ମନା କରୁଛି ବାହା ହେବାକୁ , ଖାଲି କହୁଛି ଦେହ ଦେ..ନଦେବାରୁ ଗୋଡ଼ାଇ ପି-ଟିଲା ଲିଙ୍ଗା

ସୁବର୍ଣ୍ଣପୁର ଜିଲ୍ଲା ସଦର ଥା-ନା ଅନ୍ତର୍ଗତ ପାଣିସିଆଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ନିଷ୍ଠୁର ସାଜିଲା ପ୍ରେମିକ। ସ-ମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକାକୁ କଲା ମର-ଣାନ୍ତକ ଆକ୍ର-ମଣ। ଗୁରୁ-ତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲା ପ୍ରେମିକା।

ସୂଚନା ଅନୁସାରେ ପାଣି ସିଆଲି ଗ୍ରାମର ଲିଙ୍ଗରାଜ ନାଏକ ଏବଂ ଜଣେ ଯୁବତୀ ଦିର୍ଘ 7 ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ।କିନ୍ତୁ ବିବାହ ପାଇଁ ପ୍ରେମିକ ଜଣଙ୍କ ମନା କରିଦେଇଥିଲେ। କିନ୍ତୁ ଶାରି-ରୀକ ସମ୍ପ-ର୍କ ରଖିବାକୁ ପ୍ରେମିକଟି ବିଭିନ୍ନ ସମୟରେ ବାଧ୍ୟ କରିଥିଲେ।

ମନା କରିବାରୁ ତାଙ୍କୁ ଅନେକ ଥର ମା-ଡ ମା-ରି ଥିବା କହିଛନ୍ତି ପ୍ରେମିକା ଜଣକ। ଉଭୟଙ୍କ ଭିତରେ ଥିବା ପ୍ରେମ ସମ୍ପ-ର୍କକୁ ନେଇ ପରିବାରରେ ମଧ୍ୟ ମନୋମାଳିନ୍ୟ ହୋଇଛି। ତେବେ ଗତ କାଲି ପ୍ରେମିକା ଜଣକ ନିଜ ପ୍ରେମିକ ସହ କଥା ନହେବାରୁ ଉକ୍ତ ପ୍ରେମିକଟି ତାଙ୍କୁ ମା-ଡ ମା-ରି ଲହୁ ଲୁହାଣ କରିଥିବା ଅଭି-ଯୋଗ ହୋଇଛି।

ଶାରୀ-ରିକ ସ-ମ୍ପର୍କ ନରଖିଲେ ଜୀବନରୁ ମା-ରି ଦେବ ବୋଲି ପ୍ରେମିକ ଚେତାବନି ଦେଇଥିବା ଅଭି-ଯୋଗ ହୋଇଛି। ଏହା ସହ ପ୍ରେମିକାଙ୍କ ମାଆ କହିଛନ୍ତି ଯେ, “କେବଳ ଏତିକି ନୁହେଁ ଉକ୍ତ ଯୁବକ ଜଣକ ଆହୁରି ମଧ୍ୟ କହିଥିଲେ ଯେ କଲେକ୍ଟରଙ୍କ ପିଏସଓ ମୋର ସାଙ୍ଗ, ପୋ-ଲିସ ଏସପି ମୋର ଚିହ୍ନା ଲୋକ ତତେ ମା-ରି ଦେଲେ ବି ମୋର କିଛି ଅସୁବିଧା ହେବ ନାହିଁ।

ଏସବୁ କଥା ଶୁଣି ଆମେ ଭ-ୟଭୀ-ତ ହୋଇଯାଇଛୁ ଆମକୁ ନ୍ୟା-ୟ ଦରକାର। ଅଭି-ଯୁକ୍ତକୁ ଉଚ୍ଚିତ ଦ-ଣ୍ଡ ମିଳୁ।” ତେବେ ଯୁବତୀ ଜଣକ ଲିଖିତ ଅଭି-ଯୋଗ କରିବା ପରେ ସୁବର୍ଣ୍ଣପୁର ପୋ-ଲିସ ଏକ ମାମ-ଲା ରୁଜୁ କରି ସଂପୃକ୍ତ ଯୁବକକୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି।

Leave a Reply

Your email address will not be published. Required fields are marked *