ତାନ୍ତ୍ରିକ ଆସିଲା ସୁଦ୍ଧି କରିବାକୁ କହି ବହୁତ ସମୟ ଘରେ ରହିଲା, ତାପରେ ଗଲା ନିମ୍ବ ଗଛ ତଳୁ ବାହାର କଲା ସୁନା ଇଟା

ପୋଲିସ ହାତରେ ଏବେ ଯେଉଁ ଭ-ଣ୍ଡ ତା-ନ୍ତ୍ରିକ କୈଫି ଖାଁ ଧରାପଡିଛି ତାହା ବିଷୟରେ ଆପଣ ଜାଣିଥିବେ। ଯେଉଁଥିରେ ଜଣେ ମହିଳାଙ୍କ ଠାରୁ 5 ଲକ୍ଷ ଟଙ୍କା ଠ-କେଇ କରିବା ପରେ ପୋ-ଲିସ ସେହି ଠ-କ ପଛପଟେ ପଡିଯାଇଥିଲା। ଆଉ ଏବେ ତାକୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି।

ତେବେ ଏହି ଠ-କ ଜଣକ କେବଳ କଟକରେ ହିଁ ସୀମିତ ନଥିଲା। ତାର ଠ-କାମୀ ଭଦ୍ରକ ଆଡେ ମଧ୍ୟ ବ୍ୟାପିଥିଲା। ତେବେ ତାର ଠକା-ମୀର ଆଉ ଏକ କାହାଣୀ ମଧ୍ୟ ଶୁଣିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ଠକିଥିଲା 5 ଲକ୍ଷ ଟଙ୍କା।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଅଶାନ୍ତି ଲାଗି ରହୁଥିଲା। ଏହାପରେ ସେ ଠ-କ ତାନ୍ତ୍ରିକ କୈଫି ଖାଁକୁ କଲ କରିଥିଲେ। କୈଫି ଖାଁ ତାଙ୍କ ଘରକୁ ଆସି ତାଙ୍କ ଘର ବାରି ପଛପଟ ନିମ୍ବ ଗଛ ତଳେ ସୁନା ଇଟା ରହିଥିବା କହିଥିଲେ।

ଏହାକୁ ବାହାର କରିଦେଲେ ସବୁ ସମସ୍ୟା ର ସମାଧାନ ହେଇଯିବ ବୋଲି କହିଥିଲେ। ଏହାପରେ ନିର୍ଦ୍ଦିଷ୍ଟ ଦିନ ଆସି ତ-ନ୍ତ୍ର ମ-ନ୍ତ୍ର କରି ମାଟି ଖୋଲି ସୁନା ରଙ୍ଗର କିଛି ଇଟା ବାହାର କରିଥିଲେ। ଏହାକୁ କସ୍ତୁରୀରେ ଶୁଦ୍ଧ କରି ବାହାରେ ବିକ୍ରୀକଲେ କୋଟିଏ ଟଙ୍କା ମୂଲ୍ୟର ହେବ ବୋଲି କହିଥିଲେ।

ଏହାପରେ ଘର ମାଲିକଙ୍କ ଠାରୁ 5ଲକ୍ଷ ଟଙ୍କା ଏବଂ ଇଟା ନେଇ ଘରକୁ ପଳାଇଥିଲେ। ଏହାପରେ ଘର ମାଲିକଙ୍କ ପୁଅ କିଛି ଦିନ ପରେ ତା-ନ୍ତ୍ରିକ ଘରକୁ ଯିବା ପରେ ସେ ତାଙ୍କୁ ଇଟା ଫେରାଇ ଦେଇଥିଲେ।

ତେବେ ସୁନା ଇଟାଟି ଏକ ନକଲି ଇଟା ବୋଲି ଉକ୍ତ ବ୍ୟକ୍ତି ଜାଣି ପାରିଥିଲେ। ସେ କୈଫ ଖାଁକୁ ଯେଉଁ ଟଙ୍କା ଦେଇଥିଲେ ସେହି ଟଙ୍କା ଫେରାଇବାକୁ କହିବାରୁ ସେ ଆଉ ଧରା ଛୁଆଁ ଦେଇ ନଥିଲେ। ତାପରେ ପୋ-ଲିସ ପାଖେ ଏହି ଠ-କ ତା-ନ୍ତ୍ରିକ ନାମରେ ଅଭି-ଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *