ଛୁଆ ଯେତେବେଳେ ପାଖରେ ଅଛି ସେ ଟିଚର୍ ବୋଧହୁଏ କଉ ଟୋକା ସହ କେଞ୍ଚାକେଞ୍ଚି ହେଇଛି ଆଉ ସେ ପିଲାଟା ଦେଖିଛି ।

ସାକ୍ଷାତକାର ସମୟରେ ଗଜପତି ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ସେ ଟିଚର୍ ଜଣକ ବୋଧହୁଏ ଯେତେବେଳେ ପାଖରେ ଅଛି ସେତେବେଳେ ହୁଏତ ଗପିଛି କି ମା ରାଣ ମୋତେ ଗୋଟିଏ ସାଇଜର ଟୋକା ଖଣ୍ଡେ ମିଳିଛି ବୋଲି ଆଉ ଟୋକା ବୋଧେ ପାଖରେ ଅଛି ଛୁଆ ସେଇଠୁ ଦେଖିଛି । ଯେମିତି ଘରେ ବାପା ମା କଥା ହେଲା ବେଳେ କିମ୍ବା ସ୍ଵାମୀ ସ୍ତ୍ରୀ କୌଣସି ଗୁ-ପ୍ତକାମ କଲେ ସେମାନେ ଛୁଆଙ୍କୁ ଟିକେ ଏଭୋଏଡ୍ କରୁଛନ୍ତି । କିନ୍ତୁ ଆଜି କାଲିର ଛୁଆଙ୍କୁ ସବୁ କଣ ଭାବୁଛନ୍ତି ଯେ ୧୯୮୦ ଦଶକର ଛୁଆ ବୋଲି । ଆଜିର ସବୁ ପରା ଷ୍ଟାଣ୍ଡାର୍ଡ ଛୁଆ ।

ବର୍ଷକର ହୋଇ ନଥିବେ କିନ୍ତୁ ଜାଣି ସାରିଥିବେ ଛୁଆ କେମିତି ହୁଏ । ଆଗରୁ ପିଲାମାନେ ବାପା ମାଙ୍କୁ ପଚାରୁଥିଲେ ଯେତେବେଳେ ସେମାନେ ଦୁନିଆକୁ କେମିତି ଆସିଛନ୍ତି ବୋଲି ବାପା ବୋଉ କହୁଥିଲେ ତୁ ବଜାରରେ ପଡିଥିଲୁ ତୋତେ ଗୋଟେଏକି ଆଣିକି ପୋଷୁଛୁ । ଆଉ ଏକଥାକୁ ମଧ୍ୟ ପିଲାମାନେ ସେତେବେଳ ସତ ଭାବି ନେଉଥିଲେ । କିନ୍ତୁ ଆଜି କାଲିର ପିଲାଙ୍କୁ ଏହା କହି ଆଉ ଭୁଆଁ ବୁଲାଇ ହେବନି । ତେଣୁ ଦେଖିବାକୁ ଗଲେ ସେ ଛୁଆ ଥିବା ବେଳେ ଟିଚର୍ କାହା ସହ ଗପିଛି ନାଇଁ ଯଦି ତା ଲଭର୍ ସହ କଉଠି ସେ କେଞ୍ଚାକେଞ୍ଚି ଚାଲେଇଛି ପିଲା ତାକୁ ଦେଖିଛି ।

ନହେଲେ ଦୁଇ ପୁଅ ଝିଅ ଯଦି ଏମିତି କଥା ହେଉଥିବେ ଖାଲି ତେବେ ସେ ପିଲା ଜାଣିଲା କେମିତି ଯେ ସେମାନେ ଭଲ ପାଉଛନ୍ତି କି ଭାଇ ଭଉଣୀ କି ଦାଦା ଝିଆରି କି ସମ୍ପ-ର୍କ ବୋଲି । ଦୁଇଜଣ ସେ ପିଲା ଆଗରେ ସେମିତି କିଛି ଘ-ଟଣା ଘଟେଇଛ କିମ୍ବା ପିଲାକୁ କେହି କହିଛି ଯେ ଭଲ ପାଇବା ଏଇଟାକୁ କୁହାଯାଏ ଏଇଟା ଲଭ୍ କି କଣ ବୋଲି । ତେବେ ଆଉ ଗୋଟିଏ କଥା ହେଲା ଆଗରୁ ଯେଉଁ ଗୁରୁଜୀ ଗୁରୁମା ସବୁ ଥିଲେ ତାଙ୍କୁ ଦେଖିକି ପିଲାଙ୍କୁ ଡର ଲାଗୁଥିଲା ।ଭୟରେ ଡରି ନମସ୍କାର କରି ଯାଇଥିଲେ ପିଲା ।

କିନ୍ତୁ ଆଜିକାଲି ସମୟରେ ସେମିତିଆ ଶିକ୍ଷକ ଶିକ୍ଷୟତ୍ରୀ କହିବାକୁ ଗଲେ କେହି ନାହାଁନ୍ତି ଅଳ୍ପ କିଛି ଅଛନ୍ତି । ଆଜି ପିଲାମାନେ ଗୁରୁମାନଙ୍କୁ ନିଜର ସାଙ୍ଗ ଭଳିଆ ଦେଖୁଛନ୍ତି । ଫଳରେ ଗୁରୁ ଶିଷ୍ୟ ସମ୍ପ-ର୍କଟା ସମ୍ନାନର ଆଉ ରହିଲା ନାହିଁ ଦୋସ୍ତିଆରି ରେ ପରିଣତ ହୋଇଗଲା । ଆଜିର ଶିକ୍ଷୟିତ୍ରୀ ମାନେ ମଧ୍ୟ ଶାଢ଼ୀ ପିନ୍ଧିଥିବେ ବ୍ଲାଉଜ ଫାଳେ ଦେଖେଇକି ଆଉ ବେବି ଲିପଷ୍ଟିକ୍ ଲଗେଇଥିବେ । ସେମିତି ହେଲେ ପିଲାମାନେ କଉଠି ଅନେଇବେ ଆଉ ସମ୍ନାନ ଦେବେ କେମିତି । ତେବେ ଗଜପତି ଯେଉଁ ରୋଷ୍ଟଙ୍ଗ କରୁଛି କାହିଁକି ତୁମେମାନେ ସେମିତି ନ-ଙ୍ଗଳା ହେଇକି ଡେଉଁଛ ବୋଲି ଭିଡ଼ିଓକୁ ମସଲା ଦେଇକି ରୋଷ୍ଟିଂ କରା ଯାଉଛି ।

Leave a Reply

Your email address will not be published. Required fields are marked *