ଜ୍ୱାଇଁକୁ ପ୍ରେମ କରି ଶାଶୂ ହୋଇଗଲା ଫେ-ରାର, ଶଶୁରକୁ ମ-ଦ ପିଆଇ ଜ୍ୱାଇଁ କରିଥିଲା ଏପରି କା-ଣ୍ଡ

ଆପଣ ପ୍ରେମ କଥା ଶୁଣିଥିବେ। ପ୍ରେମର ଅନେକ କାହାଣୀ ମଧ୍ୟ ଶୁଣିଥିବେ। କିନ୍ତୁ ଆପଣ ଏପରି କାହାଣୀ କେବେ ଶୁଣିଛନ୍ତି କି ଯେଉଁଥିରେ ଜଣେ ଜ୍ୱାଇଁ ନିଜ ଶାଶୂକୁ ନେଇ ଫେ-ରାର ହୋଇଯାଇଛି। ଶାଶୂ ମଧ୍ୟ ନିଜ ସମ୍ମାନ ଏବଂ ସମାଜର ନିନ୍ଦାକୁ ଆଡେଇ ଦେଇ ଏପରି ଲ-ଜ୍ଜାଜ-ନକ କାମ କରିଛି।

ତେବେ ଏପରି ଘ-ଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିହୋଇ ଜିଲ୍ଲାରେ। ଏଠାରେ ଜଣେ ଜ୍ୱାଇଁ ନିଜ ସ୍ତ୍ରୀକୁ ଛାଡି ଶାଶୂ ଉପରେ ପକାଇଥିଲା ନଜର। ଆଉ ଶାଶୂ ମଧ୍ୟ ଜ୍ୱାଇଁ ପ୍ରେମରେ ପଡି ମାନମର୍ଯ୍ୟାଦା ଭୁଲି ଫେ-ରାର ହୋଇଯାଇଛି।

ଜ୍ୱାଇଁ ଜଣକ ଆଗ ଶଶୁରଙ୍କୁ ଅଧିକ ମ-ଦ ପିଆଇ ଅଚେତ କରିଦେବା ପରେ ଏପରି କାମ କରିଛି। ଏବେ ଶାଶୂର ଝିଅଟି ଲୋକ ଲ-ଜ୍ଜ୍ୟାରେ ଘରୁ ମଧ୍ୟ ବାହାରି ପାରୁନାହିଁ। ଏହି ମାମ-ଲାକୁ ନେଇ ବାପା ଥା-ନାରେ ଅଭି-ଯୋଗ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଉଭୟ ଶାଶୂ, ଜ୍ୱାଇଁଙ୍କର କୌଣସି ଖୋଜଖବର ନାହିଁ।

Leave a Reply

Your email address will not be published. Required fields are marked *