ଯେଉଁମାନେ ଜାଣି ଜାଣି ନିଜର ଦେଖାଉଛନ୍ତି କି ମୋର ଦେଖ ..ସେମାନଙ୍କୁ ବାଡ଼େଇକି……….

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଗଜପତି କହିଛନ୍ତି କମେଡି କହିଲେ ଯାତ୍ରାରେ ଟିକେ ଡୁଆଲ ମିନିଂକୁ ବୁଝାଏ। ସେଇଟା ହେଉଛି କଳାକାର ଟେଲେଣ୍ଟ।ଯାହା ଫଳରେ ଲୋକମାନଙ୍କୁ କମେଡି ଆକର୍ଷଣୀୟ ଲାଗିଥାଏ।

ଯେଉଁଠି ଅ-ଶ୍ଲୀଳ ନାଚ କଥା ଉଠୁଛି ସେଠାରେ ଯାତ୍ରାର ଆୟୋଜକ ଏବଂ କର୍ମକର୍ତ୍ତା ମାନେ ସେ ବିଷୟରେ ଧ୍ୟାନ ଦେବା ଆବଶ୍ୟକ।ଯାହା ଫଳରେ ଲୋକମାନେ ନିଜ ପରିବାର ସହ ଯାତ୍ରାକୁ ଦେଖିବାକୁ ଯାଇପାରିବେ। ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ କେବଳ ଯାତ୍ରା ନୁହଁ ଫିଲ୍ମ ଏବଂ ସିରିଆଲ ମାନଙ୍କରେ ମଧ୍ୟ ଆସିଳତା ଦେଖିବାରେ ମିଳିଛି।କିଛିଦିନ ତଳେ ଜଣେ ମହିଳା ନାଚିଲା ସମୟରେ ତାଙ୍କ ବ୍ଲାଉ-ଜଟି ଚି-ରିଗଲା।

କିନ୍ତୁ ଆଉ ଜଣେ ମହିଳା ଜାଣି ଜାଣି ନିଜ ବ୍ଲା-ଉଜ ଖୋଲୁଛନ୍ତି।ସେମାନଙ୍କୁ ହିଁ ବାଡେଇକି ବାହାର କରିବା କଥା ବୋଲି ଗଜପତି କହିଛନ୍ତି। ଯାତ୍ରା ହେଉଛି ଏକ କଳାର ଜିନିଷ।ଆଗରୁ ଯାତ୍ରାରେ ଗୋଟେ ପାରିବାରିକ ଷ୍ଟୋରି ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ଯାତ୍ରାରେ ଆସିଳତା ଦେଖିବାକୁ ମିଳୁଛି।ଭଲ ଦେଖିବାକୁ ମିଳୁନି ସେମାନଙ୍କୁ ସେଇଟା କରିବାକୁ କୁହାଯାଉଛି।ସେଥିପାଇଁ ତାଙ୍କୁ ପଇସା ମିଳୁଛି।

ସେମାନେ ଦେଖାଇଲେ ଲୋକେ ବି ଉତେଜିତ ହେଉଛନ୍ତି। ସେଥିପାଇଁ ଆୟୋଜକ ଏବଂ କର୍ମକର୍ତ୍ତା ମାନେ ସେ ବିଷୟରେ ଧ୍ୟାନ ଦେବା ଆବଶ୍ୟକ।ଯିଏ ଟିକେ କମେଡି କରୁଛି ସେ ଟିକେ ଭାଷା କହିଲେ ଭଲ।କାହ୍ନିକି ନା ସେଥିରେ ଟିକେ ହସିବା ପାଇଁ ମିଳେ।କିଛି ମହିଳା ଅଛନ୍ତି ପଇସା ପାଇଁ ବ୍ଲା-ଉଜ୍ ଖୋଲି ଦେଉଛନ୍ତି।ସେଟା ତାଙ୍କ ବ୍ୟକ୍ତିଗତ କଥା ବୋଲି ଗଜପତି କହିଛନ୍ତି। ସେମାନେ ପଇସା ଏବଂ ଲୋକମାନେ ଜାଣିବା ପାଇଁ ଏମିତି କରନ୍ତି।

Leave a Reply

Your email address will not be published. Required fields are marked *