ଦେହରେ ଧଳା ଦାଗ ଥିବାରୁ ସ୍ତ୍ରୀକୁ ଗ୍ରହଣ କରୁନାହାନ୍ତି ସ୍ୱାମୀ, ଶାଶୂଘର ନିର୍ଯା-ତନା ଏବଂ ସ୍ୱାମୀର ଏପରି ବ୍ୟବହାରକୁ ନେଇ ଥା-ନାରେ ଅଭି-ଯୋଗ କଲେ ସ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ଗର୍ଦପୁର ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ସମ୍ପର୍କରେ ଧୋ-କ୍କା ପାଇ ଅଭି-ଯୋଗ କରିଛନ୍ତି ସ୍ତ୍ରୀ। ଶାଶୂଘର ଲୋକ ମଧ୍ୟ ଦେଉଛନ୍ତି ନିର୍ଯ୍ୟା-ତନା।

ତେବେ ସୂଚନା ଅନୁସାରେ ଏହି ଧାନମଣ୍ଡଳ ଗ୍ରାମର ରାଜେନ୍ଦ୍ର କୁମାର ଜେନା ନାମକ ଜଣେ ଯୁବକ 13 ମାସ ପୂର୍ବେ ନାଗଣପୁର ଗାଁର ପ୍ରଜ୍ଞା ପରମିତା ମୁଦୁଲି ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସବୁକିଛି ଠିକଠାକ ଚାଲୁଥିବା ବେଳେ ହଠାତ ସ୍ୱାମୀ ନିଜ ବୈବାହିକ ସ-ମ୍ପର୍କ ଠାରୁ ଦୂରେଇ ବାକୁ ଲାଗିଲେ।

ଏବେ ସ୍ୱାମୀ ଜଣକ ବାଙ୍ଗାଲୋରରେ କାମ କରୁଛନ୍ତି। ସ୍ତ୍ରୀ ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଚ-କ୍କର ଚାଲିଛି। ସେଥିପାଇଁ ଅନେକ ଥର ସ୍ୱାମୀ ଝ-ଗଡା କରି ସ୍ତ୍ରୀକୁ ମାର-ପିଟ ମଧ୍ୟ କରନ୍ତି। ଏହି ବିଷୟରେ ସ୍ତ୍ରୀ ଜଣକ ଶାଶୂଘର ଲୋକଙ୍କୁ କହିଲେ ମଧ୍ୟ ସେମାନେ କୌଣସି ପ୍ରତି-କ୍ରିୟା ଦେଖାଉନାହାନ୍ତି।

ଏପରିକି ଦେଢଶୁର ଏବଂ ଭାଉଜ ମଧ୍ୟ ମାରପିଟ କରୁଛନ୍ତି। ଏହାସବୁ କଥା ଅସହ୍ୟ ହେବା ପରେ ମହିଳା ଜଣକ କୁଦାନଗରୀ ପୋ-ଲିସ ଫାଣ୍ଡିରେ ଅଭି-ଯୋଗ କରିଛନ୍ତି। ଏହାସହ ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ମିଡିଆ ସେ ଶାଶୂଘରେ ରହିଛନ୍ତି ସତ କିନ୍ତୁ ଶାଶୂଘର ଲୋକ ତାଙ୍କୁ ଖାଇବାକୁ ଦେଉନାହାନ୍ତି।

ସେଥିପାଇଁ ବାପଘର ଲୋକ ପ୍ରତ୍ୟକ ଦିନ ଖାଇବା ପତ୍ର ଆଣି ତାଙ୍କୁ ଦିଅନ୍ତି। ଏହା ସହ କାନ୍ଦି କାନ୍ଦି ସେ ଗୁହାରି କରିଛନ୍ତି ଯେ ଯେତେ ଶୀଘ୍ର ହେବ ତାଙ୍କ ସ୍ବାମୀ ବାଙ୍ଗାଲୋରରୁ ଫେରି ଆସନ୍ତୁ ଏବଂ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରନ୍ତୁ।

ତେବେ ସ୍ତ୍ରୀର ଅଭି-ଯୋଗକୁ ଆଧାରକରି ଏବେ ସ୍ୱାମୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,” ଏହି ଅଭି-ଯୋଗ ସମ୍ପୂର୍ଣ୍ଣ ଭାବେ ମି-ଛ ଅଟେ। ବିବାହ ପୂର୍ବରୁ ସ୍ତ୍ରୀର ବାପ ଘର ଲୋକ ମତେ କହିଥିଲେ ଯେ ଝିଅଟିର କୌଣସି ପ୍ରକାରର କିଛି ଅସୁବିଧା ନାହିଁ କେବେଳ କାନ ପାଖରେ ଏବଂ ଗୋଡ଼ ପାଖରେ ଦୁଇତି ଧଳା ଦାଗ ରହିଛି। ଯାହାପରେ ମୁଁ ସେମାନଙ୍କ କଥାକୁ ବିଶ୍ୱାସ କରି ବିନା ଯୌତୁ-କରେ ଝିଅକୁ ବିବାହ କରି ଘରକୁ ଆଣିଲି।

କିନ୍ତୁ ବିବାହ ପରେ ଜଣା ପଡିଲା ଯେ ଝିଅର କେବଳ କାନ ଏବଂ ଗୋଡ ପାଖରେ ଧଳା ଦାଗ ନାହିଁ ବରଂ ସମ୍ପୂର୍ଣ୍ଣ ଶରୀରରେ ଧଳା ଦାଗ ରହିଛି। ଯେତେବେଳେ ମୁଁ ଝିଅର ବାପଘର ଲୋକଙ୍କୁ ଅଭି-ଯୋଗ କଲି ସେତେବେଳେ ସେମାନେ ଭୁଲ ମାଗିବା ଛଡା ଆଉ କିଛି କରିପାରିବେ ନାହିଁ ବୋଲି କହିଥିଲେ। ତାପରେ ମୁଁ ନିଜ ସ୍ତ୍ରୀକୁ ଛାଡି ଦେବି ବୋଲି ଭାବିଥିଲି।

କିନ୍ତୁ ସ୍ତ୍ରୀ ମତେ ବୁଝାଇ କହିଥିଲେ ଯେ ସେ ଚିକିତ୍ସିତ ହେବେ ଏବଂ ଏହି ଧଳା ଦାଗର ନିରାକରଣ କରିବେ। ଯଦି ଏପରି ନ ହୁଏ ତେବେ ସେ ନିଜେ ଶାଶୂଘର ଛାଡି ଚାଲିଯିବେ। ଏତେ କଥା ହୋଇସାରିବା ପରେ ମଧ୍ୟ ଏବେ ମିଛ ଅଭି-ଯୋଗ କରି ନ୍ୟା-ୟ ଦାବି କରୁଛନ୍ତି।”

ତେବେ ଏଥିରେ କିଏ ସତ କହୁଛି ଏବଂ କିଏ ମି-ଛ କହୁଛି କିଛି ଜଣା ପଡିନଥିବା ବେଳେ ପୋ-ଲିସ କିପରି ଏହି ମାମ-ଲାକୁ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *