ଯିଏ ଯେଉଁ ଭଳିଆ ସେମାନେ ସେଭଳି କମେଣ୍ଟ ଦିଅନ୍ତି, କହିଲେ ପୁପିନ୍ଦର।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଓଡ଼ିଆ ଫିଲ୍ମ ଜଗରତ ସୁନାମଧନ୍ୟ କଳାକାର ପୁନିନ୍ଦର୍ କମେଣ୍ଟ ମାରିବା ବିଷୟରେ ମତ ଦେଇଛନ୍ତି।

ସେ କହିଛନ୍ତି କି ମନରେ ଯାହା ଆସିଲେ ତାହା ବିଷୟରେ ଭାବିକି କମେଣ୍ଟରେ ଯାହା ଲେଖନ୍ତି।ସେ କହିଛନ୍ତି ଭୋଲୋ ମନ୍ଦ କୁ ସାଇଡି କରିକି ସେ କେମିତିକା ସେମତି କମେଣ୍ଟ କରିବି। ଯିଏ କେମିତିକା ସେ ଏମିତିକା କମେଣ୍ଟ ଟେ ଦବ। ଯିଏ କେମିତିକା ଦୁନିଆକୁ ଦେଖେ ସେ ସେପରି କମେଣ୍ଟ କରନ୍ତି।

ଜଉ ଚିନ୍ତାଧାରାରେ ଆମେ ଭିଡିଓ ଟାକୁ ଦେଖୁ ସେପରି ଆମ ମନରେ ଚିନ୍ତା ଧାରା ସୃଷ୍ଟି ହୁଏ ସେ ସେହିପରି କମେଣ୍ଟ କରେ।ଯଦି ଜଣେ ଭଲ ତାହେଲେ ସେ ଭଲ କମେଣ୍ଟ ଦବ ନଚେତ୍ ଖୋରପ କମେଣ୍ଟ ଡବ ତାହା ଚିନ୍ତା ଧାରା ଉପରେ ନିର୍ଭର କରେ।ସେ କହିଛନ୍ତି ଯେଉଁମାନେ ଭିଡିଓ ରେ ଖରାପ କମେଣ୍ଟ କରୁଛନ୍ତି ସେମାନଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ।ସେମାନେ ତାଙ୍କ ବାପା ମାଙ୍କ ସହ ଟାଇମ ବିତେଇବା ଆବଶ୍ୟକ।ନିଜ ପରିବାର ସହ ଟାଇମ ବିତେଇବା ଆବଶ୍ୟକ ,ଦେଖିବେ ନିଶ୍ଚିତ ତାଙ୍କ ମନରେ ପରିବର୍ତ୍ତନ ଆସିବ ।

କଣ ଆମ ସଂସ୍କୃତି ରେ ରହିଛି ଏପରି କମେଣ୍ଟ କଣ ଆମ ପରମ୍ପରାରେ ରହିଛି ଆମେ ଅପୋରି କହିବା। ଯିଏ ବି ଏମିତି କହୁଛନ୍ତି ସମାନେ ଖରlପ ନୁହନ୍ତି ମାତ୍ର ସେମାନଙ୍କ ଭିତରେ କିଛି ଦୁଃଖ ଭରିରହିଛି।ଜଉଟା କି ଆପଣ ସହି ପାରୁନଥିବେ।କିମ୍ବା ଫେମୋସ ହେବା ପାଇଁ ଏମିତି କାମ କରୁଥିବେ।ସେ କହିଛନ୍ତି ଭଲ ଲେଖିଲେ ଭଲ ଖରାପ ଲେଖିଲେ ବି ଆପଣ।କିନ୍ତୁ ଚେଷ୍ଟା କରନ୍ତୁ ଭଲ କମେଣ୍ଟ ଲେଖିବା ପାଇଁ ଓ ଯାହା ଲେଖୁଛନ୍ତି ଭାବି ଚିନ୍ତି କମେଣ୍ଟ କରିବାକୁ।ଯାହା ଆପଣଙ୍କ ପାଇଁ ମଧ୍ୟ ଭଲ।

Leave a Reply

Your email address will not be published. Required fields are marked *