PINTU ପ୍ରେମ ବିବାହ କରିଥିଲା ,ବହୁତ ଖୁସିରେ ଥିଲା ..ତାପରେ କଣ ହେଲା ତା ଆତ୍ମା ଭାଙ୍ଗି ଯାଇଥିଲା

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ କଳାକାରମାନଙ୍କର ସ୍ବାସ୍ଥ୍ୟ ଖରାପ ହେବା ଫଳରେ ସମସ୍ତଙ୍କ ମନରେ ଦୁଃ-ଖର ଲହ-ରୀ ଖେଳାଇ ଦେଇଥାଏ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ମମତା ଦାଶ କହିଛନ୍ତି ପିଣ୍ଟୁ ନନ୍ଦ ଆଗରୁ ବଧେ ଜନିସାରିଥିଲେ ତାଙ୍କ ଦେହ ବହୁତ୍ ଖରାପ ଅଛି ବୋଲି।ସେ ଲାଷ୍ଟ୍ ଟାଇମ୍ ଯେତେବେଳେ ଡ଼ାକ୍ତରଙ୍କ ପାଖକୁ ଯାଇଥିଲା,ଆସି କହିଥିଲା ମୁଁ ଆଉ ଠିକ୍ ହେବିନିରେ।ମମତା ଦାଶ କହିଛନ୍ତି ପିଣ୍ଟୁ ନନ୍ଦ ତାଙ୍କୁ କହିଥିଲେ ମୋର ଆଉ କେହି ନାହାନ୍ତିରେ କାହାକୁ ଏହିସବୁ କହିବି

ମମତା ଦାଶ କହିଛନ୍ତି ପିଣ୍ଟୁ ନନ୍ଦଙ୍କ ଆତ୍ମଟା ଭାଙ୍ଗି ଯାଇଥିଲା।ବଞ୍ଚିବାର ସ୍ପୃହା କମିଯାଇଥିଲା ପିନ୍ତୁଙ୍କର।ପିଣ୍ଟୁ ନନ୍ଦ ଲଭ ମେରେଜ୍ କରିଥିଲେ।ବିବାହ ପରେ ମଧ୍ୟ ସେ ଖୁସିରେ ରହୁଥିଲେ।ମମତା ଦାଶ କହିଛନ୍ତି କଳାକାର ଜୀବନ ଏମିତିକା ସେ ଚାହ୍ନିଲେବି ନିଜ ପରିବାରକୁ ସମୟ ଦେଇପରେନି।

ସେ ଯେତେବେଳେ କାମ କରୁଥିଲା ସେତେବେଳେ ତା ପାଖରେ ସମୟ ନଥିଲା ତା ସ୍ତ୍ରୀକୁ ସମୟ ଦେବାକୁ।ପିନ୍ତୁଙ୍କର ଅବଶସ୍ ରହିଥିଲା କି ସେ ତାଙ୍କ ଫେମିଲି ଏବଂ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କୁ ସମୟ ଦେଇପରୁନାହାନ୍ତି।

ମମତା ଦାଶ କହିଛନ୍ତି ପିଣ୍ଟୁ ନନ୍ଦ କିଛିଦିନ ଧରି ଟେନ୍ସନରେ ଥିଲା ଖୁସି ନଥିଲା।ସୁଟିଂ ସେଟ୍ ରେ ମଧ୍ୟ ଠିକ୍ ସମୟରେ ଯାଉନଥିଲେ।ପିଣ୍ଟୁ ନନ୍ଦ ଦିଭୋସ କାହ୍ନିକି ହେଇଥିଲା ସେ ବି ଜାଣି ନାହାନ୍ତି ବୋଲି ମମତା ଦାଶ କହିଛନ୍ତି।ମମତା ଦାଶ କହିଛନ୍ତି ପିଣ୍ଟୁ ନନ୍ଦ ତାଙ୍କୁ କହିଥିଲେ ତାଙ୍କର କେହି ନାହାନ୍ତି କାହାକୁ କହିବି ଭାଇଙ୍କୁ ଭଲପାଏ ବୋଲି ତମକୁ ସିକ୍ରେଟ କହୁଛି ମୋତେ ଆଉ ଲାଗୁନି ମୁଁ ଆଉ ଭଲ ହେବି ବୋଲି।

Leave a Reply

Your email address will not be published. Required fields are marked *