ପୁଣି ଲଭ ସେକ୍ସ ଧୋ-କା । କିଡନୀ ନାହିଁ ଜାଣିକି ଶାରୀ-ରିକ ସ-ମ୍ପର୍କ ରଖୁଥିଲା । ଆଉ ଏବେ ବାହା ହେବାକୁ ମନା ।

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ଦୁନିଆରେ ଲ-ଭ୍, ସେ-କ୍ସ ଆଉ ଧୋକାକୁ ନେଇ ଅନେକ ପ୍ରକାରର ଖବର ଦେଖିଥିବେ । ଆଉ ସୋସିଆଲ ମିଡିଆରେ ତ ପ୍ରେମ ଆଉ ପ୍ରତା-ରଣାର ଅନେକ ଭିଡିଓ ଦେଖିଥିବେ । ଏବେ ଏମିତି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଯାହାକୁ ଆଖି ବୁଜି ଭଲ ପାଉଥିଲା, ଯାହା ପ୍ରେମରେ ପାଗଳ ଥିଲା, ସିଏ ହିଁ ଦିନେ ଧୋ-କା ଦେଲା ।

ସାଙ୍ଗ ହୋଇ ଦେଖିଥିବା ସୁନେଲୀ ସ୍ୱପ୍ନ ସବୁ ବାସ୍ତବ ରୂପ ନେବା ଆଗରୁ ଧୂଳିସାତ ହୋଇଗଲା । ପ୍ରେମିକ ଧୋ-କା ଦେବା ପରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ହଁ ଆଜ୍ଞା ଦର୍ଷକବନ୍ଧୁ ପ୍ରଥମେ ପ୍ରେମ ପରେ ବିବାହର ପ୍ରତି-ଶୃତି ଦେଇ ୪ ବର୍ଷ କାଳ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଏବେ ମାଡ଼ ମାରି ବ୍ୟକ୍ତିଗତ ଅ-ଶ୍ଳୀଳ ଭିଡିଓକୁ ଭାଇରାଲ କରିଦେବାର ଧ-ମକ ଦେଉଛନ୍ତି ପ୍ରେମିକ । ତାସାଙ୍ଗକୁ ସ୍ୱର ଉତ୍ତୋଳନ କଲେ ଜୀବନରେ ମା-ରିଦେବାର ଭି ଧ-ମକ ।

ପ୍ରଥମେ ପ୍ରେମ ତାପରେ ପ୍ରତା-ରଣା ପିଡିତା ଜଣଙ୍କୁ ମାନେ ଲଭ, ସେ-କ୍ସ ଓ ଧୋ-କା ପାଇଥିବା ଏମିତି ଏକ ଘଟ-ଣାକୁ ନେଇ ଗତ ନଭେମ୍ବର ମାସରେ ନିଜ ପରିବାର ସହ ଥା-ନାର ଦ୍ୱାରସ୍ତ ହୋଇଥିଲେ ମାଲକାନଗିରି ଜିଲ୍ଲା ଏମ୍.ଭି-୭୨ ଗ୍ରାମର ପିଡିତା ତୃପ୍ତି ଦାସ । ସୂଚନା ମୁତାବକ ସଂଜୀବ ପାଲ ନାମକ ଜଣେ ଯୁବକ ଦୀର୍ଘଦିନ ଧରି ପି-ଡିତା ତୃପ୍ତିଙ୍କୁ ପ୍ରଥମେ ପ୍ରେମ କରିଥିଲେ । ପରେ ତାଙ୍କର କିଡନୀ ଖରାପ ଜାଣିବା ପରେ ମଧ୍ୟ ଶାରୀ-ରିକ ସ-ମ୍ପର୍କ ରଖି ଆସିଥିଲେ ।

ହେଲେ ସଂଜୀବ ବିବାହର ପ୍ରତି-ଶୃତି ଦେଇ ପରେ ପ୍ରତା-ରଣା କରିବାରୁ ପିଡିତା ଜଣକ ନ୍ୟା-ୟ ପାଇଁ ଥା-ନାରେ ସଞ୍ଜୀବଙ୍କ ନାମରେ ନଭେମ୍ବର ମାସ ୨୩ ତାରିଖ ଦିନ ଏତଲା ଦେଇଥିଲେ l ତେବେ ଅଭି-ଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ବିଜେପି ସଭାପତିଙ୍କ ସଂପର୍କୀୟ ହୋଇଥିବାରୁ ଏତଲା ଦେବାର ଆଠ ଦିନ ବିତି ଯାଇଥିଲେ ସୁଧା ପୋ-ଲିସ ଅଭି-ଯୁକ୍ତ ମାନଙ୍କୁ ଗି-ରଫ କରି ନଥିବାର ଅଭି-ଯୋଗ କରି ଆଜି ପୁଣି ଥରେ ନ୍ୟା-ୟ ପାଇଁ ପିଡିତା ତୃପ୍ତି ମାଲକାନଗିରି ଏସ୍ପିଙ୍କ ନିକଟରେ ଫେରାଦ ହୋଇ ନ୍ୟା-ୟ ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *