କାନ୍ଦୁଛନ୍ତି ପିଣ୍ଟୁଙ୍କ ସ୍ତ୍ରୀ, ତୁମକୁ ଛାଡି ଅଲଗା ରହିବି ନାହିଁ, ଧନ ତୁମେ ଫେରିଆସ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ପିଣ୍ଟୁ ନନ୍ଦଙ୍କୁ ଆଜି ସମସ୍ତେ ଝୁରୁଛନ୍ତି। ଆଜି ଭୁବନେଶ୍ୱରରେ ଅଭିନେତାଙ୍କ ଦେଖିବାକୁ ତାଙ୍କ ଶୁଭେଚ୍ଛୁ ମାନଙ୍କ ଭିଡ ଜମି ରହିଛି। ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର

ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଥିଲେ।ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାରରେ ଅ-ନ୍ତିମ ସଂ-ସ୍କାର କରାଯିବ। ଗତକାଲି ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଓଲିଉଡ଼ କଳାକାର, ଫ୍ୟାନ ଏବଂ ସମର୍ଥକ, ପିଣ୍ଟୁଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ବିମାନ ବନ୍ଦରରେ। ସମସ୍ତଙ୍କ ଆଖିରେ ଲୁହ ଥିଲା। ସାଥିରେ ପହଁଞ୍ଚିଥିଲେ ପିଣ୍ଟୁଙ୍କ ସ୍ତ୍ରୀ ଯିଏ କି ଏକ ସମୟରେ ପିଣ୍ଟୁଙ୍କୁ ଛା-ଡପ-ତ୍ର ଦେଇଥିଲେ।

ଆଜି ସେ କାନ୍ଦି କାନ୍ଦି କହୁଛନ୍ତି,” ଧନ ତୁମେ ଫେରି ଆସେ। ମୋର ବହୁତ ବଡ଼ ଭୁଲ ହେଇଯାଇଛି। ତୁମକୁ ଏପରି ମୋର ଛାଡିବାର ନଥିଲା। ତୁମକୁ ଏକା କରିଦେବାରୁ ଆଜି ତୁମେ ନିଜର ପ୍ରା-ଣ ନେଇଗଲ। ତୁମେ ସିନା ଚାଲିଗଲ କିନ୍ତୁ ଏଠି ମୁଁ ଆଉ ସମ୍ଭାଳି ପାରୁନି। ମୋ କର୍ମର ଦ-ଣ୍ଡ ତୁମେ ମୋ ପିଲାମାନଙ୍କୁ ଦିଅନି। ଦୟାକର ମୋ ଉପରେ। ଫେରି ଆସେ ଧନ ଫେରି ଆସ।”

ତେବେ କେବଳ ପରିବାର ଲୋକ ନୁହେଁ ସମସ୍ତେ ଝୁରୁଥିଲେ ତାଙ୍କ ପ୍ରିୟ ଅଭିନେତାଙ୍କୁ। ଏହାପରେ ପିଣ୍ଟୁଙ୍କ ମ ର ଶ ରୀର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରଖାଯାଇଥିଲା। ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା।

Leave a Reply

Your email address will not be published. Required fields are marked *