ସ୍ବାମୀଙ୍କୁ ଖୋଜି ଖୋଜି ଆସାମରୁ ଆସି ଧାରଣାରେ ବସିଲେ ମହିଳା । ସହାୟତାର ହାତ ବଢାଇଲେ ମାନବାଧିକାର କର୍ମୀ ।

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀଙ୍କର ସମ୍ପ-ର୍କ ଏକ ପବିତ୍ର ସ-ମ୍ପର୍କ ହୋଇଥାଏ । ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସ-ମ୍ପର୍କ ବିଷୟରେ ଯାହାକି ଅନ୍ୟ ସବୁ ସ-ମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ । ଏହା ବିଶ୍ୱାସ, ଭଲ ପାଇବା ଏବଂ ବୁଝାମଣାର ସଂସାର ହୋଇଥାଏ ଆଉ ଉଭୟ ଉଭୟଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି । କିନ୍ତୁ ବର୍ତ୍ତମାନର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ । ସାମାନ୍ୟ କଥାକୁ ନେଇ ସ୍ୱାମୀ ସ୍ତ୍ରୀକୁ କେତେବେଳେ ସ୍ତ୍ରୀ ସ୍ୱାମୀଙ୍କୁ ହତାଦର କରୁଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଉ ଆଜିକାଲି ସମୟରେ ନିଜର ଅଧିକାର ପାଇବା ପାଇଁ ସ୍ଵାମୀ ଘର ଆଗରେ ଧାରଣା ଦେବା ଏକ ଟ୍ରେନ୍ଡ ଯେମିତି ହେଇଗଲାଣି । ପ୍ରଥମେ ତପସ୍ୱିନୀ ତାପରେ ଦୀପିକା ଆଉ ଏବେ ସୂଦୁର ଆସାମରୁ ଦୌଡ଼ି ଆସିଥିବା ଜଣେ ଯୁବତୀ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ସ୍ଵାମୀ ଘର ଆଗରେ ପତ୍ନୀର ଧାରଣା ।

ତେବେ ବନ୍ଧୁଗଣ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଥା-ନା ଅନ୍ତର୍ଗତ ଘୋଡାପଲାଣ ଗାଁରେ । ମିଳିଥିବା ସୂଚନା ମୁତାବକ ପ୍ରେମିକଙ୍କ ଘର ସମ୍ମୁଖରେ ଏବେ ଧାରଣାରେ ବସିଲା ଆସାମରୁ ଆସିଥିବା ପ୍ରେମିକା ଜଣକ । ବିବାହ କରିଥିବା ନେଇ ଦାବି ଜଣାଇ ଈଗିନେସ ବାଘୱାର ନାମକ ମହିଳା କହିଛନ୍ତି ସେ ସଦାନନ୍ଦ ଗୌଡ଼ଙ୍କୁ ମୁମ୍ବାଇରେ ବିବାହ କରିଥିଲେ ମଧ୍ୟ ଏବେ ଆଉ ଧରାଛୁଆଁ ଦେଉ ନଥିଲେ । ତାପରେ ଈଗିନେସ ବାଘୱାର ବାଧ୍ୟ ହୋଇ ସାମାଜିକ କର୍ମୀଙ୍କ ସହାୟତାରେ ଗାଁକୁ ଆସି ଧାରଣାରେ ଏବେ ବସିଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମର ଘୋଡାପଲାଣ ଗାଁର ସୀମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ତାଙ୍କର ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା । ମୁମ୍ବାଇରେ କାମ କରୁଥିବା ବେଳେ ଏହି ଆସାମ ଝିଅଙ୍କ ସହିତ ୨୦୧୪ ମସିହାରେ ମୋବାଇଲ ରଂଗ ନମ୍ବରରୁ ପ୍ରେମ ସ-ମ୍ପର୍କ ଆରମ୍ଭ ହୋଇଥିଲା ତା ପରେ ଧୀରେ ଧୀରେ ନିବିଡ଼ ସ-ମ୍ପର୍କ ସ୍ଥାପନ ହେବା ପରେ ବିବାହ ହୋଇଥିବା ଅଭି-ଯୋଗ କରିଛନ୍ତି ମହିଳା ଜଣକ ।

Leave a Reply

Your email address will not be published. Required fields are marked *