କେମିତି ଧରା ପଡ଼ିଥିଲା ମମିତା ହ-ତ୍ୟା ଘଟ-ଣାର ଅପ-ରାଧୀ ଗୋବିନ୍ଦ ସାହୁ।

ପ୍ରାୟ ବର୍ଷେ ତଳେ ସାରା ଓଡିଶାରେ ଏକ ଘ-ଟଣା ବହୁତ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହା କୌଣସି ଦୁର୍ଘ-ଟଣା ବା ସାଧାରଣ ହ-ତ୍ୟା ଘଟଣା ନଥିଲା, ଏଠାରେ ଏକ ଝିଅ କୁ ଦୁ-ଷ୍କର୍ମ କରିବା ପରେ ତାର ଶରୀରକୁ ଏକ କାର୍ ଭିତରେ ତାକୁ ପୋଡି ପାଉଁଶ କରି ଦିଆଯାଇଥିଲା। ପୋଲି-ସର ବହୁତ ଖୋଜାଖୋଜି ଆଉ ଛାନଭିନ୍ ପରେ ପ୍ରକୃତ ଘ-ଟଣା ସାମ୍ନାକୁ ଆସିଥିଲା। ମମିତା ମେହେର ଙ୍କୁ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଦୁ-ଷ୍କର୍ମ କରିବା ପରେ ତାଙ୍କ ଶରୀରକୁ ଜାଳି ପାଉଁଶ କରି ଦେଇଥିଲେ।

ଆଉ ଏହାପରେ ଗୋବିନ୍ଦ ସାହୁଙ୍କୁ ପୋ-ଲିସ ଗି-ରଫ କରି ଜେ-ଲ୍ ରେ ରଖିଥିଲି କାରଣ ଗୋବିନ୍ଦ ସାହୁ ହିଁ ଏହି ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ଥିଲେ।ଆଉ ଏବେ ସେହି ବହୁ ଚର୍ଚ୍ଚିତ ମମିତା ମେହେର ହ-ତ୍ୟା ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ଗୋବିନ୍ଦ ସାହୁ ଆ-ତ୍ମହ-ତ୍ୟା କରିବା ଘ-ଟଣା ସାମ୍ନାକୁ ଆସିଛି। ପାଖାପାଖି ୧୪ ଦିନ ହେବ ବିଚାରାଧିନ କ-ଏଦୀ ଭାବେ ଥିବା ଗୋବିନ୍ଦ ଗତକାଲି ସକାଳେ ଆ-ତ୍ମହ-ତ୍ୟା କରିଥିବା ଘ-ଟଣା ସାମ୍ନାକୁ ଆସିଛି।

ଗତବର୍ଷ ଅକ୍ଟୋବରରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହ-ତ୍ୟା କରାଯାଇଥିଲା। ଆଉ ଏହି ଘଟ-ଣାରେ ମହାଲିଙ୍ଗ କଲେଜର ମାଲିକାଗୋବିନ୍ଦ ସାହୁଙ୍କୁ ମୁଖ୍ୟ ଅଭି-ଯୁକ୍ତ ଭାବେ ପୋ-ଲିସ ଗି-ରଫ କରିଥିଲା। ପର-କୀୟା ପ୍ରୀତି ଘ-ଟଣା ସାମ୍ନାକୁ ଆସିଯିବା ଭ-ୟରେ ମମିତାଙ୍କୁ ହ-ତ୍ୟା କରିଥିବା କଥା ସାମ୍ନାକୁ ଆସିଥିଲା। ମମିତାଙ୍କ ହ-ତ୍ୟା ପରେ ଅନେକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଆଉ ଅନେକ ରାଜନୈତିକ ଦଳ ମାନେ ଗୋବିନ୍ଦ ସାହୁଙ୍କୁ ଗି-ରଫ କରିବା ଆନ୍ଦୋଳନ କରିଥିଲେ।

ଏହାପରେ ପୋ-ଲିସ ଗୋବିନ୍ଦ ସାହୁଙ୍କୁ ଧରି ଟିଟିଲାଗଡ ଜେଲକୁ ନେଇ ସେଠାରେ ପଚରା ଉଚରା କରିଥିଲା। ପାଖାପାଖି ଦେଢ଼ ବର୍ଷ ପରେ ଗତକାଲି ଗୋବିନ୍ଦ ସାହୁ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଘଟ-ଣା ସାମ୍ନାକୁ ଆସିଛି। ତେବେ ଏହି ଘଟ-ଣାରେ ଅନେକ ବଡ ବଡ ମୁହଁ ସାମିଲ୍ ଥିବା କଥା ଶୁଣିବାକୁ ମିଳୁଥିବା ବେଳେ, ଏହି ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ଆ-ତ୍ମହ-ତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆ-ତ୍ମହ-ତ୍ୟାର ରୂପ ଦେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *