ଦୀର୍ଘ ୧୫ଦିନ ଧରି କାର ରେ ଥିଲେ ଜଣେ ପୁଅ ଆଉ ଦୁଇ ଜଣ ଝିଅ। କାର ଭିତରେ କରୁଥିଲେ କ’ଣ?

ପାଠକବନ୍ଧୁ ଏ ଦୁନିଆଟି ବଡ଼ ବିଚିତ୍ର।ସବୁଦିନ କିଛି ଘଟଣା ଘଟିଥାଏ।ତ ମଧ୍ୟରେ କିଛି ଭଲ ଥାଏ ଆଉ କିଛି ଖରାପ ଥାଏ।କିନ୍ତୁ ବେଳେ ବେଳେ କିଛି କିଛି ଆଶ୍ଚର୍ଯ୍ୟ କର ଘ-ଟଣା ଘଟିଥାଏ,ଯାହା ଲୋକ ମାନଙ୍କୁ ଚିନ୍ତା ରେ ପକାଇଦିଏ।ଏଭଳି ଏକ ଆଶ୍ଚର୍ଯ୍ୟ କର ଘଟ-ଣା ଘ-ଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥା-ନା ଅନ୍ତର୍ଗତ ଆନନ୍ଦପୁର ଜଳସମ୍ପଦ ବିଭାଗ ସାମ୍ନା ପଡିଆ ରେ।ସେଠାରେ ଏକ କାର ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ ପନ୍ଦର ଦିନ ହେବ ପଡିଆରେ କେତେବେଳେ ଗୋଟେ କୋଣ ତ କେତେବେଳେ ଆଉ ଗୋଟେ କୋଣ ଆଉ କେତେବେଳେ ରାସ୍ତା ପାଖରେ ଯାଇ ରହୁଥିଲା।ଆସନ୍ତୁ ଜାଣିବା ଏହା ସମ୍ପର୍କ ରେ।

ବନ୍ଧୁଗଣ ଘଟ-ଣା ଟି ଏପରି, କେନ୍ଦୁଝର ଜିଲ୍ଲା ଘଷିପୁରା ଥା-ନା ଅନ୍ତର୍ଗତ ଆନନ୍ଦପୁର ଜଳସମ୍ପଦ ବିଭାଗର କଲୋନୀ ପଡିଆ ଆଗରେ ଏକ କଳା କାର ଆସି ପାର୍କ ହୋଇଥିଲା।ତେବେ ସେହି କାର ଟି ଗୋଟେ ଦିନ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ ପନ୍ଦର ଦିନ ହେବେ ସେଠାରେ ରହିଥିଲା।କେତେବେଳେ ପଡିଆ ର ଗୋଟେ କୋଣ ରେ କେତେବେଳେ ଆଉ ଗୋଟେ କୋଣ ରେ।

ଆଉ ବେଳେ ବେଳେ ରାସ୍ତା ପାଖରେ ଆସି ପାର୍କ ହେଉଥିଲା।ତେବେ ପ୍ରଥମେ ପ୍ରଥମେ ଲୋକଙ୍କର ଧ୍ୟାନ କାର ପ୍ରତି ଏତେ ଯାଇନଥିଲା।କିନ୍ତୁ ପରେ ଯେତେବେଳେ କାରଟି ଏପରି ଭାବରେ ପନ୍ଦର ଦିନ ଧରି ପଡିଆରେ ବୁଲୁଥିଲା ଆଉ କାର ମଧ୍ୟରେ ଥିଲେ ଗୋଟେ ପୁଅ ଆଉ ଦୁଇ ଜଣ ଝିଅ।

କଲୋନୀର ବାସିନ୍ଦା ବୁଝିପାରୁ ନଥିଲେ ଯେ କାରଟି କେଉଁ ଉଦ୍ୟେଶ୍ୟରେ ଏଠାରେ ଆସି ରହିଛି ଆଉ ପୁଅ ଝିଅ ସେଠାରେ କ’ଣ କରୁଛନ୍ତି।ଶେଷରେ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ କାର ନିକଟକୁ ଆସି ପୁଅ ଝିଅଙ୍କୁ ଏ ସମ୍ପ-ର୍କରେ ପଚାରିଥିଲେ।କିନ୍ତୁ ସେମାନେ ସଠିକ୍ ଉତ୍ତର ନଦେଇ ଗା-ଳି ଗୁ-ଲଜ କରିଥଲେ।ତେବେ ସେଠାକାର ବାସିନ୍ଦା ଜଣେ ଜୁନିଅର କ୍ଲର୍କଙ୍କ କହିବା ଅନୁସାରେ, ଯେତେବେଳ ସେମାନେ ସ-ନ୍ଦେହ କରି ତାଙ୍କୁ ପ-ଚରା ଉ-ଚରା କରିଥିଲେ ସେମାନେ ଠିକ୍ ଭାବରେ ଉତ୍ତର ଦେଇନଥିଲେ।

ସେମାନେ ଖାଲି କହିଥିଲେ ଯେ ସେ ପୁଅ କ’ଣ ଆଇଏଏସ ଅଛି ଆଉ ଦୁଇ ଝିଅଙ୍କ ମଧ୍ୟରୁ କିଏ ଡାକ୍ତରୀ ପାଠ ପଢୁଛି।ଏହା ପରେ ସେମାନେ ତାଙ୍କୁ ଗା-ଳି ଗୁ-ଲଜ କରିଥଲେ।ଏହା ପରେ ସେମାନେ ତା ପରଦିନ ସକାଳେ ଥା-ନାରେ ଅଭି-ଯୋଗ କଲା ପରେ ପୋ-ଲିସ ଆସି ଘ-ଟଣା ପଚରା ଉଚରା କରିଥିଲା।

ତେବେ ସେମାନେ ପୋ-ଲିସ କୁ ଠିକ୍ ଉତ୍ତର ନ ଦେଇ ଗେଟ୍ ଭା-ଙ୍ଗି ପଳାଇଥିଲେ।ଏହା ପରେ ପୋ-ଲିସ ତାଙ୍କ ପଛରେ ଯାଇ କିଛି ବାଟ ପରେ ତାଙ୍କୁ ଧ-ରିଥିଲା।ତେବେ ସେହି ପୁଅ ଆଉ ଦୁଇ ଜଣ ଝିଅ ଏବେ ଥା-ନା ରେ ଅଛନ୍ତି ଏବଂ ଘଟ-ଣାଟିର ତ-ଦନ୍ତ ଚାଲିଛି।ତ-ଦନ୍ତ ପରେ ଜଣା ପଡ଼ିବ ଘ-ଟଣା ସମ୍ପର୍କରେ।

Leave a Reply

Your email address will not be published. Required fields are marked *