କହିଥିଲେ ଭଲ କରିକି ଛାଡ଼ିବେ, ଭଲ ତ କଲେନି, ନି-ଶା ଖାଇ ମେଡିକାଲକୁ ପଠେଇଦେଲେ…

ଦୁନିଆରେ ପ୍ରତିଦିନ ଯେମିତି ଘ-ଟଣା ଘ-ଟିବା କଥା ଘ-ଟୁଛି।କେତେବେଳେ ଭଲ ଘ-ଟଣା ଘଟେ ତ କେତେବେଳେ ଖରାପ ଘଟ-ଣା ଘଟେ।ଆଜିକାଲି ସମାଜରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁଛି। ଆଗକାଳରେ ମ-ଦ୍ୟପ ମାନେ ମ-ଦ ପିଇ ଘରେ ପା-ଟିତୁ-ଣ୍ଡ କରୁଥିଲେ ଏବଂ ଏହା ସବୁ ଦିନ ଚାଲୁଥିଲା। ସେତେବେଳେ ଏହାକୁ ଠିକ୍ କରିବା ପାଇଁ କିଛି ବି ମାଧ୍ୟମ ନଥିଲା।କିନ୍ତୁ ବର୍ତ୍ତମାନ ମ-ଦ୍ୟପ ମାନଙ୍କୁ ଠିକ୍ କରିବା ପାଇଁ ବିଭିନ୍ନ ଜାଗାରେ ନି-ଶା ନିବାରଣ କେନ୍ଦ୍ର ଗୁଡ଼ିକ ଖୋଲାଯାଇଛି।ଯେଉଁଠି ରହି ସେମାନେ ନି-ଶାକୁ ଛାଡ଼ିପାରିବେ।

କିନ୍ତୁ ଏବେ ଆମ୍ଭେ ଆପଣମାନଙ୍କୁ ଯେଉଁ ଖବର ବିଷୟରେ କହିବା ପାଇଁ ଯାଉଛୁ ତାହା ହେଉଛି ଜଣେ ଲୋକ ନି-ଶାକୁ ଛାଡ଼ିବା ପାଇଁ ନି-ଶା ନିବାରଣ କେନ୍ଦ୍ରକୁ ଯାଇଥିଲା କିନ୍ତୁ କିଛି ଦିନ ପରେ ଫେରିଛି କ୍ଷ-ତାକ୍ତ ହୋଇ।ନୟାଗଡ଼ର ଏକ ଲୋକର ନି-ଶାକୁ ଛଡାଇବା ପାଇଁ ତାର ଘର ଲୋକ ଏବଂ କିଛି ଲୋକ ମିଶି ତାଙ୍କୁ ନେଇ ସାଇ କୃପା ନାମକ ଏକ ନି-ଶା ନିବାରଣ କେନ୍ଦ୍ରରେ ଛାଡ଼ିଆସିଥିଲେ।ଏବେ କିନ୍ତୁ ସେହି ଲୋକ ଜଣଙ୍କ ଅତି ଗୁରୁ-ତର ଭାବରେ କ୍ଷ-ତାକ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏହି ବିଷୟରେ ତାଙ୍କ ପରିବାର ଲୋକଙ୍କୁ ପଚାରିବାରୁ ସେମାନେ କହିଲେ କି ସେମାନେ ତାଙ୍କୁ ଛାଡ଼ିଥିଲେ ସେହି ନି-ଶା ନିବାରଣ କେନ୍ଦ୍ରରେ ନି-ଶା ଛଡାଇବା ପାଇଁ।

ଯେତେବେଳେ ସେହି ଲୋକଙ୍କୁ ଛାଡ଼ିକି ଆସିଥିଲେ ସେତେବେଳେ ସେହି କେନ୍ଦ୍ରର ମାଲିକ ଏବଂ ଷ୍ଟାଫମାନେ କହିଥିଲେ କି ଏଠି ତାଙ୍କର କିଛି ଅସୁବିଧା ହେବ ନାହିଁ।ତାଙ୍କ ନି-ଶା ଛାଡ଼ିଯିବ ବୋଲି।ଆଉ ତାଙ୍କ ଘର ଲୋକ ତାଙ୍କୁ କାହିଁକି ଆସିଥିଲେ କି ସେହି ଲୋକ ଟିକେ ଦୁ-ର୍ବଳ ଅଛନ୍ତି ସେଥି ପାଇଁ ତାଙ୍କୁ ମା-ଡ଼ ମା-ରିବ ନାହିଁ।କିଛି ଅସୁବିଧା ହେଲେ ଘରକୁ ଜଣେଇବା ପାଇଁ।ଛା-ଡିକି ଆସିବା ପର ଦିନ ଫୋନ୍ କରି ବୁଝିବା ବେଳକୁ ସେମାନେ କହିଲେ ସେ ଏବେ ପ୍ରଥମେ ପ୍ରଥମେ ଖାଇକି ଖାଲି ଶୋଇବେ।କିନ୍ତୁ କିଛି ଦିନ ପରେ କେନ୍ଦ୍ରରୁ ଫୋନ୍ କରି କହିଲେ କି ଲୋକଟିର ଦେହ ଭଲ ନାହିଁ ।ସେଥିପାଇଁ ତାଙ୍କୁ ହାଇଟେକ୍ ମେଡିକାଲକୁ ନେଇଆସିଛନ୍ତି।

ଘରଲୋକ ଆସି ହସ୍ପିଟାଲରେ ଦେଖିବା ବେଳକୁ ଲୋକର ଦେହର ପ୍ରତି ଅଙ୍ଗରେ ମା-ଡ଼ ହୋଇଛି ଏବଂ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି ଗୁରୁ-ତର ଅବସ୍ଥା ରେ।ନି-ଶା ନିବାରଣ କେନ୍ଦ୍ରରେ ନି-ଶା ଛଡ଼ାଇବା କଥା ହୋଇଥିଲା, କିନ୍ତୁ ସେଠି ତାଙ୍କୁ ପି-ଟିକି ଗୁରୁ-ତର କରିଦେଇଛନ୍ତି।ଏବଂ ଏହି ବିଷୟରେ ଘର ଲୋକଙ୍କୁ ଆଗରୁ ନଜଣାଇ ପରେ ଜଣାଇଛନ୍ତି।ସେଥିପାଇଁ ତାଙ୍କ ପରିବାର ଏବଂ ସାହି ପୋଡ଼ିଶା ଦାବି କରିଛନ୍ତି ଯେ ତାଙ୍କ ପରିବାରକୁ ଏ ବାବ-ଦରେ ସେହି ନି-ଶା ନିବାରଣ କେନ୍ଦ୍ରର ମାଲିକ କ୍ଷ-ତିପୂ-ରଣ ଦେଉ ବୋଲି।

Leave a Reply

Your email address will not be published. Required fields are marked *