ଇଂରାଜୀ ପାଇଁ କୋର୍ଟରେ ହଟହଟା ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅନୁଭବ ମହାନ୍ତିଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।ହଁ ଆଜ୍ଞା ଓଡ଼ିଆ ଅଭିନେତ୍ରୀ ଇଂରାଜି ବୁଝିବାରେ ଅସକ୍ଷମ ହେଲେ। କୋର୍ଟରେ ଓକିଲଙ୍କ କଥା ବୁଝିବାରେ ସକ୍ଷମ ହେଲେ।ଭାଷାକୁ ନେଇ ଏବେ ସୃଷ୍ଟି ହେଇଚି ଅଡ଼ୁଆ ପରିସ୍ଥିତି।

ଷ୍ଟାର ଅଭିନେତ୍ରୀ ଆଉ ଅଭିନେତା ଙ୍କ ପାରିବାରିକ ଅସୁବିଧା ବିଷୟରେ କୋର୍ଟ ରେ ବିଚାର ଚାଲିଥିବା ବେଳେ ଏହି ଅସୁବିଧା ଦେଖିବାକୁ ମିଳିଥିଲା।ତେବେ ବର୍ଷା ଇଂରାଜୀ ବୁଝି ନପାରିବାରୁ ଏପରି ଅସୁବିଧା ଦେଖିବାକୁ ମିଳିଛି।ସେ ଇଂଲିଶ ବୁଝି ନ ପାରିବାରୁ ଜେରା କରିବାରେ ଅସୁବିଧା ହେଇଛି ବୋଲି ତାଙ୍କ ଓକିଲ ସେଥିପାଇଁ ସେ ପ୍ରଶ୍ନର ଉତ୍ତର ମଧ୍ୟ ରଖି ପାରିନାହାନ୍ତି।ବର୍ଷାଙ୍କ ଓକିଲ କରିଥିଲେ ଯେ ତାଙ୍କ ପ୍ରତିପକ୍ଷ ଓକିଲ ତାଙ୍କୁ କେତେକ ଆପତିଜନକ ପ୍ରଶ୍ନ ପଚାରିଥିଲେ ଯାହାକି ସେ ବୁଝି ପାରିନଥିଲେ।

ତେବେ ଆସନ୍ତାକାଲି ପୁଣି ଥରେ ବର୍ଷାଙ୍କୁ ଆଉ ଥରେ ଫେମିଲି କୋର୍ଟରେ ଜେରା ପାଇଁ ହାଜିର୍ ହେବାକୁ କୁହା ଯାଇଛି।ତେବେ କଟକ ଫେମିଲି କୋର୍ଟରେ ହାଜର ହେଇଥିଲେ ବର୍ଷା ଓ ଅନୁଭବ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅନୁଭବ ମହାନ୍ତିଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହଜାର ହଇଥିଲେ କଟକ ଫେମିଲି କୋର୍ଟରେ ସାକ୍ଷ୍ୟ ପ୍ରମାଣ ପାଇଁ। ବର୍ଷାଙ୍କ ଆଇନଜୀବୀ ସିଦ୍ଧାର୍ଥ ଦାସ ବି ଉପସ୍ଥିତ ରହିଥିଲେ।

ଏହି ମାମଲାରେ ଆଜି ସାକ୍ଷ୍ୟ ପ୍ରମାଣ ପାଇଁ କୋର୍ଟ ଡାକରା ଦେଇଥିଲେ।ଏହି ଭିତରେ ଅନୁଭବଙ୍କ ଓକିଲ ବର୍ଷlଙ୍କୁ ଇଂରାଜୀରେ କିଛି ପ୍ରଶ୍ନ ପଚାରିଥିଲେ ଯାହା କି ସେ ବୁଝି ପାରିନଥିଲେ।ଏହି ଭଳି ଆଜି ଜେରା ସଂପୂର୍ଣ୍ଣ ହେବାରୁ ଆଜି କୋର୍ଟକୁ ସ୍ଥଗିତ ରଖା ଯାଇଥିଲା ।ତେବେ କାଲି ଆଉ ଥରେ ଶୁଣାଣି ପାଇଁ କୋର୍ଟ ଆଉ ଥରେ ଡାକରା ଦେଇଛନ୍ତି।

Leave a Reply

Your email address will not be published. Required fields are marked *