ମୁଁ ପର ପୁରୁଷ ପାଖରେ ଶୋଇଲେ ମୋ ସ୍ବାମୀକୁ ଖୁସି ମିଳୁଛି, କହିଲେ ମହିଳା।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଅଭାବନୀୟ ଘଟଣା ଘଟି ଯାଇଛି କେନ୍ଦ୍ରାପଡା ଅଞ୍ଚଳରେ।ଜଣେ ମହିଳା ଏମିତି ଏକ ଅଭିଯୋଗ ଆଣିଛନ୍ତି ଆପଣ ଶୁଣିଲେ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ।ସେ ମହିଳା କହୁଛନ୍ତି ସେ ପର ପୁରୁଷ ପାଖରେ ସୁଇଲେ ତାଙ୍କ ସ୍ବାମୀଙ୍କୁ ବହୁତ୍ ଭଲ ଲାଗେ।ତାଙ୍କ ସ୍ଵାମୀ କହୁଛନ୍ତି ପର ପୁରୁଷ ସହ ସୁଅ।ପର ପୁରୁଷ ସହ ରାତି କଟାଅ। ମୁଁ ପର ପୁରୁଷ ସହ ଶୋଇଲେ ମୋ ସ୍ବାମୀକୁ ଭାରି ଭଲ ଲାଗୁଛି।

ସେଥିପାଇଁ ମୋ ସ୍ବାମୀ ବାଧ୍ୟ କରୁଛି ପର ପୁରୁଷ ପାଖେ ଶୋଇବାକୁ।ପର ପୁରୁଷକୁ ଘରକୁ ଧରିକି ଆଣୁଛି ମୋ ସ୍ବାମୀ ଆଉ କହୁଚି ପର ପୁରୁଷ ସହ ଶୋଇବାକୁ। ସେପଟେ ପର ପୁରୁଷ ଏପଟେ ମୋ ସ୍ବାମୀ ଆଉ ମଝିରେ ମୁଁ।ଆଉ ରାତିରେ ସେ ପର ପୁରୁଷ ମୋ ସହ ଶାରୀରିକ ସଂପର୍କ ରଖୁଛି।ଆଉ ଏପୋଟେ ମୋ ସ୍ବାମୀ ବେଡସିଟ ତଳୁ ସବୁ ଦେଖୁଛି,ଗୋଟେ ସ୍ବାମୀ ଆଗରେ ତା ସ୍ତ୍ରୀ ର ବଳାତ୍କାର ହବାର।ଆଉ କହୁଛି ଧନ ଟିକେ ସହିଯା ପର ପୁରୁଷକୁ ଟିକେ ଖୁସି କରିଦେ।

ଆଉ ମୁଁ ସ୍ବାମୀ ର କଥା ମାନି ପର ପୁରୁଷର ରାତିର ସାଥି ହେଇଯାଏ।ଯେତେବେଳେ ପର ପୁରୁଷ ମୋ ଦେହକୁ ଝୁଣୁ ଥାଏ ସେତେବେଳେ ମୋ ସ୍ବାମୀ ବେଡସିଟ ତଳୁ ସବୁ ଦେଖୁଥାଏ।ମୋ ସ୍ବାମୀ କୁ କିଛି ଫରକ୍ ପଡୁନଥାଏ। ପ୍ରତିଦିନ ରାତିରେ ମୋ ସ୍ବାମୀ ପରପୁରୁଷକୁ ଘରକୁ ଆଣେ ଆଉ ମୋତେ ତାଙ୍କ ସହ ଶୋଇବାକୁ ବାଧ୍ୟ କରେ।ଆଉ ଏଥିରେ ମୋ ସ୍ୱାମୀକୁ ମିଳେ ଖୁସି।ମୋର ଗୋଟେ୫ ବର୍ଷ ର ପୁଅ ମଧ୍ୟ ଅଛି।

ମୋ ସ୍ବାମୀ ତାକୁ ଖଟ କଡ଼କୁ ଠେଲି ଦିଅନ୍ତି।ଆଉ ମୋତେ ପର ପୁରୁଷ ର ରାତିର ସାଥି କରିଦିଅନ୍ତି। ସହି ସହି ୩ ମାସ ସହିଲି ଆଉ କେତେ ସହିବି?କେତେ ଦିନ ପର ପୁରୁଷ ପାଖରେ ଶୁଇବି? ପ୍ରତି ଦିନ ଏପରି କରୁଥିଲା ମୋ ରାତି।ପର ପୁରୁଷ ମୋ ସ୍ବାମୀ ଆଉ ମଝିରେ ମୁଁ।ଅଗ୍ନି କୁ ସାକ୍ଷୀ ରଖି ଯାହାକୁ ବିବାହ କରିଥିଲେ ସେ ଆଜି ମୋତେ ପର ପୁରୁଷ ପାଖେ ଶୋଇବାକୁ ବାଧ୍ୟ କଲା।ରାତିରେ ଶାନ୍ତନୁ ଆସି ମୋ ସହ ଶାରୀରିକ ସଂପର୍କ ରଖେ ଆଉ ମୋ ସ୍ବାମୀ ବସି ସେସବୁ ଦେଖେ।

Leave a Reply

Your email address will not be published. Required fields are marked *