ଶ୍ୱଶୁର କଲା ବୋହୂ ସହ ଦୁ-ଷ୍କର୍ମ।ଆସନ୍ତୁ ଜାଣିବା ଏହା ବିଷୟରେ କ’ଣ ମନ୍ତବ୍ୟ ଦେଇଛନ୍ତି ମିଷ୍ଟର ଗଜପତି।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବି-ଶ୍ୱାସନୀୟ ଘ-ଟଣା ମାନ ଘଟୁଛି।ଝିଅ ଟିଏ ଯେତେବେଳ ଜନ୍ମ ଗ୍ରହଣ କରେ ବାପା ମା ତାର ସବୁକିଛି ଥାନ୍ତି।ସେମାନେ ତରୋ ସବୁ ଅଳିଅର୍ଦଳି ପୂରଣ କରିଥାନ୍ତି।ଝିଅ ଟି କୁ ସ୍ନେହ ରେ ପାଳନ୍ତି।ଯେତେବେଳ ଝିଅ ଟି ବଡ଼ ହୋଇଯାଏ ସେତେବେଳେ ବିବାହ ର ସମୟ ଆସିଲେ ବିବାହ କରିଦିଆଯାଏ।ସେତେବେଳ ଝିଅ ଟି ଅନେକ ଆଶା ନେଇ ଶାଶୁଘର କୁ ଆସିଥାଏ।ତା ନିଜ ବାପା ମାଁ ଭଳି ସେ ଶାଶୁ ଓ ଶ୍ୱଶୁର ଚାହିଁଥାଏ।ଯେପରି ସେ ଶ୍ୱଶୁର ଓ ଶାଶୁ ଦୁଇ ଜଣଙ୍କ ଠାରୁ ବାପା ମା ର ଭଲ ପାଇବା ପାଇବ ଓ ସେପରି ଭଲ ପାଇବା ଦେବ।କିନ୍ତୁ ଏପରି ଶାଶୁ ଘର ମିଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ।

ଏଇ ଘୋର କଳିଯୁଗ ରେ କେହି ଆଉ ନିଜ ନିଜ ଭିତରେ ସମ୍ପ-ର୍କର ମର୍ଯ୍ୟାଦା ରଖୁନାହାନ୍ତି।ପ୍ରତିଦିନ ନ୍ୟୁଜ୍ ରେ ଏପରି ଖବର ସବୁ ଦେଖିବାକୁ ମିଳୁଛି।ଏବେ ସେପରି ଖବର ମିଳିଛି ଯେଉଁଠାରେ ଶ୍ୱଶୁର ବୋହୂ ସହ ଦୁ-ଷ୍କର୍ମ କରିଛନ୍ତି।ଯାହାକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା।ତେବେ ଏହାକୁ ନେଇ ମିଷ୍ଟର ଗଜପତି ନିଜର ମାନ୍ତବ୍ୟ ରଖିଛନ୍ତି।ଆସନ୍ତୁ ଜାଣିବା କ’ଣ କହିଛନ୍ତି।ମିଷ୍ଟର ଗଜପତି ଏ ସମ୍ପର୍କ ରେ କହିଛନ୍ତି

ଯାହା ବି ସବୁ ଘଟୁଛି ତାହା ଘୋର କଳିଯୁଗ ପ୍ର-ଭାବ ରେ ଘଟୁଛି।ପରିବାର ରେ ଆସ୍ତେ ନିଜ ନିଜ ସଂପର୍କ ର ମର୍ଯ୍ୟାଦା ଭୁଲି ଯାଉଛନ୍ତି ,ଯାହା ଫଳ ରେ ଏଭଳି ଘ-ଟଣା ମାନ ଘ-ଟୁଛି।କିଏ ଶ୍ୱଶୁର ବହୁ କୁ ବଳା-ତ୍କାର କରିଲାଣି ତ କଉଠି ଶ୍ୱଶୁର ଆଉ ବୋହୂ ଭାଗି କୁ ପଳାଉଛନ୍ତି ଓ ସ୍ବାମୀ ଆ-ତ୍ମହ-ତ୍ୟା କରିଦେଉଛି।

ଏଭଳି ଖବର ସେ ପ୍ରତିଦିନ ନ୍ୟୁଜ୍ ଦେଖୁଛନ୍ତି ବୋଲି କହିଛନ୍ତି।ସେ କହିଛନ୍ତି ଶ୍ୱଶୁର ଯଦି ବୋହୂ କୁ ନିଜ ଝିଅ ଭଳି ଦେଖିବା ତେବେ ସେ କଦାପି ଏଭଳି ପାପ କାମ କରିବା ନାହିଁ।ଆଗରୁ ସେପରି ହେଉଥିଲା ଶ୍ୱଶୁର ମାନେ ନିଜ ଝିଅ ଭଳି ଦେଖୁଥିଲେ ବୋହୂ ମାନଙ୍କୁ ଆଉ ଏବେ ମଧ୍ୟ ସେପରି କିଛି ଅଛନ୍ତି କିନ୍ତୁ ବହୁତ୍ କମ୍।ସେ କହିଛନ୍ତି ନିଜ ବାପା ମା ଭଳି ଆଉ କେହି ହୋଇପାରିବେ ନାହିଁ।

ସେଭଳି ଯିଏ ଭାବୁଥିଆବ ସେ ମହାନ।କିନ୍ତୁ ଆଜିକାଲି ସେପରି ନାହିଁ।ଆଜି କାଲି ର ଆଧୁନିକତା ରେ ସେ ସବୁ ମ-ର୍ଯ୍ୟାଦା କଉଠି ଲୁଚିଯାଇଛି ଯାହା ଫଳ ରେ ଏଭଳି ଅଭା-ବନୀୟ ଘ-ଟଣା ମାନ ଘଟୁଛି।ସେ ଏଥିରେ ବୋହୂ ମାନଙ୍କୁ ମଧ୍ୟ ସମାନ ଦୋ-ଷୀ ବୋଲି କହିଛନ୍ତି।

କାରଣ ବୋହୂ ଯଦି ଶାଢ଼ୀ ଟେ ପିନ୍ଧି ମୁଣ୍ଡ ରେ ଓଢ଼ଣା ଦେଇ ଘରେ ରହିବ ତେବେ ନିହାତି ଭାବରେ ଏପରି ଘ-ଟଣା ଘଟିବ ନାହିଁ।କିନ୍ତୁ ଆଜି କାଲି ତୋ କେହି ଶାଢ଼ୀ ପିନ୍ଧି ଘରେ ରହୁନାହାନ୍ତି ସବୁ ନାଇଟୀ ପିନ୍ଧୁଛନ୍ତି କିମ୍ବା ଜିନସ୍ ପିଣ୍ଡି ରହୁଛନ୍ତି।ବୋହୂ ମାନେ ଯଦି ନିଜ ମର୍ଯ୍ୟାଦା ରେ ରହିବେ ତେବେ ଏଭଳି ଘ-ଟଣା ଘଟିବା ବନ୍ଦ ହୋଇଯିବ।ଆଜିକାଲି କେହି ଦେଢ଼ଶ୍ଵଶୁର ଓ ଭାଇବୋହୁ ର ମର୍ଯ୍ୟାଦା ରଖୁନାହାନ୍ତି।

ସେ କହିଛନ୍ତି ଏଥିରେ ଶାଶୁଘର ଲୋକ ଙ୍କ ଭୁଲ୍।କାରଣ ଝିଅ ବାପଘରୁ ଶାଢ଼ୀ ପିନ୍ଧି ନିଜର ସବୁ ମର୍ଯ୍ୟାଦା ସିଖି ଆସିଥାଏ।କିନ୍ତୁ ଶାଶୁଘର କୁ ଆସିଲା ପରେ ସେଠାରେ ସ୍ବାମୀ କହିବ ଏଠି ଯେପରି ଚାହୁଚ ସେପରି ରୁହ।ତାପରେ ଝିଅ ଯାଇନପାରି ଚାହିଁଲା ସେପରି ରହିଲା।ତେଣୁ ସମସ୍ତେ ନିଜ ନିଜ ମ-ର୍ଯ୍ୟାଦା କୁ ଶିଖିବା ଉଚିତ୍ ଯାହା ଫଳ ରେ ଏଭଳି ଅଭା-ବନୀୟ ଘ-ଟଣା ଘଟିବ ନାହିଁ।

Leave a Reply

Your email address will not be published. Required fields are marked *