ପର ପୁରୁଷ ସହ ଶୋଇବାକୁ ବାଧ୍ୟ କରୁଥିଲା ସ୍ୱାମୀ, ବି-ରୋଧ କଲେ ସ୍ତ୍ରୀକୁ ଦେଉଥିଲା ନିର୍ଯା-ତନା

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଖାଇ ବ୍ଲକ ଅନ୍ତର୍ଗତ ପଣ୍ଡାସାହି ଗ୍ରାମରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଏଠାରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଶୋଇବାକୁ ବାଧ୍ୟ କରନ୍ତି। କଥାକୁ ନେଇ ବି-ରୋଧ କଲେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ମା-ଡ଼ ମା-ରି ନିର୍ଯା-ତନା ଦେବା ସହ ଖାଇବାକୁ ମଧ୍ୟ ଦିଅନ୍ତି ନାହିଁ।

ଶେଷକୁ ସବୁ ଅସହ୍ୟ ହେବାପରେ ମହିଳା ଜଣକ ସ୍ଥାନୀୟ ଥା-ନାରେ ନିଜ ସ୍ୱାମୀ ନାମରେ ଅଭି-ଯୋଗ କରିଛନ୍ତି। ତେବେ ସୂଚନା ଅନୁସାରେ ପଣ୍ଡା ସାହି ଗ୍ରାମର ସରୋଜ ପଣ୍ଡା ନାମକ ଜଣେ ଯୁବକ ବିବାହିତ ହୋଇ ମଧ୍ୟ ପର ମହିଳା ସହ ସ-ମ୍ପର୍କ ରଖିଥିଲେ। ସେହି ମହିଳା ସହ ଯୁବକ ଜଣକ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେଉଥିଲେ।

କେବଳ ଏତିକି ନୁହେଁ ସେହି ପର ମହିଳା ସହ ଶାରୀ-ରିକ ସ-ମ୍ପର୍କ ମଧ୍ୟ ସେ ରଖିଥିଲେ। ସ୍ତ୍ରୀ ଜଣକ ସବୁକିଛି ଜାଣି ମଧ୍ୟ ଚୁପ୍ ରହୁଥିଲେ।ତେବେ ସ୍ତ୍ରୀ ଜଣକ ମିଡିଆ ଆଗରେ କହିଛନ୍ତି ଯେ,” ମୋ ସ୍ୱାମୀ ଯେଉଁ ପର ମହିଳା ସହ ସମ୍ପ-ର୍କ ରଖିଛନ୍ତି ତାଙ୍କର ଏକ ପୁଅ ମଧ୍ୟ ଅଛି ଏବଂ ପୁଅଟି ମୋ ସହ ଦେଢ଼ ବର୍ଷ ହେଲା ସମ୍ପ-ର୍କ ରଖିଲାଣି।

ସେପଟେ ମୋ ସ୍ୱାମୀ ପର ମହିଳା ପାଖେ ସୋଉଥିବା ବେଳେ ସେହି ପର ମହିଳାର ପୁଅ ଆସି ମୋ ପାଖେ ଶୋଉଛି। ମୁଁ ଏହାକୁ ବିରୋଧ କଲେ ମତେ ମୋ ସ୍ୱାମୀ ହିଁ ମାର-ପିଟ କରୁଛନ୍ତି। ଖାଇବାକୁ ଦେଉନାହାନ୍ତି। ଭୋକ ଓପାସରେ ରଖିବା ସହ ପ୍ରତିଦିନ ମୋ ସ୍ୱାମୀ ସେହି ସାନ୍ତନୁ ନାମକ ଯୁବକକୁ ଘରକୁ ଆଣି ମୋ ସହ ସୁଆଉଛନ୍ତି। ନିର୍ଯାତନା ଏବଂ ଏପରି କାର୍ଯ୍ୟକୁ ଆଉ ସହ୍ୟ ନକରି ପାରି ମୁଁ ମୋ ସ୍ୱାମୀ ନାମରେ ଥା-ନାରେ ଅଭି-ଯୋଗ କରିଛି।”

Leave a Reply

Your email address will not be published. Required fields are marked *