ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ OYO ରୁମ୍ ରେ ଶାରୀ-ରିକ ସମ୍ପ-ର୍କ ରଖିଲା ପ୍ରେମିକ,ଆଉ ଏବେ ଗର୍ଭ-ବତୀ ହେବ ପରେ ତାକୁ ଛାଡିଦେଲା।

ଆଜିକାଲି ମଣିଷ ମାନେ ଭଲ ପାଇବାକୁ ଏକ ମନୋରଞ୍ଜନ ର ଆଧାର ଭାବରେ ନେଉଛନ୍ତି।ଯାହା ଫଳ ରେ କେଉଁଠି ପୁଅ ଝିଅକୁ ଧୋ-କା ଦେଉଛି ତ କେଉଁଠି ଝିଅ ପୁଅକୁ ଧୋକା ଦେଉଛି।ଏମିତି କିଛି ଘ-ଟଣା ଘଟିଛି ମାଲକାନଗିରି ଜିଲ୍ଲା ରେ ଯେଉଁଠି ଗୋଟେ ପ୍ରେମିକ ତାର ପ୍ରେମିକା ସହ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ OYOକୁ ଯାଇ ଶାରୀ-ରିକ ସମ୍ପ-ର୍କ ରଖିଲା

ଆଉ ପରେ ପ୍ରେମିକା ଗର୍ଭ-ବତୀ ହେବା ପରେ ତାକୁ ଛାଡ଼ିଦେଲା ଏବଂ ପ୍ରେମିକାକୁ ସ୍ତ୍ରୀର ମାନ୍ୟତା ଦେବା ପାଇଁ ଏବେ ମନା କରୁଛି।ଏହି ଘ-ଟଣା ଟି ଘଟିଛି ଏମ୍ ଭି ୭୨ ଗ୍ରାମର ତୃପ୍ତି ଦାସଙ୍କ ସହ।ଏମ୍ ଭି ୭୯ ଗ୍ରାମ ର ସଞ୍ଜୀବ ପାଲ୍ ବହୁତ ଦିନ ଧରି ତୃପ୍ତିଙ୍କୁ ଭଲ ପାଉଥିଲା।

ପୀଡିତା ତୃପ୍ତି ଙ୍କ କହିବା ଅନୁଯାୟୀ ସଞ୍ଜୀବଙ୍କ ଭାଇଙ୍କୁ ତୃପ୍ତି ତାଙ୍କର ଗୋଟେ କିଡନୀ ଦେଇଥିଲେ।ତେବେ କିଡନୀ ଦେବା ପରେ ସଞ୍ଜୀବ ତୃପ୍ତିଙ୍କ ବହୁତ ପ୍ରଶଂସା କରିଥିଲେ ଏବଂ ପ୍ରତି-ଶ୍ରୁତି ଦେଇଥିଲେ କି ତୃପ୍ତିଙ୍କ ଗୋଟେ କିଡନୀ ରହିଲେ କଣ ହେଲା ସେ ତୃପ୍ତିଙ୍କ ସହ ସବୁ ଦିନ ସାଥିରେ ରହିବେ।ସେଥି ପାଇଁ ତୃପ୍ତି ସଞ୍ଜୀବଙ୍କ ଉପରେ ଅନ୍ଧ ଭାବେ ବିଶ୍ଵାସ କରୁଥିଲେ।ତୃପ୍ତି ସଞ୍ଜୀବଙ୍କ ସହ ବହୁତ ଆଡ଼େ ବୁଲିବା ପାଇଁ ଯାଇଛନ୍ତି ଆଉ ସେଠାରେ ହୋଟେଲ ରୁମ ରେ ଏକା ସହ ରହିଛନ୍ତି ଆଉ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଛନ୍ତି।

ଏବେ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ସଞ୍ଜୀବ ତୃପ୍ତିଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ତୃପ୍ତି ଯେତେବେଳେ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେବା ପାଇଁ କହିଲେ ସେତେବେଳେ ସଞ୍ଜୀବ ତାଙ୍କୁ ଧ-ମକ ଦେଇ କହିଲେ ଯେ ସେ ତାଙ୍କ ସହ ରଖିଥିବା ଶାରୀ-ରିକ ସମ୍ପ-ର୍କର ଫୋଟୋ ଆଉ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବେ ବୋଲି।ତୃପ୍ତି ଅଭି-ଯୋଗ କରିଛନ୍ତି ଯେ ତାଙ୍କ ଅଜାଣତରେ ସଞ୍ଜୀବ ସେମାନଙ୍କର ଶାରୀ-ରିକ ସ-ମ୍ପର୍କ ରଖିବା ସମୟର ଫଟୋ ଆଉ ଭିଡିଓ ସବୁ ସୁଟ କରି ରଖିଛନ୍ତି।

ଆଉ ଏବେ ବିବାହ କଥା କହିବାରୁ ସଞ୍ଜୀବ ସେ ସବୁ ଭାଇରାଲ୍ କରିଦେବେ ବୋଲି ଧ-ମକ ଦେଉଛନ୍ତି ଏବଂ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି।ତୃପ୍ତି ଆହୁରି ମଧ୍ୟ କହିଛନ୍ତି ଯେ ସଞ୍ଜୀବଙ୍କ ସହ ଆଉ ତିନି ଜଣ ମିଶି ତାଙ୍କୁ ହଇରାଣ କରୁଛନ୍ତି। ଏ ନେଇ ସେ ଏମ୍ ଭି ୭୯ ପୋ-ଲିସ୍ ଥା-ନାରେ ମଧ୍ୟ ଅଭି-ଯୋଗ କରିଛନ୍ତି।ହେଲେ ତାପରେ ମଧ୍ୟ କିଛି ସୁଫଳ ମିଳିନାହିଁ।ସେଥିପାଇଁ ସେ ମାଲକାନଗିରି ଏସପିଙ୍କ ନିକଟକୁ ଯାଇଥିଲେ।ତେବେ ଦେଖିବା ପାଇଁ ବାକି ରହିଲା ଯେ ତୃପ୍ତିଙ୍କୁ ନ୍ୟା-ୟ କେବେ ମିଳୁଛି ବୋଲି।

Leave a Reply

Your email address will not be published. Required fields are marked *