିଟେଣ୍ଡେନ୍ଟ ଅଛନ୍ତି ।

ସ୍ଵାମୀ ସ୍ତ୍ରୀ ମୀମାଂସା ପରେ ଘରକୁ ଫେରିଥିଲେ । କିନ୍ତୁ ଗତ ନଭେମ୍ବର ୨୩ ତାରିଖ ଗୁରୁବାର ଦିନ ସ୍ତ୍ରୀର ବାପା ଓ ମାଆ ୧୫/୨୦ ଜଣ ଗୁ-ଣ୍ଡା ଧରିକି ୩/୪ଟା ଫୋର୍ ହ୍ୱିଲର ଆଉ ୫/୭ ଖଣ୍ଡେ ବାଇକ୍ ଏମିତି ରେ ଆସିକି ସ୍ଵାମୀ ଜଣକଙ୍କ ମୁଣ୍ଡରେ ବ-ନ୍ଧୁକ ଦେଖାଇ ମାରଧର କରିକି ତାଙ୍କ ସ୍ତ୍ରୀକୁ ଉଠାଇ ନେଇଥିଲେ । ତାଙ୍କ ସ୍ତ୍ରୀଙ୍କର ଇଚ୍ଛା ବିରୁ-ଦ୍ଧରେ ନେଇ ଯାଇଥିଲେ କାହିଁକି ନା ସେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ବହୁତ୍ ଭଲ ପାଉଥିଲେ । ଦାମ୍ପତ୍ୟ ଜୀବନ ମାତ୍ର ୧୬/୧୭ ଦିନ କାଟିଛନ୍ତି । ତେଣୁ ସ୍ଵାମୀ ଜଣକ ଥା-ନାର ଆଶ୍ରୟ ନେଇଥିଲେ ସ୍ତ୍ରୀଙ୍କୁ ପାଇବା ପାଇଁ କିନ୍ତୁ ଏପର୍ଯ୍ୟନ୍ତ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏବେ ନ୍ୟା-ୟ ଆଶାରେ ସ୍ଵାମୀ ।

Leave a Reply

Your email address will not be published. Required fields are marked *