ବାପା ପରି ହେଲେନାହିଁ ଅନନ୍ତ, ନିଜକୁ ଭାବିଲେ ଭଗବାନ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ।

ମୁକେଶ ଅମ୍ବାନୀଙ୍କ ପରି ଆଉ ହେଲେ ନାହିଁ ଅନନ୍ତ ଅମ୍ବାନୀ। ଦେଖାଇଦେଲେ ନିଜର ଧନର ଗର୍ବ। ଯେତେ ଧନ ବାହାରିଲା ସେତେ ଗର୍ବ। ଏହା ଆମେ କହୁନାହୁଁ ବରଂ ଭାଇରାଲ ହେଉଥିବା ଏକ ଭିଡ଼ିଓକୁ ଦେଖି ଲୋକ କ-ମେଣ୍ଟ କରୁଛନ୍ତି।

ଭାଇରାଲ ହେଉଥିବା ଏହି ଭିଡ଼ିଓଟି ହେଉଛି ଅନନ୍ତ ଅମ୍ବାନୀଙ୍କର। ଏଥିରେ ଦେଖିବାକୁ ମିଳିଛି ଯେ ମୁକେଶ ଅମ୍ବାନୀଙ୍କ ପାଖେ କାମ କରୁଥିବା କିଛି କର୍ମଚାରୀଙ୍କ ଭିତରୁ ଜଣଙ୍କର ଜନ୍ମଦିନ ଥିଲା।

ସେହି ବ୍ୟକ୍ତିଙ୍କର ଜନ୍ମଦିନ ପାଳନ କରିବା ପାଇଁ ମୁକେଶ ଅମ୍ବାନୀ ନିଜର ପ୍ରାଇଭେଟ ଦେଇଥିଲେ। ଯେଉଁଥିରେ ଏକ ବଡ କେକ ସେହି କର୍ମଚାରୀଙ୍କ ପାଇଁ କଟାଯାଇଥିଲା। ଆଉ ଏହି ସେଲିବ୍ରେସନର ଦାୟିତ୍ୱ ନେଇଥିଲେ ଅନନ୍ତ ଅମ୍ବାନୀ।

ଭିଡ଼ିଓରେ କେକ କଟାଯିବା ପରେ ଦେଖିବାକୁ ମିଳିଥିଲା ଯେ କର୍ମଚାରୀ ଜଣକ ଅନନ୍ତ ଅମ୍ବାନୀଙ୍କର ପାଦ ଛୁଉଁଛନ୍ତି। ଆଉ ଅନନ୍ତ ଅମ୍ବାନୀ ମଧ୍ୟ ତାଙ୍କୁ ରୋକିବାକୁ ଚେଷ୍ଟା କଲେ ନାହିଁ। ଆଉ ଏହାଦେଖି ଲୋକ କ-ମେଣ୍ଟ କରିବା ଆରମ୍ଭ କରିଦେଲେ।

କାରଣ ଯେଉଁ ବ୍ୟକ୍ତି ଅନନ୍ତ ଅମ୍ବାନୀଙ୍କର ପାଦ ଛୁଇଁଲେ ସେ ବୟସରେ ଅନନ୍ତଙ୍କ ଠାରୁ ବହୁତ ବଡ଼। କିନ୍ତୁ ଏହା ଜାଣି ମଧ୍ୟ ଅନନ୍ତ ସେହି ବ୍ୟକ୍ତିଙ୍କୁ ରୋକିଲେ ନାହିଁ। ଆଉ ଲୋକ କହିବାକୁ ଲାଗିଲେ ଯେ ଧନର ଚାଲିଆସିଲେ ଗର୍ବ। ଆଉ ବଡ ସାନ ମାନୁନାହାନ୍ତି ଅନନ୍ତ। ତେବେ ଭିଡ଼ିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *