ଛୋଟଜାତି କହି ବୋହୂକୁ ଘରେ ରଖିଲାନି ଶାଶୂ, ସେପଟେ ପର-କ୍ରିୟାପ୍ରୀ-ତିରେ ଲିପ୍ତ ହୋଇ ମହିଳାଙ୍କୁ ଛାଡିଦେଲା ସ୍ୱାମୀ

ପର-କ୍ରିୟାପ୍ରୀ-ତିକୁ ନେଇ ଆଜିକାଲି ଅନେକ ଘ-ଟଣା ଦେଖିବାକୁ ମିଳୁଛି। ସ୍ୱାର୍ଥ ପାଇଁ ନିଜ ସାଥିକୁ ଧୋ-କା ଦେବା ପୂର୍ବରୁ ଥରେ ମଧ୍ୟ ଭାବୁନାହାନ୍ତି। ଏପରି ଲୋକଙ୍କ କାରଣରୁ ଆଜି ସମାଜ କଳୁ-ଷିତ ହେବାରେ ଲାଗିଛି। ତେବେ ଆଜିର ଘ-ଟଣା ମଧ୍ୟ ଏହି ପର-କ୍ରିୟାପ୍ରୀ-ତିକୁ ନେଇ ଅଟେ।

ସୂଚନା ଅନୁସାରେ ସୁନିତା ବେହେରା ନାମକ ଜଣେ ଯୁବତୀଙ୍କୁ ପ୍ରେମ କରି ଜଣେ ଯୁବକ 3 ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହଟି ଥିଲା ପ୍ରେମ ବିବାହ। ତେବେ ବିବାହ କରିବା ପୂର୍ବରୁ ମଧ୍ୟ ଅନେକ ଘ-ଟଣା ଘଟିଛି। ଯୁବତୀ ଯେତେବେଳେ ସେହି ଯୁବକଙ୍କୁ ଭଲ ପାଉଥିଲେ ସେତେବେଳେ ଉଭୟଙ୍କର ଶାରୀ-ରିକ ସ-ମ୍ପର୍କ ମଧ୍ୟ ରହିଥିଲା।

ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଯୁବକ ଜଣକ ବିବାହ କରିବାକୁ ରାଜି ହେଉନଥିଲେ। କିନ୍ତୁ ମହିଳା ଜଣକ ଗୁହାରି କରିବାରୁ ଯୁବକ ଟି ମନ୍ଦିରରେ ତାଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଯୁବକଙ୍କ ପରିବାର ଲୋକ ମହିଳାଙ୍କୁ ଗ୍ରହଣ କଲେ ନାହିଁ। କାରଣ ମହିଳା ଜଣକ ଛୋଟ ଜାତିର ଥିଲେ।

ଏହାପରେ ଯୁବକଟି ଏକ ଘର ଭଡା ନେଇ ମହିଳାଙ୍କ ସହ ରହିବାକୁ ଲାଗିଲେ। ଏହାରି ଭିତରେ ଏକ 2 ବର୍ଷର ଝିଅଟିଏ ଜନ୍ମ ହେଲା ଏବଂ ଆଉ ଏକ ଛୁଆ ମହିଳାଙ୍କ ପେଟରେ ଥିଲା। ଆଉ ଏହି ସମୟରେ ଯୁବକ ଜଣକ ପର-କ୍ରିୟାପ୍ରୀ-ତିରେ ଲିପ୍ତ ହୋଇଗଲେ।

ଅର୍ଥାତ ଯୁବକ ଜଣକ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଗଲେ। ଆଉ ସେହି ପର ମହିଳା ସହ ଯାଇ ସେ ଭୁବନେଶ୍ୱରର ବାଣୀ ବିହାରରେ ଏବେ ରହୁଛନ୍ତି। ତେବେ ସୁନିତା ଏହାକୁ ସହ୍ୟ ନକରିପାରି ଥା-ନାରେ ଡିସେମ୍ବର 11 ତାରିଖ ଦିନ ଅଭି-ଯୋଗ ମଧ୍ୟ କରିଥିଲେ। କିନ୍ତୁ କୌଣସି ଫଳାଫଳ ଏପର୍ଯ୍ୟନ୍ତ ମିଳିନାହିଁ।

ଏବେ ମିଡିଆ ଆଗରେ କାନ୍ଦି କାନ୍ଦି ସେ କହୁଛନ୍ତି ଯେ,”ମୁଁ ମୋର ଦୁଇ ପିଲାଙ୍କୁ ବହୁତ କଷ୍ଟରେ ଚଳାଉଛି। ସରକାରୀ ସୁଝି, ଛତୁଆ ଖୁଆଇ ମୁଁ ମୋର ପିଲାଙ୍କୁ ବଡ କରିଛି। ମତେ ଏବେ ନ୍ୟା-ୟ ଦରକାର। ମୋର ସ୍ୱାମୀ ମୋ ପାଖକୁ ପୁଣି ଥରେ ଫେରି ଆସନ୍ତୁ ମୁଁ ଏତିକି ଇଛା ରଖୁଛି।

Leave a Reply

Your email address will not be published. Required fields are marked *