ମୋ ବୋଉର ଦେହ ଖରାପ ଅଛି ବୋଲି କହି ବଡ଼ବାପା ମୋତେ ଟ୍ୟୁସନରୁ ଡ଼ାକିନେଇ ମୋ ସହ… ।

ବସ୍ ଭିତରେ ଝିଅକୁ ଦୁ-ଷ୍କର୍ମ କଲା ବଡବାପା । ଟ୍ୟୁସନ୍ ଯାଇଥିଲା ଝିଅ ଆଉ ଟ୍ୟୁସନରୁ ଟେକି ଆଣି ବଡବାପା ବସ୍ ଭିତରେ ବଡବାପା ଦୁ-ଷ୍କର୍ମ କରିଛି । ହଁ ଆଜ୍ଞା ଦୁଇ ଦୁଇଟି ସ୍ତ୍ରୀ ଥାଇ ମଧ୍ୟ ସନ୍ତୁଷ୍ଟ ହେଉନଥିଲେ ବଡବାପା । ପ୍ରଥମ ସ୍ତ୍ରୀର କୌଣସି ଛୁଆ ହେଉ ନଥିବା ବେଳେ ଦ୍ଵିତୀୟ ସ୍ତ୍ରୀର ଗୋଟାଏ ଛୁଆ ଥିବା ବେଳେ ସେ ବର୍ତ୍ତମାନ୍ ଗର୍ଭ-ବତୀ ଅଛନ୍ତି । ସେଥିପାଇଁ ନିଜର ଦେହସୁଖ ପାଇଁ ବଡବାପା ଝିଆ-ରୀକୁ ମଧ୍ୟ ଛାଡ଼ିଲାନି । ଜୋର୍ ଜବ-ରଦସ୍ତି ଝିଆରୀକୁ ଥରେ ନୁହେଁ ଏକା ସାଙ୍ଗରେ କଷ୍ଟ ଆଉ ଯ-ନ୍ତ୍ରଣା ଦେଇ ୪ଥର ଦୁଷ୍କ-ର୍ମ କଲା ବଡବାପା ଦୟାନିଧି ଜେନା ।

ଝିଆରୀ ଟ୍ୟୁସନ୍ ଯାଇଥିଲା ମାଆର ଦେହ ଖରାପ୍ କଥା କହି ଝିଆରୀକୁ ଟ୍ୟୁସନରୁ ବାଇକ୍ ରେ ଆଣି ଭଦ୍ରକ ନେଇ ସେଠାରୁ ପଶ୍ଚିମବଙ୍ଗ ନେବା ବାଟରେ ଜୋର୍ ଜବ-ରଦସ୍ତି ବସ୍ ଭିତରେ ଝିଆରୀକୁ ଦୁ-ଷ୍କର୍ମ କରିଥିଲା ବଡବାପା । ଥରେ ନୁହେଁ ବାରମ୍ବାର ଦୁ-ଷ୍କର୍ମ କଲା ବଡବାପା । ଛୋଟିଆ ଝିଅଟି ଯନ୍ତ୍ର-ଣାରେ ଛଟପଟ ହେଉଥିଲା ଆଉ ଚିତ୍କାର ପରେ ଚି-ତ୍କାର କରୁଥିଲା । କିନ୍ତୁ ଏତେ ନୃ-ଷଂସ ହୋଇଥିଲା ବଡବାପା ଯେ ଟିକିଏ ଦେହସୁଖ ପାଇଁ ଝିଆରୀକୁ ବସ୍ ଭିତରେ ଦୁ-ଷ୍କର୍ମ କଲା ।

ଆଜ୍ଞା ହଁ ଦର୍ଶକବନ୍ଧୁ ଯାଜପୁର ଜିଲ୍ଲା ଦଶରଥପୁର ଥା-ନା ୧୦ ଶ୍ରେଣୀର ଜଣେ ଛାତ୍ରୀ । ଟ୍ୟୁସନ୍ ଯାଇଥିବା ସମୟରେ ସମ୍ପର୍କୀୟ ବଡବାପା ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି । ସୂଚନା ମୁତାବକ ଝିଅ ଗତକାଲି ସକାଳୁ ଟ୍ୟୁସନ୍ ଯାଇଥିବା ବେଳେ ତାଙ୍କ ସମ୍ପର୍କିୟ ବଡବାପା ଦୟାନିଧି ଜେନା ଝିଅକୁ ମା’ର ଦେହ ଖରାପ ହୋଇଥିବା ମି-ଛ କଥା କହି ତାକୁ ବାଇକ୍ ଯୋଗେ ଭଦ୍ରକ ନେଇ ସେଠାରୁ ପଶ୍ଚିମବଙ୍ଗ ନେବା ବାଟରେ ଜୋର୍ ଜବ-ରଦସ୍ତି ୪ଥର ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି । ତେବେ ବସ୍ ଭିତରେ ଦୁ-ଷ୍କର୍ମ କରି ନିଜର ଦେହସୁଖ ନେଲା ।

ଆଉ ଏହାପରେ ଝିଆରୀକୁ ଆଣି ପଶ୍ଚିମବଙ୍ଗରୁ ଓଡ଼ିଶାର ଘର ନିକଟରେ ଅଧା ବାଟରେ ଛାଡ଼ି ଚାଲିଗଲା । ଏହାସହ ଝିଆରୀକୁ ଧ-ମକ ମଧ୍ୟ ଦେଇଛି ଯଦି ଏକଥା କାହାକୁ କହିବୁ ତେବେ ତାକୁ ଜୀବନରୁ ମା-ରିଦେବ ଅଭି-ଯୁକ୍ତ ଦୟାନିଧି ଜେନା । ଦୟାନିଧି ପୂର୍ବରୁ ଦୁଇ ଦୁଇଟି ବିବାହ ମଧ୍ଯ କରିଛନ୍ତି ଆଉ ଦୀର୍ଘ ଦିନ ଧରି ମଧ୍ୟ ନିଜ ଝିଆରୀ ଉପରେ ତାଙ୍କର ଖରାପ୍ ନଜର ଥିଲା । ଆଉ ସୁଯୋଗ ଦେଖି ନିଜ ଦେହର ଭୋକ ମେଣ୍ଟାଇଛି ବଡବାପା । ଘରଲୋକ ଅଭି-ଯୋଗ କରିବା ପରେ ଝିଅର ବ-ୟାନ ହିସାବରେ ବଡବାପା ବିରୋ-ଧରେ ମ-କଦ୍ଦ-ମା ରୁଜୁ କରି ତ-ଦନ୍ତ ଚଳାଇଛି ପୋ-ଲିସ୍ ।

Leave a Reply

Your email address will not be published. Required fields are marked *