ମୋ ଜ୍ବାଇଁର ତା ଖୁଡ଼ି ସହ ଅଛି ଅନୈ-ତିକ ସମ୍ପର୍କ । ସେ ଦେଢବର୍ଷ ହେଲା ମୋ ଝିଅ ସହ ରହୁନାହିଁ । ଏପରି ଅଭି-ଯୋଗ ଆଣିଲେ ଜଣେ ଶ୍ଵଶୁର ଜାଣନ୍ତୁ ।

ଏ ସମାଜରେ ପର-କୀୟା ପ୍ରୀ-ତିର ମାମ-ଲା ଆଦୌ କମ୍ ନୁହେଁ । ଦିନକୁ ଦିନ ଏପରି ଘ-ଟଣା ବଢ଼ିବାରେ ଲାଗିଛି ଆଉ ଅନେକ ଲୋକ ଏହାକୁ ଆପଣାଇ ନେବା ପାଇଁ ତତ୍ପର ହୋଇ ଉଠୁଛନ୍ତି । ନିଜ ସ୍ବାମୀ କିମ୍ବା ସ୍ତ୍ରୀ ଆଉ ପିଲାଛୁଆଙ୍କୁ ଛାଡି ଦେଇ ଅନ୍ୟ ପୁରୁଷ ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇ ନିଜ ପରିବାରକୁ ଛାରଖାର କରି ଦେଇଥାନ୍ତି ଏପରି ଲୋକ ମାନେ ।

ତେବେ ଏପରି ଘ-ଟଣା ସାମ୍ନାକୁ ଆସିବା ନୂଆ କଥା ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ଏପରି କିଛି ଘ-ଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଶୁଣିବା ପରେ କହିବେ ସତରେ କେତେ ମହାନ୍ ଏ ମହିଳା।ତେବେ ଆମେ ଆଜି ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ସ୍ୱାମୀଙ୍କ ଭୁଲକୁ କ୍ଷମା କରିଦେବା ପାଇଁ ରାଜି ଅଛନ୍ତି ।

ଏହା ବ୍ୟତୀତ ସ୍ବାମୀଙ୍କୁ ଆପଣାଇ ନେବା ପାଇଁ ମଧ୍ୟ ରାଜି ଅଛନ୍ତି । ଆଉ ଏପରି କଥା ଆପଣ କେବେ ଶୁଣି ନଥିବେ, ସେ କହୁଛନ୍ତି, ଖୁଡିଙ୍କ ସହିତ ସ-ମ୍ପର୍କ ରଖନ୍ତୁ ପଛକେ ତାଙ୍କ ପୁଅକୁ ବାପାର ପରିଚୟ ଦିଅନ୍ତୁ । ତେବେ ଆପଣ ଜାଣିଥିବେ ଆଜିର ସମାଜରେ ଅନେକ ମହିଳା ପୁରୁଷ ପର-କୀୟା ପ୍ରୀ-ତିରେ ପଡ଼ିଯିବା ପରେ ସେମାନଙ୍କ ସ-ମ୍ପର୍କ ଭାଙ୍ଗିଯାଉଛି ।

ଆଉ ସେମାନେ ଅଲଗା ହୋଇ ଯାଉଛନ୍ତି । କିନ୍ତୁ ଏପରି ମାମ-ଲା ପୁରାପୁରି ଅଲଗା । ସ୍ଵାମୀଙ୍କ ଭୁଲ ଜାଣି ମଧ୍ୟ ସ୍ବାମୀଙ୍କୁ ଆପଣାଇ ନେବା ପାଇଁ ରାଜି ଅଛନ୍ତି ସ୍ତ୍ରୀ । ତେବେ ସୂଚନା ଅନୁଯାୟୀ , ଜଣେ ମହିଳା ନିଜ ସ୍ୱାମୀଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ତାଙ୍କ କହିବା କଥା ଏହା ଯେ , ବିବାହର ଛଅ ମାସ ପର୍ଯ୍ୟନ୍ତ ତାଙ୍କ ସ୍ବାମୀଙ୍କ ସହିତ ତାଙ୍କର କିଛି ବି ସମ୍ପର୍କ ନଥିଲା ।

ଦୁହେଁ ଦୂରେଇ ଦୂରେଇ ରହୁଥିଲେ।ସେତେବେଳେ ସେ ଟିକିଏ ଟିକିଏ ସନ୍ଦେହ କରୁଥିଲେ କି ସ୍ଵାମୀଙ୍କର ଅନ୍ୟ ମହିଳା ସହିତ ସ-ମ୍ପର୍କ ରହିଛି । କିନ୍ତୁ ସେ ଏହାକୁ ପ୍ରମାଣ ସ୍ୱରୂପ ପାଇ ନଥିଲେ ।ତେବେ ବର୍ଷେ ପରେ ତାଙ୍କର ଛୁଆ ନ ହେବାରୁ ସମସ୍ତେ ପଚାରିଥିଲେ କଣ ପାଇଁ ଛୁଆ ହେଉ ନାହିଁ । ତେବେ ସୌଭାଗ୍ୟବଶତଃ ଦୁଇ ବର୍ଷ ପରେ ତାଙ୍କର ଛୁଆ ହୋଇଥିଲା । ପୁଣି ଏହାପରେ ସମସ୍ୟା ଆରମ୍ଭ ହୋଇ ଯାଇଥିଲା ।

ଆଉ ଏଥର ନିଜ ସ୍ୱାମୀଙ୍କ ଅସଲ ରୂପ ଜାଣିବାକୁ ପାଇଥିଲେ ମହିଳା । ନିଜ ଖୁଡିଙ୍କ ସହିତ ସମ୍ପ-ର୍କ ଥିବା କଥା ସେ ଜାଣି ଥିଲେ । ଆଉ ସ୍ବାମୀଙ୍କୁ ବାରଣ ମଧ୍ୟ କରିଥିଲେ । କିନ୍ତୁ କିଛି ହୋଇ ନଥିଲା । ଆଉ ଦୁଃ-ଖଭରା କଣ୍ଠରେ ଏକଥାକୁ ମଧ୍ୟ ଦୋହରାଇଛନ୍ତି ମହିଳାଙ୍କ ବାପା । ସେ କହୁଛନ୍ତି ତାଙ୍କ ଜ୍ବାଇଁ ନିଜ ଖୁଡ଼ି ସହ ସମ୍ପର୍କ ରଖି ଦୁଇଜଣ ଫେ-ରାର ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *