ଜ୍ୱାଇଁକୁ ଦେଢଶାଶୁ କରିଥିବା ଦୁ-ଷ୍କର୍ମ ମାମ-ଲାରେ ଅନେକ ଲୋକ ଦେଲେ ନିଜର ପ୍ରତି-କ୍ରିୟା, କହିଲେ ଏହି ମାମ-ଲା ସମ୍ପୁର୍ଣ୍ଣ ଭାବେ ମି-ଛ

କିଛି ଦିନ ପୂର୍ବରୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥା-ନା ଅନ୍ତର୍ଗତ ବାହାରଣା ପଂଚାୟତ ବିରିଧୂଆଁ ଗ୍ରାମରୁ ଏକ ଅଭା-ବନୀୟ ଘ-ଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ନିଜ ସ୍ତ୍ରୀର ବଡ଼ ଭଉଣୀ ଉପରେ ଦୁଷ୍କ-ର୍ମର ଅଭି-ଯୋଗ ଆଣିଥିଲେ। ଏହାସହ ସ୍ତ୍ରୀ ର ବଡ ଭଉଣୀ ଦୁଷ୍କ-ର୍ମର ଭିଡ଼ିଓ ରେ-କର୍ଡ କରି ବ୍ଲା-କମେ-ଲିଙ୍ଗ କରୁଛି ବୋଲି ମଧ୍ୟ ଯୁବକ ଜଣକ କହିଥିଲେ।

ତେବେ ଘଟ-ଣାଟି କିଛି ଏପରି ଥିଲା ଯେ ହରିଚନ୍ଦନ ତ୍ରିପାଠୀ ନାମକ ଜଣେ ଯୁବକ ଭାରତୀୟ ସେନାବହିନୀରେ କାମ କରନ୍ତି। ତାଙ୍କର ବୟସ ବଢ଼ିବା ସହ ବିବାହ ହେଉନଥିବା କାରଣରୁ ଯୁବକଙ୍କ ପରିବାର ଚିନ୍ତିତ ଥିଲେ। ସେ ଶେଷକୁ ଏକ ମାଟ୍ରିମୋନି ଆପ ଜରିଆରେ ଝିଅ ଖୋଜିଥିଲେ।ଏକ ଝିଅ ପସନ୍ଦ ଆସିବା ପରେ ସେ ସେହି ଝିଅର ସମସ୍ତ ତଥ୍ୟ ବାହାର କରି ଯୁବକ ଜଣକ କଥା ହେବାକୁ ଲାଗିଲେ।

ଝିଅଟି ନୟାଗଡ଼ର ଥିଲା ଏବଂ ଏକ ଘରୋଇ ନର୍ସିଂହୋମରେ କାମ କରୁଥିଲା। ଝିଅଟି ସହ କଥା ଜାରି ରହିଥିବା ବେଳେ ଯୁବକ ଜଣକ ଜାଣିବାକୁ ପାଇଲେ ଯେ ଝିଅଟିର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ସ-ମ୍ପର୍କ ରହିଛି।ଏହା ଜାଣିବା ପରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲେ। କିନ୍ତୁ ଝିଅର ପରିବାର ଲୋକ ପୁଅଟିକୁ ବୁଝାସୁଝା କରିଥିଲେ।

ଏପରିକି ଝିଅର ବଡ ଭଉଣୀ ମଧ୍ୟ ପୁଅଟିକୁ ବୁଝାଇଥିଲେ ଏବଂ କଥା ସମାଧାନ କରିବା ପାଇଁ ଯୁବକଙ୍କୁ ନିଜ ଘରକୁ ଡାକିଥିଲେ। ଏହାପରେ ଝିଅର ବଡ ଭଉଣୀ ଅର୍ଥାତ ଯୁବକଙ୍କ ଦେଢଶାଶୁ ଯୁବକଙ୍କୁ ଖାଦ୍ୟରେ ନି-ଶା ଦ୍ରବ୍ୟ ଦେଇ ସୁଆଇଦେଇଥିଲେ। ସୁଆଇଦେବା ପରେ ଯୁବକଙ୍କ ସହ ଦୁ-ଷ୍କର୍ମ କରିଥିଲେ। ଦୁଷ୍କ-ର୍ମ କରି ଏହାକୁ କ୍ୟାମେରାରେ ରେ-କର୍ଡ ମଧ୍ୟ କରିଥିଲେ।

ଯୁବକ ଜଣକ ଯେତେବେଳେ ହୋସରେ ଆସିଲେ ନିଜକୁ ଉଲ-ଗ୍ନ ଅବସ୍ଥାରେ ଦେଖି ସେ ଡରିଯାଇଥିଲେ।ଏହାପରେ ଦେଢଶାଶୁ ଜଣକ ଯୁବକଙ୍କୁ ଦୁଷ୍କ-ର୍ମର ଭିଡ଼ିଓ ଦେଖାଇ ବ୍ଲା-କମେ-ଲିଙ୍ଗ କରିଥିଲେ।ଏହାସହ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଧ-ମକ ଦେଇ ଏକ ଲକ୍ଷ ଟଙ୍କା ମାଗିଥିଲେ ଏବଂ ତାଙ୍କ ଭଉଣୀଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ।

ଆଉ କିଛି ଉପାୟ ନପାଇ ଶେଷକୁ ଯୁବକ ଜଣକ 2020 ରେ ଝିଅଟିକୁ ବିବାହ କରିଥିଲେ। ବିବାହରେ ଭୋଜି ଖାଇ ଦେଢଶାଶୁଟି ଯୁବକଙ୍କୁ ଆହୁରି 2 ଲକ୍ଷ ଟଙ୍କା ମାଗିଥିଲେ ଏବଂ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ବଳ-ତ୍କାର ମାମ-ଲାରେ ଫସା-ଇଦେବେ ବୋଲି କହିଥିଲେ।

ଶେଷକୁ ଅସହ୍ୟ ହୋଇ ଯୁବକ ଜଣକ ବାଲିକୁଦା ଥା-ନାରେ ଅଭି-ଯୋଗ କରିଥିଲେ।କିନ୍ତୁ ଏପର୍ଯ୍ୟନ୍ତ ପୋ-ଲିସ କୌଣସି ପଦକ୍ଷେପ ନେଇନାହିଁ। ତେବେ ଯୁବକ ଜଣକ ପୋ-ଲିସ ଅଭି-ଯୋଗ କରିବା ସହ ମିଡିଆରେ ମଧ୍ୟ ନିଜ ଦୁଃ-ଖକୁ ପ୍ରକାଶ କରିଥିଲେ।

କିନ୍ତୁ ମାମ-ଲାଟି ଏବେ ଭାଇରାଲ ହେବା ପରେ କିଛି ଲୋକ କହିଛନ୍ତି ଯେ ଏହି ମାମ-ଲାଟି ସମ୍ପୁର୍ଣ୍ଣ ମି-ଛ। କାରଣ ଜଣେ ମହିଳାର ଇଛା ନଥିଲେ ମଧ୍ୟ ଜଣେ ପୁରୁଷ ତାକୁ ଦୁଷ୍କ-ର୍ମ ତଥା ବଳ-ତ୍କାର କରିପାରିବ। କିନ୍ତୁ ଜଣେ ପୁରୁଷର ଇଛା ନଥିଲେ ଜଣେ ମହିଳା ତାକୁ କେବେ ବି ଦୁଷ୍କ-ର୍ମ କରିପାରିବ ନାହିଁ। ଆଉ ଏହା ହିଁ ସତ୍ୟ।

ଏହି ଘଟ-ଣାରେ ନି-ଶା ଦେଇ ଦୁଷ୍କ-ର୍ମ କରାଯାଇଥିବା କଥା ସମ୍ପୁର୍ଣ୍ଣଭାବେ ମି-ଛ ଅଟେ। ଏଥିରେ ଯୁବକ ଜଣକଟିର ନିଶ୍ଚିତ ଭାବେ ହାତ ରହିଛି। ମାମ-ଲା ଭାଇରାଲ ହେବା ପରେ ଏହିପରି କିଛି ମନ୍ତବ୍ୟ ଦେଇଥିଲେ ଲୋକେ।

Leave a Reply

Your email address will not be published. Required fields are marked *