ମୋ ସ୍ୱାମୀକୁ ମା-ରିବା ସହିତ ଗା-ଳି କରିଥିଲେ ,ମୁଁ ରୋକିବାରୁ ମୋ ଡ୍ରେସ ଚି-ରିଦେଲେ

ଭୁବନେଶ୍ୱରର ପଟିଆରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଏଠାରେ କିଛି ଯୁବକ ଏକ ଦୋକାନରେ ପଶି ଖାଦ୍ୟ ଖାଇବା ପରେ ଟଙ୍କା ନଦେଇ ମା-ରପି-ଟ କରିବାର ଅଭି-ଯୋଗ ଆଣିଛନ୍ତି ଜଣେ ମହିଳା।

ସୂଚନା ଅନୁସାରେ ଗତ ଶୁକ୍ରବାର 3 ତାରିଖ ଦିନ ପଟିଆର ଏକ ବସ୍ ଷ୍ଟାଣ୍ଡ ପାଖରେ ଥିବା ଏକ ଫାଷ୍ଟଫୁଡ଼ ଦୋକାନରେ 4 ଜଣ ଯୁବକ ଖାଇବା ପାଇଁ ଆସିଥିଲେ। ଖାଇ ସାରିବା ପରେ କିଛି କଥାକୁ ନେଇ ଦୋକାନୀ ଏବଂ ସେହି 4 ଜଣ ଯୁବକଙ୍କ ଭିତରେ ଝ-ଗଡା ହୋଇଥିଲା।

ଯେଉଁଥିରେ ସେହି 4 ଜଣ ଯୁବକ ରା-ଗିଯାଇ ଦୋକାନୀକୁ ବାଡେଇବା ସହ ଦୋକାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ। ପ୍ରତି-ବାଦ କରିବାରୁ ଦୋକାନର ଟଙ୍କା ବାକ୍ସରୁ ଟଙ୍କା ମଧ୍ୟ ଛଡାଇ ନେଇଥିଲେ। କେବଳ ସେତିକି ନୁହଁ ଉକ୍ତ 4 ଜଣ ଯୁବକ ସେହି ଦୋକାନୀଙ୍କ ଦୁଇ ପୁଅକୁ ମଧ୍ୟ ମା-ରପି-ଟ କରିଛନ୍ତି ଏବଂ ଦୋକାନୀର ସ୍ତ୍ରୀଙ୍କର କପଡା ଫା-ଡ଼ି ଦେଇଛନ୍ତି।

ତେବେ ଉକ୍ତ ଯୁବକମାନେ ହେଉଛନ୍ତି ପିଣ୍ଟୁ ,ସୋନି, ସତ୍ୟ ଏବଂ ଅଭୟ। ଏହାପରେ ମହିଳା ଜଣକ ଇନ୍ଫୋସିଟି ଥା-ନାରେ ଅଭି-ଯୋଗ କରିଛନ୍ତି। କିନ୍ତୁ ଅଭି-ଯୋଗ ପରେ ମଧ୍ୟ ପୋ-ଲିସ କିଛି ଖାସ ପଦକ୍ଷେପ ନେଇ ନାହିଁ। କେବଳ ଘ-ଟଣା ସ୍ଥଳକୁ ଯାଇ ତ-ଦନ୍ତ କରିଥିଲା। କିନ୍ତୁ ଉକ୍ତ ଅଭି-ଯୁକ୍ତ ମାନଙ୍କ ବିରୁ-ଦ୍ଧରେ କୌଣସି ପଦକ୍ଷେପ ନେଇନାହିଁ।

Leave a Reply

Your email address will not be published. Required fields are marked *