ପୁଣି ଭିଡାଭିଡି ହେଲେ ମିଟୁ ଓ ରାଜବିର,କହିଲେ ଅରିଜିନାଲ ଟୋକା ସବୁବେଳେ ସତ କହିବ।

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।

ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତାଧାରା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି।

ଏହାସହ ଲୋକଙ୍କ କଥା ବାର୍ତ୍ତା ଏବଂ ଚାଲିଚଲନରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଛି ।ଏବେ ଅନେକ ଖବର ଲୋକଙ୍କ ସାମ୍ନାକୁ ଆସୁଛି ଯାହାକୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ।ବର୍ତ୍ତମାନ ଯେଉଁ ସବୁ ଚଳଚ୍ଚିତ୍ର ଆସୁଛି ତାହା ଲୋକମାନେ ଦେଖୁଛନ୍ତି ସତ କିନ୍ତୁ ପରେ ତାହା ବିଷୟରେ ଆଲୋଚନା କରିବା ସହ କଳାକାର ମାନଙ୍କ ବିଷୟରେ ମଧ୍ୟ ଅନେକ ସ୍ଥାନରେ ଆଲୋଚନା ହେଉଛି।

କେଉଁ କଳାକାର କଣ କରୁଛି ,କିଏ କେମିତି ଅଭିନୟ କରୁଛି ଏହିଭଳି ଅନେକ କଥା ଅନେକ ସ୍ଥାନରେ କଳାକାରମାନଙ୍କ ପଛରେ ଆଲୋଚନା ମଧ୍ୟ ହୋଇଥାଏ।

ଏହିପରି ଏକ ଘଟଣା ସମ୍ବନ୍ଧରେ କହିଛନ୍ତି କଳାକାର ମିଟୁ ଯିଏ ନେଗେଟିଭ ରୋଲ୍ ରେ ଅନେକ ସମୟରେ ଦେଖିବାକୁ ମିଳିଥାନ୍ତି।ସେ କହିଛନ୍ତି ଯେ ଯେତେବେଳେ ସେ ଅଭିନୟ କରନ୍ତି ସେତେବେଳେ ତାଙ୍କୁ ଲୋକମାନେ ଆଗରେ ପ୍ରଶଂସା କରିଥାନ୍ତି କିନ୍ତୁ ତାଙ୍କ ପଛରେ ତାଙ୍କ ସମ୍ବନ୍ଧରେ ଅନେକ କଥା କହିଥାନ୍ତି

ଏହା ଜାଣିବା ପରେ ପ୍ରତିକ୍ରିୟାରେ ମିଟୁ ଭାଇ କହିଛନ୍ତି ଯେ ସେ ପ୍ରତ୍ୟେକ ଦିନ ବାଦାମବାଡ଼ିରୁ ଘରକୁ ଯିବା ସମୟରେ ଝୋଡ଼ି ନେଇ ଯାଇଥାନ୍ତି ଯେଉଁଥିରେ ସେ ସବୁକୁ ବୋହି ନେଇଯାଇଥାନ୍ତି।

ଏହାପରେ କହିଛନ୍ତି ଯେ ଅନେକ ସାଥୀ କଳାକାର ମାନେ ମଧ୍ୟ ଅନେକ କଥା କହିଥାନ୍ତି।ମିଟୁ ଭାଇ ଅନେକ ସମୟରେ ଏମିତି କିଛି କଥା ଥଟ୍ଟାରେ କହିଥାନ୍ତି କିନ୍ତୁ ସେ କହିଛନ୍ତି ଯେ ମିଡିଆ ଭାଇମାନେ ଏହାକୁ ଆଗ ଓ ପଛକୁ କାଟି ହେଡିଂ ଦେଇଥାନ୍ତି ଯାହା ପାଇଁ ସେ ଘରକୁ ଗଲେ ଲୋକଙ୍କ କଥାକୁ ଝୋଡିରେ ବୋହି ନେବାକୁ ବାଧ୍ୟ ହୋଇଥାନ୍ତି ତେଣୁ ସେ କହିଛନ୍ତି ଯେତେ ପର୍ଯ୍ୟନ୍ତ ମିଡିଆ ଭାଇମାନେ ଥିବେ ସେମାନେ ସେତେ ପର୍ଯ୍ୟନ୍ତ ମିଟୁ ଭାଇଙ୍କ ପ୍ରଚାର ପ୍ରସାର କରୁଥିବେ।

Leave a Reply

Your email address will not be published. Required fields are marked *