ବାହା ହେବାକୁ ମନା କରିବାରୁ ଯୁବତୀ ସମେତ ତାର ମା’କୁ ଲୁହା ରଡରେ ପି-ଟିଲା ଯୁବକ । ଗୁରୁ-ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ତେବେ ବନ୍ଧୁଗଣ ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ଦେଖିବାକୁ ମିଳିଥାଏ । ପ୍ରେମ କରୁଥିବା ଲୋକ ହିଁ ସଠିକ୍ ଭାବରେ ଜାଣିଥାଏ ପ୍ରେମ ନି-ଶା କେମିତି । ସେଥିପାଇଁ ତ ପ୍ରେମ ଅନ୍ଧ ହୋଇଥାଏ ବୋଲି ଆପଣ ମାନେ ନିଶ୍ଚୟ ଶୁଣିଥିବେ । ପ୍ରେମ ପାଇଁ ଲୋକ ମାନେ ଯେଉଁ ସବୁ ଅଦ୍ଭୁତ ପ୍ରକାର କା-ଣ୍ଡ ସବୁ ଘଟାଇ ଥାଆନ୍ତି ତାହା ମଧ୍ୟ ଆପଣ ଆଖପାଖରେ ଦେଖୁଥିବେ ।

ଏହି ନିଶା ଏମିତି ଯେ ପ୍ରେମିକ ଓ ପ୍ରେମିକା ମାନେ ଏଥିରେ ପୁରା ଚୂର୍ ହୋଇ ରହିଥାନ୍ତି । ଏବଂ ପ୍ରେମ ପାଇଁ କିଛି ଏମିତି କାର୍ଯ୍ୟ କଳାପ କରି ଦେଇଥାନ୍ତି ଯାହା ଫଳରେ ପଛରେ ତାଙ୍କୁ ପଛରେ ମଧ୍ୟ ପଛତାଇବାକୁ ପଡ଼ିଥାଏ । ତାର ଏକ ନିଛକ ଉଦାହରଣ ବିଷୟରେ ଏବେ ଆମେ ଆପଣଙ୍କୁ କହିବୁ । ଏମିତି ପ୍ରେମ ନି-ଶା ଏଇ ଜଣେ ଯୁବକଙ୍କୁ ଘାରିଛି । ପ୍ରେମିକା ବାହା ହେବାକୁ ମନା କରିବାରୁ ଯୁବତୀ ସହିତ ତାର ମାଙ୍କୁ ମାଡ଼ ମା-ରିଲା ଯୁବକ । ତେବେ ବନ୍ଧୁଗଣ ଏଭଳି ଏକ ଅଜବ ମାମ-ଲା ସାମ୍ନାକୁ ଆସିଛି ଯାହା ଏହି କଥାର ସତ୍ୟାସତ୍ୟକୁ ପ୍ରମାଣିତ କରିଦେବ । ଏବେ ଜାଣନ୍ତୁ ସମ୍ପୂର୍ଣ ଖବର ।

ଆଜ୍ଞା ହଁ ଦର୍ଷକବନ୍ଧୁ ଯୁବତୀ ଜଣକ ବାହା ହେବାକୁ ରାଜି ନହେବାରୁ ମର-ଣାନ୍ତକ ଆକ୍ର-ମଣ କରିଛି ଯୁବକ । ଏହାସହ ଯୁବତୀଙ୍କ ମାଆଙ୍କୁ ମଧ୍ୟ ଆକ୍ର-ମଣ କରିଛି ଅଭି-ଯୁକ୍ତ । ଉଭୟଙ୍କୁ ଗୁରୁ-ତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳିଆ ଘ-ଟଣା ଦେଖିବାକୁ ମିଳିଛି ନୟାଗଡ଼ ଟାଉନଥାନା ପୁରୁଣା ଘଡ଼ୁଆଳ ଗାଁରେ । ତେବେ ମିିଳିଥିବା ସୂଚନା ଅନୁସାରେ ଘଡ଼ୁଆଳ ଗାଁର ଗୋବର୍ଦ୍ଧନ ବଳିଆରଙ୍କ ଝିଅ ସେହି ଗାଁର ଦିପୁ ପାଳ ନାମକ ଯୁବକ କିଛି ବର୍ଷ ହେଲା ଭଲ ପାଇ ଆସୁଥିଲେ ।

୨ ବର୍ଷ ତଳେ ସସ୍ମିତାଙ୍କୁ ଅପ-ହରଣ କରିବା ଅଭି-ଯୋଗରେ ଦିପୁ ପୋ-ଲିସ ଦ୍ୱାରା ଗି-ରଫ ହୋଇଥିଲା । ହେଲେ ଜେ-ଲରୁ ଜାମି-ନରେ ଆସିବା ପରେ ସସ୍ମିତାଙ୍କୁ ବାହା ହେବାକୁ ଜିଦ୍ ଧରିଥିଲା ଅଭି-ଯୁକ୍ତ ଦୀପୁ । ଏହାସହ କୋର୍ଟରୁ ଅପହ-ରଣ ମାମ-ଲା ଉଠାଇ ଦେବା ପାଇଁ ସସ୍ମିତାଙ୍କ ପରିବାରକୁ କହିଥିଲା । ହେଲେ ସେମାନେ ଏଥିରେ ରାଜି ହୋଇ ନଥିଲେ । ଗତକାଲି ସଂଧ୍ୟାରେ ମା’ଝିଅ ବାହାରକୁ ଆସିଥିବା ବେଳେ ଅଭି-ଯୁକ୍ତ ଉଭୟଙ୍କୁ ଲୁହା ରଡ଼ରେ ଆକ୍ର-ମଣ କରି ଫେ-ରାର ହୋଇ ଯାଇଥିଲା । ଏନେଇ ଟାଉନ ଥା-ନାରେ ଅଭି-ଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *