ଧନ…ତମେ ଏଥର ମ-ଦ ପିଇକି ଆସିବ….

ସୋସିଆଲ ମିଡ଼ିଆ ଆଜିକାଲି ଏମିତି ଏକ ଜିନିଷ ଯାହା ମାଧ୍ୟମ ରେ ଲୋକ ମାନେ ନିଜ ମନୋରଞ୍ଜନ କରାଇବା ସହ ସୋସିଆଲ ମିଡ଼ିଆ ରେ ବହୁତ ସକ୍ରିୟ ରହି ଥାଆନ୍ତି। ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜର ଜବ-ରଦସ୍ତ କଳା ପ୍ରଦର୍ଶନ କରି ବେଶ୍ ଚର୍ଚ୍ଚା ରେ ଅଛନ୍ତି ଏବଂ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି।

ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଲୋକମାନଙ୍କର ମନୋରଞ୍ଜନ କରାଇବା ପାଇଁ ଅନେକ ଭିଡିଓ ପ୍ରସ୍ତୁତ କରି ଥାଆନ୍ତି। ଏହି ଭିଡିଓ ଛୋଟ ଛୋଟ ହୋଇଥାଏ। ଛୋଟ ଛୋଟ ଭିଡିଓ କରି ମଧ୍ୟ ସୋସିଆଲ ମିଡ଼ିଆ ରେ ଲୋକ ବେଶ୍ ଚର୍ଚ୍ଚା ରେ ରୁହନ୍ତି।

ଏହି ସୋସିଆଲ ମିଡ଼ିଆ ରୁ ଆଜି ଅନେକ ବ୍ୟକ୍ତି ଅନେକ ପରିଚୟ ପାଇ ପାରିଛନ୍ତି। ବର୍ତ୍ତମାନ ସମୟ ର କିଛି ଯୁବ ପିଢ଼ି ମାନେ ଅଛନ୍ତି ଯେଉଁ ମନେ କି ନିଜ ଜୀବନ ସାଥି କୁ ଏହି ସୋସିଆଲ ମିଡ଼ିଆ ରେ ପାଇଛନ୍ତି। କିଛି ଯୁବ ପିଢ଼ି ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିବା ସମୟ ରେ ଆଉ କିଛି ଆଗାମୀ ଦିନ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି।

ସେହିପରି ଜଣେ କ୍ରିଏଟର ଆଜି ମିଡିଆ ଆଗରେ ନିଜ ଜୀବନ ସଂ-ଘର୍ଷ ବିଷୟରେ କହିଛନ୍ତି। ସେମାନଙ୍କର ନାମ ହେଉଛି ଓଡ଼ିଆ ଟୋକା ମୁନା ଏବଂ ଚିତ୍ରଲେଖା।ମୁନା କହିଛନ୍ତି ଯେ,” ମୁଁ ସୋସିଆଲ ମିଡିଆରେ ଛୋଟ ଛୋଟ ମନୋରଞ୍ଜନ ଭିଡ଼ିଓ ତିଆରି କରି ପୋଷ୍ଟ କରେ। କିନ୍ତୁ ମୋର ଏତେ ଭିଉ ଆସେନାହିଁ।

ପାଖରେ ଟଙ୍କା ମଧ୍ୟ ନଥାଏ। ମୁଁ ଏପରି ଦିନ ମଧ୍ୟ ଦେଖିଛି ଯେତେବେଳେ ଭୋକ ଓପାସରେ ରୁହେ ଏବଂ କିଛି ଖାଇ ମଧ୍ୟ ପାରେ ନାହିଁ। ପାଣିରେ ବିସ୍କୁଟ ମ-ଡ଼ାଇ ଖାଇଛି। ତେବେ ଯେତେବେଳେ ମୋର ଚିତ୍ରଲେଖା ସହ ଦେଖାହେଲା ମୋ ଜୀବନ ବଦଳିଗଲା।

ସେ ମଧ୍ୟ ମୋ ପରି ଛୋଟ ଛୋଟ ମନୋରଞ୍ଜନ ଭିଡ଼ିଓ ତିଆରି କରନ୍ତି। ଏହିପରି ଭିଡ଼ିଓ ଆମେ ଦୁଇଜଣ ମିଶି ତିଆରି କରିବାକୁ ଲାଗିଲୁ। ଯାହା ବହୁତ ଭାଇରାଲ ହେବାରେ ଲାଗିଲା। ତାପରେ ଘରଲୋକ ଆମର ପ୍ରେମ ସ-ମ୍ପର୍କ ବିଷୟରେ ଜାଣିଲେ। ଘରଲୋକ ରାଜି ହେବା ପରେ ଏବେ ଆମର ନି-ର୍ବନ୍ଧ ଶେଷ ହୋଇଛି। ବାହାଘର ମଧ୍ୟ ବହୁତ ଶୀଘ୍ର ହେବାକୁ ଯାଉଛି।”

Leave a Reply

Your email address will not be published. Required fields are marked *