ପୁଅ ଯଦି ହାଫ ପ୍ୟାଣ୍ଟ ପିନ୍ଧୁଛି, ଝିଅ ବି ହାଫ ପ୍ୟାଣ୍ଟ ପିନ୍ଧୁଚି । ପୁଅ ଗଞ୍ଜି ପିନ୍ଧିଲେ ଝିଅ ବି କହୁଛି ଗଞ୍ଜି ପିନ୍ଧିବ ଏପରି କିଛି ମନ୍ତବ୍ୟ ଦେଲେ ଶୁଭମ ଜାଣନ୍ତୁ ।

ବନ୍ଧୁଗଣ ନିକଟରେ ଏକ ସାକ୍ଷାତକାର ରେ ଶୁଭମ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦେଖନ୍ତୁ ଆପଣ ଯଦି ଗୋଟେ ଭଲ ପୋଷ୍ଟ କରନ୍ତୁ ଯେଉଁଥିରେ ସୋସିଆଲ ମେସେଜ ଥିବ ତା ଦେହରେ ୫ଟା ୧୦ଟା କିମ୍ଵା ଅତି ବେଶୀରେ ୨୦ଟା ଲାଇକ୍ ହେଇଥିବ । କିନ୍ତୁ ଗୋଟେ ସେମିତି ସେକ୍ସି ଏକପ୍ରେସନ୍ ଦିଅନ୍ତୁ ଚାଲିଯିବ ୩୦ ହଜାର ୪୦ ହଜାର ଲାଇକ ପର୍ଯ୍ୟନ୍ତ ମଧ୍ୟ ଆସିଯିବ । ଗୋଟିଏ କଥା ହେଉଛି ଯେ ଆଜିକାଲି ପୁଅ ଝିଅ ମଧ୍ୟରେ କମ୍ପିଟିସନ୍ ଚାଲିଲାଣି ।

ପୁଅ ଯଦି ହାପ୍ ପ୍ୟାଣ୍ଟ୍ ପିନ୍ଧିିଲା ତୋ ଝିଅ ମଧ୍ୟ କହୁଛି ଯେ ମୁଁ ମଧ୍ୟ ହାଫ୍ ପ୍ୟାଣ୍ଟ ପିନ୍ଧିବି । ପୁଅ ଯଦି ଖାଲି ଗଞ୍ଜି ପିନ୍ଧୁଛି ତୋ ଝିଅ ମଧ୍ୟ କହୁଛି ମୁଁ ଭି ସେମିତି ଗଞ୍ଜି ପିନ୍ଧିକି ବୁଲିବି । ପୁଅ ଯଦି ଖାଲି ଡ୍ରେସ୍ ରେ ଯାଉଛି ଝିଅ ମଧ୍ୟ କହୁଛି ମୁଁ ମଧ୍ୟ ଖୋଲା ଦେହରେ ବାହାରକୁ ପଳେଇବି । ପୁଅ ମାନେ ଯାହା କରି ପାରିବେ ଝିଅମାନେ ମଧ୍ୟ ସେସବୁ କରି ପାରିବେ ବୋଲି ଆଜିକା ସମୟର ଗୋଟେ କମ୍ପିଟିସନ୍ ଚାଲିଲାଣି । ସେଇଟା ଧିରେ ଧିରେ ଏବେ ସ୍ତ୍ରୀ ଲୋକଙ୍କ ଉପରେ ମଧ୍ୟ ପଡ଼ିଲାଣି ।

ରିଲ୍ସ କର କାରଣ ରିଲ୍ସ ନିଜ ପସନ୍ଦ ଅନୁସାରେ ସମସ୍ତେ କରି ପାରିବେ । ସେଇଟା ନକରିବାକୁ କାହାକୁ ମଧ୍ୟ ମନା ନାହିଁ । ସମସ୍ତଙ୍କ ସ୍ଵାଧୀନତା ଅଧିକାର ଅଛି କରି ପାରିବେ । କିନ୍ତୁ ଆଜିକାଲି କେବଳ ଝିଅ ନୁହଁନ୍ତି ସ୍ତ୍ରୀଲୋକ ମଧ୍ୟ ଆଜିକାଲି ରିଲ୍ସରେ ଏମିତି ଭାବ ଭଙ୍ଗୀ ଦେଉଛି ଯେ ସେଥିରୁ ଜଣା ପଡିଯାଉଛି ସେ କଣ ଚାହୁଁଛି । ତା ମାଇଣ୍ଡ ଭିତରେ କଣ ଅଛି । କାରଣ ସବୁ ଜିନିଷ କୁହନ୍ତି ମନ ଭିତର ବା ହୃଦୟ ଭିତରର ଜିନିଷ ଟା ମୁହଁରୁ ଜଣା ପଡ଼େ । ତେଣୁ ସେ ରିଲ୍ସରେ ଯେଉଁ ଭାବ ଭଙ୍ଗୀ ଦେଉଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ପବ୍ଲିକକୁ କଣ ସେ କହୁଛି ।

ବେଶୀ ଲାଇକ ପାଇବା ପାଇଁ ଝିଅ କିମ୍ଵା ସ୍ତ୍ରୀ ଲୋକ ମାନେ ପେଟ ଛାତି ଦେଖାଇ ରିଲ୍ସ କଲେ । ଲଜ୍ୟା ବେଉଛି ନାରୀର ଭୂଷଣ । କିନ୍ତୁ ଆଜିକାଲି ଶାଢ଼ୀ ପିନ୍ଧିଥିବେ ତାହା ନ ପିନ୍ଧିବା ସହ ସମାନ । ଶାଢ଼ୀ ପିନ୍ଧିବା ତା ସହିତ ଲଜ୍ଜା ନିବାରଣ କାରିବା ପାଇଁ କିନ୍ତୁ ଆଜିକାଲି ଶାଢ଼ୀ ପିନ୍ଧୁଛନ୍ତି ସାଥିରେ ଫାଳେ ପେଟ ଦେଖା ହେଉଥିବ ଛାତି ଦେଖା ହେଉଥିବ । ସେମିତି ଶାଢ଼ୀ ପିନ୍ଧି ପବ୍ଲିକ ମାନଙ୍କୁ ଆଟ୍ରାକ୍ଟ୍ କରିବେ ପରେ ତାଙ୍କ ସହ ଚାଟିଂ କରିବେ । ସେମାନେ କଉ ଶ୍ରେଣୀର ହୋଇଥିବେ ।

Leave a Reply

Your email address will not be published. Required fields are marked *