ଝିଅଙ୍କୁ ନୁହେଁ ପୁଅଙ୍କ ସହ କରୁଛନ୍ତି ଚଣ୍ଡି ପରିଜା ………….

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘ-ଟଣା ଦେଖିବାକୁ ମିଳିଥାଏ।ଆମ ଦେଶରେ କଳାକାର ମାନଙ୍କର ଅଭାବ ନାହିଁ।ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ସେହିପରି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ହଁ ଆଜ୍ଞା ଆମେ କହୁଛୁ ମିଟୁ ମିଥୁନଙ୍କ କଥା।ତାଙ୍କର କୁଞ୍ଚମ୍ କୁଞ୍ଚମ୍ ଡ଼ାଇଲଗ ବହୁତ୍ ମାତ୍ରାରେ ଲୋକପ୍ରିୟ ହେଇଥିଲା।କିନ୍ତୁ ଏବେ ତାଙ୍କର ଗୋଟେ ଗୀତ ରିଲିଜ ହେବାକୁ ଯାଉଛି ଯାହା ବିଷୟରେ ସେ ଗଣମାଧ୍ୟମ ଆଗରେ ପରିପ୍ରକାଶ କରିଛନ୍ତି। ସେ କହିଛନ୍ତି ସେ ଗୀତର ମାନେ କେହି ଜାଣି ନାହାଁନ୍ତି।

ସେ ଏନୁ ନେକେଡେ ପୋ ନାମକ ଏକ ଗୀତରେ ବାପର ଅଭିନୟ କରିଛନ୍ତି ବୋଲି କହିଛନ୍ତି।ସେ କହିଛନ୍ତି ଓଡ଼ିଶାର ୪ କୋଟି ୫୦ ଲକ୍ଷ୍ୟ ଲୋକେ ତାକୁ ଭଲ ପାଇବା ଦେବେ ବୋଲି ତାଙ୍କର ବିଶ୍ବାସ ବୋଲି କହିଛନ୍ତି।ସେ କହିଛନ୍ତି ଆଗକୁ ତାଙ୍କର ଏକ ଫିଲ୍ମ ଆସୁଛି ଯାହାର ନାମ ହେ ସାରଥୀ ପାପରେ ନା ପୁନ୍ୟରେ। ମିଟୁ ମିଥୁନ କହିଛନ୍ତି ସେ ଓଡ଼ିଶାର ୪ କୋଟି ୫୦ ଲକ୍ଷ୍ୟ ଲୋକଙ୍କ ମନରେ ରାଜ କରୁଛନ୍ତି।ସେ କହିଛନ୍ତି ଯେଉଁମାନେ ତାଙ୍କୁ ଅପମାନ କରୁଛନ୍ତି ସେମାନଙ୍କୁ ଭଗବାନ ଅପମାନ କରିବେ ସେ ଅପ-ମାନ କରିବେ ନାହିଁ।

ସେ କହିଛନ୍ତି ଓଡ଼ିଆ ସିନେମା ଜଗତରେ ୩ ଜଣ ହିଁ ପଇସା ନିଅନ୍ତି ଜଣେ ପ୍ରଯୋଜକ,ଅଭିନେତା ଏବଂ ଅଭିନେତ୍ରୀ।ଆଉ ଯୌମାନେ ବାକି ରହିଗଲେ ସେମାନେ ୨ କି ୩ ହଜାର ପାଇଲେ ବୋଲି କହିଛନ୍ତି।ସେ କହିଛନ୍ତି ଯେଉଁମାନେ ତାଙ୍କୁ ଅସୁବିଧାରେ ପକାଇଛନ୍ତି ସେମାନଙ୍କୁ ଭଗବାନ ଦଣ୍ଡ ଦେବେ କିନ୍ତୁ ସେ କିଛି କରିବେ ନାହିଁ ଆଉ ସେ ସେମାନଙ୍କ ସହ ସବୁବେଳେ ୨୪ ଘଣ୍ଟା ତାଙ୍କ ସହ ରହିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *