ଅର୍ଚ୍ଚନାଙ୍କ ହନିଟ୍ରାପ ମାମ-ଲାରେ ମାଷ୍ଟର ମାଇଣ୍ଡ କିଏ ? ସବୁ କହିଲେ ଅର୍ଚନା ଜାଣନ୍ତୁ ।

କୋର୍ଟରେ ହାଜର ପରେ ଅର୍ଚ୍ଚନା ନାଗଙ୍କ ବଡ ବୟାନ । ଗଣ ମାଧ୍ୟମ ସାମ୍ନାରେ ଅର୍ଚ୍ଚନା ନାଗଙ୍କ ପ୍ରତି-କ୍ରିୟା । ତ-ଦନ୍ତ ହେଲେ ବାହାରିବ ସତ । ଶୋ କଲଡ୍ ଭିକଟିମ୍ କେଉଁଠି ଲୁଛି ଛନ୍ତି ? ଗଣ ମାଧ୍ୟମକୁ ପ୍ରଶ୍ନ କଲେ ଅର୍ଚ୍ଚନା ନାଗ । ଆଖି ପାଟି ବନ୍ଦ କରି ମାତେ କୋର୍ଟ କୁ ଅଣା ଯାଇଛି । ହଁ ଆଜ୍ଞା କୋର୍ଟକୁ ଅର୍ଚ୍ଚନାଙ୍କୁ ଆଣିବା ପରେ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବ୍ଲା-କ୍ ମେ-ଲିଂ କୁଇନ ଅର୍ଚ୍ଚନା ନାଗ । ତେବେ କିଛି ସମୟ ପୂର୍ବରୁ ସିଧା ସଳଖ ଭାବରେ ଝାଡପଡ଼ା ଜେ-ଲ୍ ରୁ ଆସି ଏଡିଜିଏମ କୋର୍ଟରେ ପହଁଚି ଥିଲେ ଅର୍ଚ୍ଚନା ନାଗ ।

କାରଣ ପାଞ୍ଚ ତାରିଖ ଦିନ ଧାର୍ଯ୍ୟ କରା ଯାଇଥିଲା ଯେ ପାଞ୍ଚ ତାରିଖ ସେ ସିଧା ସଳଖ ଯାଇ ପହିଁଚିବେ କୋର୍ଟ ରେ । ଆଉ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ଯେହେତୁ ସମୟ ମିଳି ନଥିଲା ଅର୍ଚ୍ଚନା ନାଗ ପୁଣି ଥରେ କୋର୍ଟରୁ ସିଧା ସଳଖ ବାହାରିଥିଲେ ଝାଡପଡ଼ା ଜେ-ଲକୁ ଯାଇଛନ୍ତି । ଆଉ ତା ଭିତରେ ସେ ଗଣ ମାଧ୍ୟମ ସାମ୍ନାରେ କିଛି ପ୍ରତି-କ୍ରିୟା ରଖିଛନ୍ତି । ସେ କହିଛନ୍ତି କି ସେ ଶ୍ରଦ୍ଧାଞ୍ଜଳିକୁ ଜାଣିଛନ୍ତି କିନ୍ତୁ ଖାଲି ଶ୍ରଦ୍ଧାଞ୍ଜଳିଙ୍କୁ ଦୋ-ଷ ହେବ ନାହିଁ ।

ଏହି ରାକେଟରେ ଆଉ ଯେଉଁ ମାନେ ସଂପୃକ୍ତି ରହିଛନ୍ତି ସେମାନଙ୍କୁ କାହିଁକି ଧରା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବ୍ଲା-କ୍ ମେ-ଲିଂ କୁଇନ ଅର୍ଚ୍ଚନା ନାଗ । ଅର୍ଚ୍ଚନା କହିଛନ୍ତ କି ତଦନ୍ତ କରା ଗଲେ ପ୍ରକୃତ ସତ ଜଣା ପଡ଼ିବ । ଅର୍ଚ୍ଚନା କହିଛନ୍ତି କି ମୋ ଆଖି ପାଟି ବନ୍ଧା ଯାଇ ମୋତେ ନିଆ ଯାଇ ଥିଲା କୋର୍ଟ ଭିତରକୁ । ତାଙ୍କୁ କୋର୍ଟ ନିଆ ଯାଉଛି ବୋଲି ତାଙ୍କୁ ଜଣା ମଧ୍ୟ ଯାଇ ନଥିଲା । ଏକଥା ମଧ୍ୟ ସେ କହିଛନ୍ତି ଯେ ଶୋ କଲଡ ଭିକ୍ଟମ ମାନେ କାହିଁକି ସାମ୍ନାକୁ ଆସୁ ନାହାଁନ୍ତି ଯଦି ମୁଁ ତାଙ୍କ ପ୍ରତି ଅନ୍ୟା-ୟ କରିଛି । ସେହିଭଳି ତାଙ୍କ ପରିବାରକୁ ନଜର ବନ୍ଦୀ କରାଯାଇଥିବା ବେଳ ୬ ଦିନ କଣ ହୋଇଛି କିଛି ଜାଣି ପାରିନଥିବା କହିଛନ୍ତି ଅର୍ଚ୍ଚନା ।

ଆପଣମାନେ ଏମିତି କାହିଁକି କରୁଛନ୍ତି ବୋଲି ଗଣ ମାଧ୍ୟମକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ । ପୂର୍ବପରି ଏଥର ମଧ୍ୟ ଗଣମାଧ୍ୟମକୁ ଟା-ର୍ଗେଟ କରିଛନ୍ତି ଅର୍ଚ୍ଚନା ।ଏମିତି ଅନେକ କଥା କହିଛନ୍ତି ବ୍ଲା-କ୍ ମେ-ଲିଂ କୁଇନ ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନା ଏପରି କାହିଁକି କହିଛନ୍ତି ନିଜ ଦୋ-ଷ ଘୋଡାଇବାକୁ ଏପରି କହିଛନ୍ତି ନା ଏଥିରେ ସଂପୃକ୍ତି ରହିଥିବା ଅନ୍ୟ ଗୁମର ଖୋଲିବାକୁ ଚାହୁଁଛନ୍ତି ଅର୍ଚ୍ଚନା ତାକୁ ନେଇ ପ୍ରଶ୍ନ ଉଠୁଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *