ପାରିବାରିକ କଳ-ହରୁ କରୁଣ ପରିଣତି, ଅଫିସ ଭିତରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ସ୍ତ୍ରୀର ଅଫିସ ଭିତରେ ସ୍ଵାମୀ ଖେଳିଛି ର-କ୍ତର ହୋଲି। ଯେତେବେଳେ ଜଣେ ବ୍ୟକ୍ତିଙ୍କର ପତ୍ନୀ ଏକ ପ୍ରାଇ-ଭେଟ୍ ସଂସ୍ଥାରେ କାମ କରିବାକୁ ଆସିଥିଲେ ସେତେବେଳେ ସ୍ଵାମୀ ସଂସ୍ଥା ଭିତରେ ପଶି ଧା-ରୁଆ ଅ-ସ୍ତ୍ର ସାହାଯ୍ୟରେ ଆକ୍ର-ମଣ କରିଛି। ଗୁରୁ-ତର ଅବସ୍ଥାରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏ ହେଉଛି କୃତି ବନ୍ଧୁ ଏପାର୍ଟମେଣ୍ଟ। ବରମୁଣ୍ଡା ବଷ୍ଟାଣ୍ଡ ପାଖରେ କୃତି ବନ୍ଧୁ ଏପାର୍ଟମେଣ୍ଟ ରହିଛି।

ଯେଉଁ ଏପାର୍ଟମେଣ୍ଟରେ ପାଖାପାଖି ସାଢ଼େ ବାରଟାରୁ ଗୋଟାଏ ସମୟରେ ତାଙ୍କର ଯିଏ ଅଭି-ଯୁକ୍ତ ସ୍ଵାମୀ ଯିଏକି ତାଙ୍କ ପତ୍ନୀଙ୍କୁ ଏକ ମାରଣାସ୍ତ୍ର ସାହାଯ୍ୟରେ ଆକ୍ର-ମଣ କରିଛି।ଯେତେବେଳେ ସ୍ତ୍ରୀ ଅଫିସ୍ ଭିତରେ କାର୍ଯ୍ୟ କରୁଥିଲେ, ଧା-ରୁଆ ଅ-ସ୍ତ୍ର ନେଇ ସେ ଅଫିସ୍ ଭିତରକୁ ଆସିଥିଲେ। ଆଉ କିଛି ବୁଝିବା ଆଗରୁ ଧା-ରୁଆ ଅ-ସ୍ତ୍ରରେ ତାଙ୍କୁ ଆକ୍ର-ମଣ କରିଥିଲେ। ଏବଂ ସ୍ଥାନୀୟ ଲୋକ ମାନେ ଧରି ତାଙ୍କୁ ପୋଲି-ସରେ ଜିମା ଦେଇଛନ୍ତି। ଭରତପୁର ଥା-ନା ପୋ-ଲିସ୍ ତାକୁ ଏବେ ପଚ-ରା ଉ-ଚରା କରୁଛି। କୁହାଯାଉଛି ଯେ ପାରିବାରିକ କଳହର ଏ ହେଉଛି କରୁଣ ପରିଣତି। କାହିଁକି,କଳହଟି ଦୀର୍ଘଦିନର କ-ଳହ କଥା କୁହାଯାଉଛି କିନ୍ତୁ ସ୍ଵାମୀଙ୍କୁ ଯେତେବେଳେ ପଚ-ରା ଉଚରା କରାଯିବ ସେତେବେଳେ ସ୍ଵାମୀ କହିବ ସ୍ତ୍ରୀକୁ ଆକ୍ର-ମଣର କାହାଣୀ।

କାହିଁକି ନା ସ୍ବାମୀ କିଭଳି ପରିସ୍ଥିତିରେ ତା ସ୍ତ୍ରୀକୁ ଆକ୍ର-ମଣ କଲା। ଆକ୍ର-ମଣ ପଛର କାରଣ କଣ ? ଏବଂ ଆକ୍ର-ମଣ ଏଇଟା ଯେଉଁ ପୁଞ୍ଜିଭୂତ ରାଗର ଏଇଟା ଶେଷ ରୂପ କି।ସେତେବେଳେ ସ୍ଵାମୀଙ୍କୁ ପଚରା ଉଚରା କରାଯାଉ । କିନ୍ତୁ ରାଜଧାନୀରେ ର-କ୍ତର ହୋଲି ଖେଳିଛି ସ୍ଵାମୀ। ଏ ହେଉଛି ତୃତୀୟ ମହଲ ଯେତେବେଳେ କି ପୋ-ଲିସ ଟିମ୍ ତାଙ୍କୁ ରେସ୍କକ୍ୟୁ କରିବା ପରେ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଏବେ ଚିକିତ୍ସା ଚାଲିଛି। ସ୍ଵାମୀଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖିଛନ୍ତି। ଏବଂ କୁହାଯାଉଛି ଯେ ଦୀର୍ଘଦିନ ଧରି ସ୍ଵାମୀ ସ୍ତ୍ରୀଙ୍କ ଭିତରେ କୌଣସି ଘଟ-ଣାକୁ ନେଇ ପା-ଟିତୁ-ଣ୍ଡ ହେଇଥିଲା। ଏବଂ ସେ ପା-ଟିତୁ-ଣ୍ଡର ଏ ହେଉଛି ଶେଷ ଷ୍ଟେପ୍ ସ୍ଵାମୀ ନେଇଥିଲା। ଏବଂ ସ୍ତ୍ରୀ ଯେତେବେଳେ ଅଫିସ୍ ଭିତରେ ଥିଲା,ସେତେବେଳେ ସ୍ଵାମୀ ଅତ-ର୍କିତ ଭାବରେ ଅଫିସ୍ ଭିତରେ ପ୍ରବେଶ କରିଥିଲା। ଏବଂ ଗୋଟେ ଧା-ରୁଆ ଅ-ସ୍ତ୍ର ସାହାଯ୍ୟରେ ପତ୍ନୀଙ୍କୁ ଆକ୍ର-ମଣ କରିଥିଲା।

ଏବଂ ନିହାତି ଭାବରେ ସ୍ଥାନୀୟ ଲୋକମାନେ ଏବଂ ଅଫିସର ଷ୍ଟାପ୍ ସମସ୍ତେ ମିଶିକି ତାଙ୍କୁ ରେସ୍କକ୍ୟୁ କରିଥିଲେ।ରେସ୍କକ୍ୟୁ କରିବା ପରେ ତାଙ୍କର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ଚାଲିଛି। କିନ୍ତୁ ସେ ଏଭଳି କାହିଁକି ନିଜ ପତ୍ନୀଙ୍କୁ ଆକ୍ର-ମଣ କଲେ ତାହା ବର୍ତ୍ତମାନ ସୁଧା ଜଣା ପଡ଼ିନାହିଁ। କିନ୍ତୁ କୁହାଯାଉଛି ଯେ ପାରିବାରିକ କ-ଳହ ପାଇଁ ସ୍ଵାମୀ ତା ସ୍ତ୍ରୀକୁ ଧାରୁଆ ଅ-ସ୍ତ୍ରରେ ଆକ୍ର-ମଣ କରିଛି। ଗୁରୁ-ତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ତାଙ୍କର। କିନ୍ତୁ ଏହା ପଛର ପ୍ରକୃତ କାରଣ କଣ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହେଇ ନାହିଁ। ଭରତପୁର ଥା-ନା ପୋ-ଲିସ ଅଟକ ରଖି ତାଙ୍କୁ ପଚରା ଉଚରା କରୁଛି। ପଚରା ଉଚରା ପରେ ସ୍ଵାମୀ କହିବ ସ୍ତ୍ରୀକୁ ଆକ୍ର-ମଣର କାହାଣୀ।

Leave a Reply

Your email address will not be published. Required fields are marked *