ନାବ-ଳିକାକୁ ଅସ-ଦାଆ-ଚରଣ କରି ଫସିଗଲେ ଡାକ୍ତର, ଦେଖାଗଲା ଡାକ୍ତରଖାନାରେ ଉତ୍ତେଜନାର ପରିସ୍ଥିତି

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରୁ ଶୁଣିବାକୁ ମିଳିଛି ଏକ ଅସଦାଆଚରଣର ଅଭି-ଯୋଗ। ଯାହାକୁ ନେଇ ସୋମବାର ରାତିରେ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେ-ଜନା ଦେଖାଦେଇଥିଲା। ଏହାପରେ ଅଭି-ଯୁକ୍ତ ଡାକ୍ତର ସୌରଭ ଉପାଧ୍ୟାୟକୁ ପୋ-ଲିସ ଗି-ରଫ କରି ଅଟକ ରଖିଛି।

ସୂଚନା ଅନୁସାରେ ଡିସେମ୍ବର 15 ତାରିଖ ସୋମବାର ରାତିରେ ଜଣେ 14 ବର୍ଷିୟା ନାବାଳିକା ପେଟରେ ଯ-ନ୍ତ୍ରଣା ଅନୁଭବ କରିବାରୁ ନିଜ ମାଆ ସହ ପିଆର୍‌ଏମ୍‌ (ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ)ମେଡିକାଲ୍‌କୁ ଆସିଥିଲେ।ଏହି ସମୟରେ ସେଠାରେ ଦାୟିତ୍ୱରେ ଥିବା ଶିଶୁ ରୋଗ ଡାକ୍ତର ସୌରଭ ଉପାଧ୍ୟାୟ ନାବାଳିକାର ଚେକ-ଅପ କରିଥିଲେ।

ଡାକ୍ତର ଜଣକ କ୍ୟାବିନ ଭିତରେ ଝିଅଟିକୁ ବସାଇ ତାଙ୍କ ମାଆଙ୍କୁ କ୍ୟାବିନ୍‌ ବାହାରକୁ ପଠାଇ କବାଟ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ନାବ-ଳିକା ଜଣକ କା-ନ୍ଦି କା-ନ୍ଦି ବାହାରକୁ ଆସିଲେ। କାନ୍ଦି-ବାର କାରଣ ପଚାରିବାରୁ ଡାକ୍ତର ତାଙ୍କୁ ଅସ-ଦାଚ-ରଣ କରିଛନ୍ତି ବୋଲି ନାବା-ଳିକା କହିଥିଲେ।

ଏହାପରେ ସେଠାରେ ଉପସ୍ଥିତ ଲୋକମାନେ ଏବଂ ଝିଅର ପରିବାର ଲୋକ ଡାକ୍ତରଙ୍କୁ ସେ ବିଷୟରେ ପଚାରିବାରୁ ଡାକ୍ତର କହିଥିଲେ ଯେ ସେ କେବଳ ପରୀକ୍ଷା କରିଛନ୍ତି। କିନ୍ତୁ ଏହି କଥା କହିବା ସମୟରେ ଡାକ୍ତରଙ୍କ ମୁହଁରୁ ମ-ଦର ଗ-ନ୍ଧ ବାହାରିବାକୁ ଲାଗିଲା।

ଯାହାପରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ଡାକ୍ତରଙ୍କୁ କ୍ୟାବିନ୍‌ ଭିତରେ ଅଟକ ରଖି ପା-ଟିତୁ-ଣ୍ଡ ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ପୋ-ଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ କରିଥିଲା। ସେଠାରେ ଉପସ୍ଥିତ ଲୋକମାନେ ପୋ-ଲିସକୁ ଏହାମଧ୍ୟ କହିଥିଲେ ଯେ ଏହି ଚିକିତ୍ସାଳୟରେ ଚିକିତ୍ସା ସେବାକୁ ନେଇ ବହୁତ ଅବହେଳା ଦେଖାଯାଉଛି। ଏହାସହ କିଛିଦିନ ପୂର୍ବରୁ ରୋଗୀମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଘ-ଟଣା ସାମ୍ନାକୁ ଆସିଥିଲା। ଆଉ ଏବେ ଏହି ଘଟ-ଣା ଦେଖା ଦେଇଛି।

ଏହାପରେ ପୋ-ଲିସ ସେହି ଝିଅକୁ ଲିଖିତ ଅଭି-ଯୋଗ କରିବା ପାଇଁ କହିଥିଲେ।ତେବେ ମଙ୍ଗଳବାର ଦିନ ଥା-ନାକୁ ଯାଇ ନାବା-ଳିକା ଜଣକ ଲିଖିତ ଅଭି-ଯୋଗ କରିବା ପରେ ପୋ-ଲିସ ମାମ-ଲାକୁ ରୁଜୁ କରି ଅଭି-ଯୁକ୍ତ ଡାକ୍ତରଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି। ଏହାସହ ଡାକ୍ତରଙ୍କୁ ଜାମିନ ନ ମିଳିବା କାରଣରୁ ତାଙ୍କୁ ଜେ-ଲକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *