ବାପାଙ୍କୁ ଚିକେନ ପାଇଁ ପଠେଇ ପୁଅ କରିଦେଲା ଏମିତି କା-ଣ୍ଡ।

ବାପ ପୁଅ ନେପାଳରେ ଥିଲେ ଏକାଠି, ରୋଷେଇ କରିବା ପାଇଁ ବାପା ଗଲେ ବଜାର, ମାଂସ ଏଣିକି ଆସି ଦେଖିଲେ ପୁଅ….ବାପା ଘରୁ ବାହାରିଗଲେ ଚିକେନ ଆଉ ପନିପରିବା ଆଣିବା ପାଇଁ ହେଲେ ପୁଅ ଏପଟେ ଘର ଭିତରେ ନେଇଗଲା ଚରମ ନିଷ୍ପତ୍ତି। ଏଭଳି ପୁଅ ନିଷ୍ପତ୍ତିନେଇଯାଇଛି ଯେ ଯାହା ପୁରା ପରିବାର ଲୁହରେ ଭିଜି ଯାଇଛନ୍ତି। ଏପଟେ ଏ ହତଭାଗିନୀ ମା’ ଟା ବି ତା ପୁଅକୁ ଝୁରି ଝୁରି ଲୁହ ଗଡାଉଛି। ଆଉ ପଣତ ପୋତାଇ କହୁଛି ମୋ ପୁଅକୁ କିଏ ଫେରାଇ ଦିଅ ଲୋ। ହେଲେ ଏ ବିଧାତା କଣ ଏ ମା’ ର କଥାକୁ ଶୁଣୁଛି। ସବୁଦିନ ପାଇଁ ପୁଅ ଅମ୍ରଜିତ ଚାଲିଯାଇଛି ଅଫେରା ରାଇଜକୁ। ଯେତେ ଡାକିଲେ ମୁଣ୍ଡ ବାଡେଇ ଦେଲେ ବି ସେ ଆଉ ଫେରିବ ନାହିଁ କି ସେ ଆଉ କିଛି ବି ଶୁଣିବ ନାହିଁ।

ହଁ ଆଜ୍ଞା ଅମ୍ରଜିତ ଓ ତାଙ୍କ ବାପା ନେପାଳରେ ରହି କାମ କରୁଥିଲେ ବାପା ଯେତେବେଳେ ପନିପରିବା ଓ ଚିକେନ ପାଇଁ ଘରୁ ବାହାରି ଯାଇଥିଲେ ସେତେବେଳେ ପୁଅ ଘର ଭିତରେ ଜୀବନ ହାରିଦେଇଥିଲା। ବାପା ଯେତେବେଳେ ଘରକୁ ଆସି ଦେଖନ୍ତି ତ ପୁଅର ଏଭଳି ଅବସ୍ଥା ସେତେବେଳେ ସେ କଣ କରିବେ କିଛି ବି ବୁଝି ପାରୁନଥିଲେ ଘ-ଟଣା ସ୍ଥଳରେ ନେପାଳ ପୋ-ଲିସ ବି ମଧ୍ୟ ପହଂଚି ଯାଇଥିଲା। ଆଉ ପୁଅର ଶ-ବକୁ ଜ-ବତ କରିବା ସହିତ ତାଙ୍କ ମୋବାଇଲକୁ ବି ଜବତ କରିଥିଲା।

ଏବେ ପୁଅର ଶବ ନେପାଳରୁ ଗାଁକୁ ଫେରିଛି। ଅମ୍ରଜିତଙ୍କ ଘର ହେଉଛି କେନ୍ଦ୍ରାପଡା ଜିଲ୍ଲାର ଆଳି ଥା-ନା ଅନ୍ତର୍ଗତ ନିଆଳ ପଞ୍ଚାୟତ ସ୍ତରର ଶିଳାସ୍ତମ୍ଭ ଗାଁରେ। ଏବେ ଅମ୍ରଜିତଙ୍କ ଶ-ବ ତାଙ୍କ ବାସ ଭବନକୁ ଫେରିବା ପରେ ତାଙ୍କର ଅନ୍ତିମ ସଂ-ସ୍କାର କରାଯାଇଛି।ଅମ୍ରଜିତଙ୍କ ବାପା କହିଛନ୍ତି ଯେ ପୁଅ ମୋର କାମରୁ ଆସିଥିଲା ଖଟ ଉପରେ ବସିଥିଲା। ମୁଁ ତାକୁ କହିଲି ଛୁଆ ମୁଁ ଯାଉଛି ଚିକେନ ଆଉ ପନିପରିବା କଣ ଟିକେ ଆଣିବାକୁ ଯାଉଛି।

ତୁ ମସଲା ବାଟି ରଖିଥିବୁ। ମୁଁ ଆସିଲେ ଚିକେନ ରୋଷେଇ କରିବି। ପୁଅ ମଧ୍ୟ କହିଥିଲା ଠିକ ଅଛି ବାପା ତୁମେ ଯାଅ ମୁଁ ମସଲା ବାଟି ରଖି ଦେଇଥିବି କିନ୍ତୁ ବାପା ଚିକେନ ତ ଆଣିଥିଲେ ହେଲେ ଘରକୁ ଆସି ଦେଖିଲା ବେଳକୁ ମସଲା ବଦଳରେ ପଡି ରହିଛି ପୁଅର ଶ-ବ। ବାପାଙ୍କ ପାଦ ତଳୁ ଯେମିତି ମାଟି ଖସି ପଡ଼ିଲା ଭଳି ଲାଗିଥିଲା। ଏଇ ବାପା ଜଣଙ୍କ କଣ କରିବେ କଣ ନକରିବେ କିଛି ବୁଝି ପାରିନଥିଲେ।

ଆଉ ଏହା ମଧ୍ୟ କହିଛନ୍ତି କି ପୁଅର ମୋବାଇଲରେ ଗୋଟେ ଝିଅର ନମ୍ବର ଅଛି ଯେଉଁଥିରେ ଲେଖା ଅଛି hii। ହେଲେ ସେ ଜାଣି ନାହାଁନ୍ତି ତାଙ୍କ ପୁଅ ମୃ-ତ୍ୟୁ କେଉଁ କାରଣରୁ ହୋଇଛି। ବାପା ଜଣଙ୍କ କିଛି ବୁଝିବା ଆଗରୁ ଜାଣିବା ଆଗରୁ ପୁଅ ଏତେ ବଡ଼ ନିଷ୍ପତ୍ତି ନେଇଯାଇଥିଲା ଯେ ସେ ବିଶ୍ୱାସ କରି ପାରୁନାହାନ୍ତି।ତେବେ ଅମ୍ରଜିତ ପ୍ରେମ ପାଇଁ ଜୀବନ ହରିଛନ୍ତି ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ। ଏ ନେଇ ପରିବାର ଲୋକେ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *