ମହିଳାଙ୍କ ଛାତିକୁ ବାରମ୍ବାର ସୁଂଘୁ-ଥିଲା ପୋଷାକୁକୁର, ଆଉ ଶେଷରେ ଯାହା ହେଲା…।:-

ମହିଳାଙ୍କ ଛାତିକୁ ବାରମ୍ବାର ସୁଂଘୁ-ଥିଲା କୁକୁର। ବାରମ୍ବାର ସ୍ତନରେ ମୁହଁ ଘଷୁଥିଲା ପୋଷା କୁକୁର। କୁକୁର ଏପରି ବ୍ୟବହାରରେ ହଇ-ରାଣ ହେଉଥିଲେ ମାଳିକାଣି।ଆପଣ ତ ଜାଣିଥିବେ କୁକୁର ଏବଂ ମଣିଷର ସ-ମ୍ପର୍କ ଅତ୍ୟନ୍ତ ନିବିଡ଼। କୁକୁରକୁ ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ବୋଲି ମଧ୍ୟ କୁହାଯାଏ।

ମଣିଷ ଯେତେବେଳେ ଏକାକୀ ଅନୁଭବ କରେ ସେତେବେଳେ ସେ ଏକ କୁକୁରକୁ ପାଳିନିଏ। ଆଉ ସେହି କୁକୁର ମଣିଷ ସହ ଏତେ ମିଶିଯାଏ ଯେ ଶେଷକୁ ସେ ଘରର ଜଣେ ସଦସ୍ୟ ମଧ୍ୟ ହୋଇଯାଏ। କୁକୁର ଏତେ ବିଶ୍ୱସ୍ଥ ହୋଇଥାଏ ଯେ ସେ ନିଜ ମାଲିକ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ।

ମାଲିକ ଯାହା କହେ କୁକୁର ସବୁବୁଝିପାରେ। ଆଉ ମାଲିକ ମଧ୍ୟ ନିଜ ପୋଷା କୁକୁରର ସବୁ ଢଙ୍ଗ ବୁଝିପାରେ। କିନ୍ତୁ ବେଳେବେଳେ କୁକୁର ଏପରି ବ୍ୟବହାର ଦେଖାଏ ଯେ ଯାହାକୁ ବୁଝିବା କଷ୍ଟକର ହୋଇଯାଏ। ଆଜି ଆମେ ସେହିପରି ଏକ ଖବର କହିବୁ ଯେଉଁଥିରେ ଏକ ପୋଷା କୁକୁର ପାଇଁ ତାର ମାଳିକାଣିର ଜୀବନ ବଞ୍ଚିଗଲା।

ତେବେ ଖବରଟି କିଛି ଏପରି ଯେ ଜଣେ 36 ବର୍ଷୀୟ ମହିଳା ଏକାକୀ ରହୁଥିବା ବେଳେ ହଠାତ ଦିନେ ଏକ କୁକୁର ତାଙ୍କ ଘର ନିକଟକୁ ଆସିଲା। ଆଉ ସେହି କୁକୁରଟିକୁ ଦେଖି ମହିଳାଙ୍କ ହୃଦୟ ତରଳିଗଲା। ମହିଳା ଜଣକ ତାକୁ ନିଜ ଘରେ ରଖିବାକୁ ଲାଗିଲେ।

ତାପରେ କୁକୁରଟି ସେହି ମହିଳାଙ୍କ ସହ ପୁରା ମିଶିଗଲା ଆଉ ତାଙ୍କ ସହ ପ୍ରତିଦିନ ଖେଳିବାକୁ ଲାଗିଲା। କିନ୍ତୁ ଥରେ ମହିଳା ଜଣକ ସୋଇଥିଲା ବେଳେ ହଠାତ କୁକୁରଟି ଆସି ମହିଳାଙ୍କ ବାମପଟ ସ୍ତନକୁ ଶୁଙ୍ଘି-ବାକୁ ଲାଗିଲା। ମହିଳା ଜଣକ ପ୍ରଥମେ କିଛି ବୁଝି ପାରିନଥିଲେ।

ତାପରେ କୁକୁରଟି ସେହି କାମ ବାର୍ ବାର୍ କରିବାକୁ ଲାଗିଲା। ସେ କେବଳ ବାମପଟ ସ୍ତନକୁ ସୁଂଘୁ-ଥିଲା କିନ୍ତୁ ଡାହାଣପଟ ସ୍ତନକୁ ସୁଂଘୁ-ନଥିଲା। ତାପରେ ମହିଳା ଜଣକ ସଂଗେ ସଂଗେ ଯାଇ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ପରୀକ୍ଷା କରିବା ପରେ ଜଣେ ପଡିଲା ଯେ ମହିଳାଙ୍କର ବାମପଟ ସ୍ତନରେ ଏକ ମାଂସ ପିଣ୍ଡୁଳା ରହିଛି ଯାହା କ୍ୟାନ୍ସରର ରୂପ ନେଇଛି। ତେବେ ଏହା ଜାଣିବା ପରେ ସେ ଏହାର ଚିକିତ୍ସା କରାଇଲେ। ଆଉ ସେ ସୁସ୍ଥ ହୋଇଗଲେ। ଆଜି ସେହି ପୋଷା କୁକୁର ପାଇଁ ତାଙ୍କର ଜୀବନ ବଂଚିଗଲା।

Leave a Reply

Your email address will not be published. Required fields are marked *