ମହାରାଷ୍ଟ୍ରରେ ଘଟିଥିବା ଦୁ-ଷ୍କର୍ମ ମାମ-ଲାକୁ ନେଇ ମିଡିଆ ମାଧ୍ୟମରେ ଲୋକ ଦେଉଛନ୍ତି ପ୍ରତି-କ୍ରିୟା, କହୁଛନ୍ତି ଏପରି ଦୁର୍ବୁ-ତ୍ତଙ୍କର ଗୁ-ପ୍ତାଙ୍ଗ କା-ଟିଦେବା ଉଚିତ।:-

ମହାରାଷ୍ଟ୍ରର ବେଲଗମରେ ଘଟିଥିବା ଗଣ ଦୁ-ଷ୍କର୍ମ ମାମ-ଲା ତ ଆପଣ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ କିଛି ଦୁର୍ବୁ-ତ୍ତମାନେ ଜଣେ ମହିଳାଙ୍କୁ କାର ଭିତରେ ଦୁ-ଷ୍କର୍ମ କରିଥିବା ବେଳେ ମହିଳାଙ୍କ 10 ମାସର ପିଲାକୁ କାର ବାହାରକୁ ଫୋପାଡ଼ି ଦେଇଥିଲେ।

ତେବେ ଘଟ-ଣାଟି କିଛି ଏପରି ହୋଇଥିଲା ଯେ ଗତ ଶନିବାର ଦିନ ସକାଳୁ ଜଣେ ମହିଳା ନିଜ 10 ମାସର ଛୁଆ ସହ ପାସିଙ୍ଗ ଗାଡ଼ିରେ ଯିବା ପାଇଁ ରାସ୍ତା ଉପରେ ଅପେକ୍ଷା କରିଥିଲେ।ଠିକ ଏତିକି ବେଳେ ଏକ ପାସିଙ୍ଗ କାର ଆସି ସେଠାରେ ଲାଗିଥିଲା। ଏହାପରେ ମହିଳା ଜଣକ ସେହି କାରରେ ବସି ଚାଲିଗଲେ।

କାର ଭିତରରେ ଆଉ ଦୁଇ ଜଣ ମହିଳା ଏବଂ 3 ଜଣ ପୁରୁଷ ବସିଥିଲେ। ଦୁଇ ମହିଳା ଜଣକ ଅଧ ବାଟରେ ଓହ୍ଲାଇ ପଡିବା ପରେ ଅନ୍ୟ 3 ଜଣ ପୁରୁଷ ଏବଂ ଡ୍ରାଇଭର ଉକ୍ତ ମହିଳାଙ୍କୁ ଅସ-ଦାଆ-ଚରଣ କରିବା ଆରମ୍ଭ କଲେ। ଏହାପରେ ପିଲାଟି କାନ୍ଦିବା କାରଣରୁ ପିଲାକୁ ବାହାରକୁ ଫିଙ୍ଗିଦେଇ ମହିଳାଙ୍କୁ ଦୁ-ଷ୍କର୍ମ କରିଥିଲେ।

ମହିଳା ଜଣକ ଦୁ-ଷ୍କର୍ମ ହେବା ପାରେ ନିଜକୁ ବଞ୍ଚାଇବା ଲାଗି ଗାଡିରୁ ଡେଇଁ ପଡ଼ିଥିଲେ।ଯାହାଫଳରେ ସେ ଗୁରୁ-ତର ଆ-ହତ ହୋଇଥିଲେ। ତେବେ ଘଟ-ଣାକୁ ନେଇ ଥା-ନାରେ ଅଭି-ଯୋଗ ପରେ ପୋ-ଲିସ କାରକୁ ଏବଂ କାର ଡ୍ରାଇଭରକୁ ଧରିଥିବା ବେଳେ ଆଉ 3 ଜଣ ଅଭି-ଯୁକ୍ତ ଫେ-ରାର ଅଛନ୍ତି।

ତେବେ ଘଟ-ଣାକୁ ନେଇ ଏବେ ମିଡିଆ ମାଧ୍ୟମରେ ସୌଭାଗିନୀ ସାହୁ ନାମକ ଜଣେ ଭଏସ ଆର୍ଟିଷ୍ଟ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ ଏପରି ଲୋକଙ୍କର ଗୁପ୍ତା-ଙ୍ଗକୁ କା-ଟିଦେବା ଉଚିତ। ଏପରି ଲୋକଙ୍କ ପାଇଁ ଫା-ଶୀ ବି ବଡ ଦ-ଣ୍ଡ ନୁହେଁ। ବଳ-ତ୍କାରକୁ ନେଇ ଏତେ ଆଇନି ଥିଲେ ମଧ୍ୟ ତଥାପି ଲୋକମାନେ ଦୁଷ୍କ-ର୍ମ କରିବାକୁ ପଛାଉ ନାହାନ୍ତି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ବଳ-ତ୍କାରର ମା-ମଲା ଶୁଣିବାକୁ ମିଳୁଛି। ଅବଶ୍ୟ ଏହି ମାମ-ଲାରେ ଜଡିତ ସମସ୍ତ ଅପରା-ଧୀଙ୍କୁ ଫା-ଶୀ ମିଳିବ ସତ କିନ୍ତୁ ଏପରି ରାକ୍ଷା-ସଙ୍କ ପାଇଁ ଫା-ଶୀ ମଧ୍ୟ ସବୁଠାରୁ ଛୋଟ ଦ-ଣ୍ଡ ଅଟେ।

Leave a Reply

Your email address will not be published. Required fields are marked *