ବାରମ୍ବାର ବାରଣ ସତ୍ତ୍ଵେ ମୋ ପୁଅ ତାକୁ ଭଲପାଇଲା ଆଉ ଜେ-ଲ ଗଲା

କଂପୁଛି ଖଣ୍ଡଗିରି ପଡିଆ। ଷ୍ଟେଜ୍‌ ଉପରେ ଗୀତ ବାଜିବା ମାତ୍ରେ ତଳେ ହାତ ହଲାଇ ଅଣ୍ଟା ଦୋହଲାଇ ବାୟା ହେଇଯାଉଛନ୍ତି ଦର୍ଶକ। ପ୍ରତିଦିନ କିଛି ଏଭଳି ଦୃ-ଶ୍ୟ ଦେଖିବାକୁ ମିଳୁଛି ଖଣ୍ଡଗିରି ପଡିଆରେ। ସଂଧ୍ୟା ହେବା ମାତ୍ରେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି ଏବଂ ଆଇଟମ୍‌ ଡ୍ୟାନ୍ସ ସାଙ୍ଗକୁ କଳାକାରଙ୍କ ଜବ-ରଦସ୍ତ ଡାଇଲଗ୍‌ରେ କଂପୁଛି ମେଳା ପଡିଆ।

ଆଉ ଯାତ୍ରାରେ କଳାକାରଙ୍କ ଡାଇଲଗ୍‌ ଶୁଣିଲେ ଆପଣ ବି ହସି ହସି ବେଦମ ହେବେ। ଆଉ ଥରେ ନୁହେଁ ବାରମ୍ବାର ଯାତ୍ରା ଦେଖିବାକୁ ଧାଇଁବେ। ହେଲେ ଖଣ୍ଡଗିରି ପଡିଆକୁ ଘାଂଟୁଛି ଶିବାନୀ ଗଣନାଟ୍ୟର ସୁପରହିଟ୍‌ ବହି ଆଖି ତୋର, ଲୁହ ମୋର ଅପେରା।

ଗୋଟିଏ କି ଦୁଇ ରାତି ନୁହେଁ ବରଂ ଲଗାତାର 5 ରାତି ଏଇ ଗୋଟିଏ ବହିକୁ ନେଇ ନା କମେଇବାରେ ଲାଗିଛି ଶିବାନୀ ଗଣନାଟ୍ୟ। ଭାଇ-ଭଉଣୀର ସମ୍ପ-ର୍କକୁ ନେଇ ପ୍ରସ୍ତୁତ କାହାଣୀରେ ଯେତିକି ଡ୍ରାମା ରହିଛି ସେତିକି ସସପେନ୍ସ ବି ରହିଛି। କାରଣ ନାଟକର ମୁଖ୍ୟ ନାୟକର ଏଣ୍ଟ୍ରି ହେଉଛି ଖଳନାୟକ ଭାବରେ।

କଳାକାର ଏମିତି ଡାଇଲଗ୍‌ ଦେଉଛନ୍ତି ଯେ ନାଟକ ଦେଖି 3 ଦିନ କା-ନ୍ଦୁଛନ୍ତି ଦର୍ଶକ।ରାଣୀ ପଣ୍ଡାଙ୍କ କାରଣରୁ ଯାତ୍ରା ଦେଖିବାକୁ ମାଡି ଆସୁଛନ୍ତି ଲୋକେ। ଜଣେ ଯାତ୍ରା ଅଭିନେତା ମିଡିଆ ଆଗରେ କହିଛନ୍ତି ଯେ ରାଣୀ ପଣ୍ଡା ଯେଉଁ କ୍ୟାରେକ୍ଟରରେ ଅଭିନୟ କରୁଛନ୍ତି ତାହା ବୋହୂର କ୍ୟାରେକ୍ଟର ଅଟେ।

ଏଥିରେ ରାଣୀଙ୍କ କାରଣରୁ ତାଙ୍କ ସ୍ୱାମୀ ଜେ-ଲ ଯାଇଛନ୍ତି ଏବଂ ପୁଅକୁ ଜେଲ ଯିବା ଦେଖି ରାଣୀଙ୍କ ଉପରେ ରା-ଗିଯାଇଛନ୍ତି ପୁଅର ବାପା। ଏହିପରି କାହାଣୀରେ ଅନେକ ଟ୍ୱିଷ୍ଟ ଅଛି। ଆଉ ଆଇଟମ ଡ୍ୟାନ୍ସ ଆରମ୍ଭ ହେଇଯାଉଛି ମାନେ ଲୋକଙ୍କ ପାଦ ଆଉ ତଳେ ରହୁନାହିଁ। ନାଚ ଗୀତରେ ପୁରା ଦୋହଲୁଛି ଏବେ ଖଣ୍ଡଗିରି।

Leave a Reply

Your email address will not be published. Required fields are marked *