ସ୍କୁଲରୁ ଫେରୁଥିଲେ ଶିକ୍ଷୟତ୍ରୀ, ହଠାତ ରାସ୍ତା ମଝିରୁ ଟେକି ନେଇ କି-ସ୍ କରିଦେଲା ଜଣେ ଯୁବକ ଆଉ ତାପରେ…।:-

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ସ୍କୁଲରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ଘଟ-ଣା। ଏହି ସ୍କୁଲର ଜଣେ ଶିକ୍ଷୟିତ୍ରୀ ନିଖୋଜ ଥିବା ନେଇ ଗତ 16 ତାରିଖ ଦିନ ଭବାନୀପାଟଣା ଟାଉନ ଥା-ନାରେ ଶିକ୍ଷୟତ୍ରୀଙ୍କ ପରିବାର ଲୋକ ଅଭି-ଯୋଗ କରିଥିଲେ।

କିନ୍ତୁ ଅଭି-ଯୋଗର 24 ଘଣ୍ଟା ପରେ ମଧ୍ୟ ଝିଅର କୌଣସି ପତ୍ତା ମିଳିନଥିଲା।ତେବେ ଝିଅଟି କେଉଁ ଅବସ୍ଥାରେ ଥିବ, କେଉଁଠି ଥିବ ସେସବୁ ଚିନ୍ତା କରି ପରିବାର ଲୋକେ ପୁଲି-ସକୁ ଯଥାଶୀଘ୍ର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ଝିଅକୁ ଉ-ଦ୍ଧାର କରିବାକୁ ଦାବି କରିଥିଲେ। ତେବେ ଘ-ଟଣା ଘଟିବାର 6 ଦିନ ପରେ ପୋ-ଲିସ ଝିଅକୁ ଖୋଜି ପାଇଛି।

ଶିକ୍ଷୟତ୍ରୀକୁ ତଥା ଝିଅଟିକୁ ମୁନିଗୁଡାର ପ୍ରତାପ ପାତ୍ରିକା ନାମକ ଜଣେ ଯୁବକଙ୍କ ସହ ଠାବ କରି ପୋ-ଲିସ ଥା-ନାକୁ ଆଣିଥିଲା। ଏହାପରେ ଯୁବକ ଜଣକ ଗି-ରଫ ହୋଇଥିଲେ। କିନ୍ତୁ ଗି-ରଫ ହେବା ପରେ ଯୁବକ ଜଣଙ୍କ କହିଥିଲେ ଯେ ସେ ମହିଳାଙ୍କୁ ବିବାହ କରିଛନ୍ତି। ଏହା ଶୁଣି ପୋଲିସ ତାଙ୍କୁ ଛାଡିଦେଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଯୁବକଙ୍କ ନାମରେ ଶିକ୍ଷୟିତ୍ରୀ ଜଣଙ୍କ ଅଭି-ଯୋଗ କରିଛନ୍ତି। ପ୍ରତାପ ତାଙ୍କୁ ମା-ରଣା-ସ୍ତ୍ର ଦେଖାଇ ଜୋର ଜବ-ରଦସ୍ତ ବିବାହ କରିଥିଲେ ବୋଲି ସେ କହିଛନ୍ତି। ବିବାହ ନକଲେ ପରିବାର ଲୋକଙ୍କୁ ଜୀବନରୁ ମା-ରିଦେବେ ପାଇଁ ଧ-ମକ ମଧ୍ୟ ଦେଇଥିଲେ।

ଏହାସହ ମହିଳା ଜଣକ କା-ନ୍ଦି ଲାଣ୍ଡି ଆହୁରି ମଧ୍ୟ କହିଛନ୍ତି ଯେ ସେ ସ୍କୁଲରୁ ଫେରୁଥିବା ବେଳେ ଏହି ଯୁବକ ଜଣକ ତାଙ୍କୁ ହଠାତ କି-ସ୍ କରିଥିଲେ। ଏହାପରେ କି-ସ୍ କରିବାର ଫଟୋ ଉଠାଇ ଭାଇରାଲ କରିଦେବେ ବୋଲି ଧ-ମକ ଦେଇଥିଲେ। ଧ-ମକ ଦେବା ସହ ତାଙ୍କ ଆଖିରେ ସ୍ପ୍ରେ କରି ତାଙ୍କୁ ଗାଡ଼ିରେ ଉଠାଇ ନେଇଥିଲେ।

ଏହାପରେ ଯୁବକ ଜଣକ ଯାହା କଲେ ତାହା କହିବା ମଧ୍ୟ ମହିଳାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡୁଛି। ଯୁବକ ଜଣକ ଜୋ-ରଜବ-ରଦସ୍ତି ମହିଳା ଙ୍କୁ ନେଇ ରାୟଗଡାର ମାଝୀଗୌରୀ ମନ୍ଦିରରେ ବିବାହ କରିଥିଲେ। ତେବେ ଏତେ ସବୁ ଘ-ଟଣା ଏକ ତାରଫା ପ୍ରେମ କାରଣରୁ ଘ-ଟିଛି। ଏବେ ପୋ-ଲିସ ମହିଳାଙ୍କ ସବୁ କଥା ଶୁଣି ମାମ-ଲା ରୁଜୁ କରି ପୁଣିଥରେ ପ୍ରତାପଙ୍କୁ ଗି-ରଫ କରିଛି।

Leave a Reply

Your email address will not be published. Required fields are marked *