ମୋ ସ୍ତ୍ରୀ ମୋତେ ଛଡିକି ପଳେଇଲା ହେଲେ ମୋ ପୁଅ ଝିଅ ଆଜି ଭି ମୋର ସାହାରା ପାଲଟିଛନ୍ତି ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘ-ଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ଏବେ ମଧ୍ୟ ସେଭଳି ଏକ ଘ-ଟଣା ସମ୍ନାକୁ ଆସିଛି । କିନ୍ତୁ ଏଠାରେ ଦୋ-ଷୀ ସ୍ୱାମୀ ନୁହେଁ ସ୍ତ୍ରୀ । କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ବଳରେ ଅସାଧ୍ୟ ସାଧନ ହୋଇପାରେ । ଆମେ ଯେଉଁ ବ୍ୟକ୍ତି ବିଷୟରେ ଏବେ କହିବାକୁ ଯାଉଛୁ ତାଙ୍କର ୨୦୦୯ ମସିହାରେ ଏକ ବଡ଼ ଆକ୍ସିଡେଣ୍ଟ ହୋଇଥିଲା । ଏବଂ ସେଥିରେ ତାଙ୍କ ଗୋଡ଼ ଦୁଇଟି ଖରାପ୍ ହୋଇଯାଇଥିଲା ।

ଗୋଟାଏ ସିଡି ପାହାଚ ତାଙ୍କ ଗୋଡ଼ ଉପରେ ପଡ଼ି ଯାଇଥିଲା । ଆଉ ଯାହା ଫଳରେ ପର ମୁହୂର୍ତ୍ତରେ ତାଙ୍କର ଦୁଇ ଗୋଡ଼କୁ କଟା ଯାଇଥିଲା । କିନ୍ତୁ ତାପରେ ପରେ ମଧ୍ୟ ସେ ଅଜି ପର୍ୟ୍ୟନ୍ତ ସଂ-ଘର୍ଷ କରି ଆସୁଛନ୍ତି ଆଉ ଜୀବନ ଜୀଉଁଛନ୍ତି । ତେବେ ଏଭଳି ବ୍ୟକ୍ତିତ୍ଵ ଜଣକ ହେଉଛନ୍ତି ହରେଶ ବେହେରା ଯାହାଙ୍କ ଘର ହେଉଛି ବ୍ରହ୍ମପୁର ଜିଲ୍ଲାରେ ଏବଂ ଖଲିକୋଟ କଲେଜ୍ ରେ ସେ ଗ୍ରାଜୁଏସନ୍ କମ୍ପଲିଟ କରିଛନ୍ତି ।

ତେବେ ନିକଟରେ ଏକ ସାକ୍ଷାତକାରରେ ନିଜ ଜୀବନର ସଂ-ଘର୍ଷ କାହାଣୀ ବିଷୟରେ ହରେଶ ବର୍ଣ୍ଣନା କରିଥିଲେ । ତେବେ ହରେଶ ବେହେରାଙ୍କ କହିବା ଅନୁସାରେ, ସେ ଭୁବନେଶ୍ୱର ଆସିଥିଲେ ଲେବର ମିସ୍ତ୍ରୀ କାମ କରିବାକୁ । କିନ୍ତୁ ୨ ବର୍ଷ ଗଲା ପରେ ୨୦୦୯ ମସିହାରେ ସେ ଯେତେବେଳେ ସଟିଂ ଖୋଲିବାକୁ ଯାଇଥିବା ବେଳେ ହଠାତ୍ ସିଡି ଖସି ପଡ଼ି ସ୍ପାଇନାଲ ମା-ଡ଼ ହୋଇଯାଇଥିଲା । ଯାହା ଫଳରେ ବାଆଁ ଗୋଡ଼ ପୂରା କ-ଟିଗଲା । ତାପରେ ପରାଲିସ ହୋଇଯିବା କାରଣରୁ ଡାକ୍ତର ଦୁଇ ଗୋଡ଼ କା-ଟିବାକୁ ବାଧ୍ୟ ହେଇଥିଲେ ।

ଏହି ଘ-ଟଣା ପରେ ତାଙ୍କ ସ୍ତ୍ରୀ ହରେଶଙ୍କୁ ଛାଡି ପଳାଇ ଗଲେ ଆଜକୁ ପ୍ରାୟ ୬/୭ ବର୍ଷ ହୋଇଗଲାଣି । କେବଳ ଏତିକି ନୁହେଁ ତାଙ୍କ ପତ୍ନି ମଧ୍ୟ ବିଷ ଦେଇ ମାରିବାକୁ ଚେଷ୍ଠା କରିଥିଲେ । ଥା-ନାରେ ଲେଖା ପଢା ହେଇ ଛା-ଡ଼ପ-ତ୍ର ଏବେ ହୋଇଯାଇଛି । ଝିଅର ବାହାଘର ହୋଇ ଯାଇଛି । ଆଉ ପୁଅ ବାପା ହରେଶଙ୍କ ପାଖରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ଆଉ ୧୨ ବର୍ଷ ହେଲା ରାଜବୀର ସାର୍ ତାଙ୍କୁ ସାହାର୍ଯ୍ୟ କରି ଆସୁଛନ୍ତି । ଏତେପରେ ମଧ୍ୟ ଧର୍ଯ୍ୟହରା ହୋଇ ପଡ଼ିନାହାନ୍ତି ହରେଶ ।

Leave a Reply

Your email address will not be published. Required fields are marked *