ମ-ଦ ପିଇ ରାସ୍ତାରେ ଗଡୁଥିବା ମଦୁ-ଆଙ୍କୁ ନେଇ ଲୋକ ଦେଲେ ମିଡିଆ ଆଗରେ ପ୍ରତି-କ୍ରିୟା, କହିଲେ ଏପରି ଲୋକଙ୍କୁ ଝିଅ ଦେବା ସବୁଠୁ ବଡ ଭୁଲ।:-

ଆଜିକାଲିର ଯୁଗରେ ମ-ଦ ଏକ ସାଧାରଣ ଜିନିଷ ହୋଇଗଲାଣି। ମ-ଦ ପିଇ ଲୋକମାନେ ଅନେକ ପ୍ରକାରର ଘ-ଟଣା ଘଟାଉଛନ୍ତି। ଯେପରିକି ରାସ୍ତାରେ ଗଡ଼ିବା ,ଝ-ଗଡା କରିବା, ନିଜ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ପା-ଟିତୁ-ଣ୍ଡ ଏବଂ ମା-ରପି-ଟ କରିବା ଏବଂ ରାସ୍ତା ଉପରକୁ ଯାଇ ସଡ଼କ ଦୁର୍ଘ-ଟଣା କରାଇବା ଆଦି ପରି ଅନେକ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି।

ସରକାର ମଧ୍ୟ ଏବେ ପ୍ରତି ପଞ୍ଚାୟତରେ ମ-ଦ ଦୋକାନ ଖୋଲିଦେବା ପରେ ମଦୁ-ଆଙ୍କ ସଂଖ୍ୟା ଆହୁରି ବଢିଯାଇଛି। ଏପରିକି ଅନେକ ଭଦ୍ର ଲୋକ ମଧ୍ୟ ମଦ ପିଇକି ଘରକୁ ଫେରୁଛନ୍ତି। ସରକାର ମଧ୍ୟ ମଦ ଦୋକାନକୁ ବନ୍ଦ କରିବା ବଦଳରେ ଦିନକୁ ଦିନ ଖୋଲିବାରେ ଲାଗିଛନ୍ତି। କାରଣ ମ-ଦରୁ ହିଁ ସରକାରଙ୍କୁ ଅଧିଲା ଟ୍ୟାକ୍ସ ମିଳୁଛି।

ତେବେ ପ୍ରତିଦିନ ଏହିପରି ମାମ-ଲାକୁ ଦେଖି ଲୋକ ମିଡିଆ ଆଗରେ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ ଆଜିକାଲି ଭଦ୍ର ଲୋକମାନେ ମଧ୍ୟ ମ-ଦ ପିଉଛନ୍ତି। ତେବେ ଏପରି ପରିସ୍ଥିତିରେ ଏପରି ଏକ ମଦୁ-ଆକୁ କୌଣସି ପରିବାର ଝିଅ ଦେବାକୁ ଇଛା କରିବେ ନାହିଁ। ମ-ଦ ପିଇବାର ଏକ ସୀମା ଥାଏ। କିନ୍ତୁ ଆଜିକାଲି ଲୋକ ଯେଉଁ ପ୍ରକାର ହେଉଛନ୍ତି ସେମାନଙ୍କ ମୁହଁରେ ମଧ୍ୟ କିଛି କହିବାକୁ ଭ-ୟ ଲାଗୁଛି।

ଏପରି ଲୋକଙ୍କୁ ଝିଅ ଦେଲେ ସେ କେବେ ବି ଖୁସିରେ ରହିପାରିବ ନାହିଁ। କେବଳ ଦୁଃ-ଖ ହିଁ ଦୁଃ-ଖ ପାଇବ। ଝିଅ ମାନେ ବି ଆଜିକାଲି ମ-ଦ ପିଉଛନ୍ତି ଏବଂ ରାସ୍ତା ଉପରେ ଗ-ଣ୍ଡଗୋ-ଳ କରୁଛନ୍ତି। କିନ୍ତୁ ଗୋଟେ ପିଲା ଏପରି କୁ କାର୍ଯ୍ୟ କରିବା ପଛରେ ବାପା-ମାଆଙ୍କର ମୁଖ୍ୟ ହାତ ରହୁଛି।

ସେମାନେ ନିଜ ପିଲାକୁ ଆକଟ ନ କରିବାରୁ ଆଜି ଏପରି ଅବସ୍ଥା ଏବେ ଚାରିଆଡେ ଦେଖା ଦେଉଛି। ଅଧିକାଂଶ ପୁରୁଷ ଜାତି ଦେଶୀ ମ-ଦ ପିଇ ଘରେ ଗ-ଣ୍ଡଗୋ-ଳ କରୁଛନ୍ତି। ଘରର ମହିଳା ମାନଙ୍କ ଉପରକୁ ହାତ ଉଠାଉଛନ୍ତି। ସେଥିପାଇଁ ଆଜିର ସମୟରେ କାହା ଘରେ ଝିଅ ବାହା ଦେବା ଆଗରୁ ଭଲ ଭାବରେ ବ୍ୟକ୍ତିକୁ ପରଖନ୍ତୁ। ନଚେତ ଆଗକୁ ଯାହା ପରିଣାମ ହେବ ତାହା ପାଇଁ କେବଳ ବାପା ମାଆ ହିଁ ଦାୟୀ ହେବେ।

Leave a Reply

Your email address will not be published. Required fields are marked *