ହାତରୁ ମେହେନ୍ଦି ଲିଭିନି କିଁ ପାଦରୁ ଅଳତା ଛାଡ଼ିନି । ହେଲେ ଏ ଦୁନିଆକୁ ଅଲବିଦା କହି ଚାଲିଗଲା ନବ ବଧୂ ଫୁଲମଣୀ ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଆମ ରାଜ୍ୟରେ ଧୀରେ ଧୀରେ ବଢ଼ି ଚାଲିଛି ଆ-ତ୍ମହ-ତ୍ୟା ଘ-ଟଣା । ନିକଟରେ ଯେଉଁ ଏକ ହୃଦୟ ବିଦା-ରକ ଘ-ଟଣା ସାମ୍ନାକୁ ଆସିଛି ତାହା ହେଉଛି ଜଣେ ନବ ବଧୂଙ୍କ ଆ-ତ୍ମହ-ତ୍ୟା । ହାତରୁ ମେହେନ୍ଦି ଛାଡ଼ିନି କି ପାଦରୁ ନାଲି ଅଳତା ଲିଭିନି । ହେଲେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହି ଛାଡ଼ି ଚାଲିଗଲା ଫୁଲମଣି । ଚାଲିଗଲା ଜୀବନ ଆଉ ନେଲା ଶେଷ ନିଷ୍ପତି । ବାହାଘରର ମାତ୍ର ୬ ମାସ ପରେ ଘରୁ ମିଳିଲା ମୃ-ତ ଦେହ ।

ତେବେ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥା-ନା ଅଧୀନସ୍ଥ ଜୟପୁର ଗ୍ରାମ ପଞ୍ଚାୟତର ଦିଗ ନୂଆସାହିରେ । ତେବେ ମିଳିଥିବା ସୂଚନା ମୁତାବକ ନବ ବିବାହିତ ମହିଳାଙ୍କ ମୃ-ତ ଦେହ ଶଶୁର ଘରୁ ଉ-ଦ୍ଧାର କରାଯାଇଛି । ଆସଂଶିଳା ଗ୍ରାମର ଅଭିରାମ ସିଂଙ୍କ ଝିଅ ଫୁଲମଣୀ ସିଂ ପ୍ରାୟ ୫ମାସ ପୁର୍ବରୁ ଦିଗ ନୁଆସାହୀ ଗ୍ରାମର ସୁନ୍ଦର ମୋହନ ସିଂଙ୍କ ପୁଅ ଗୋପୀନାଥ ସିଂଙ୍କୁ ପ୍ରେମ ବିବାହ କରିଥିଲେ ।

ତେବେ ସେଦିନ ଘରେ ଶଶୁର ଆଉ ଶାଶୂ ନିକଟସ୍ଥ ଚକରାପଳା ଗ୍ରାମକୁ ଧାନ କା-ଟିବାକୁ ଯାଇଥିଲେ । ଘରେ ରହୁଥିବା ନଣନ୍ଦ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥିଲା । ଆଉ ସ୍ଵାମୀ ଗାଈ ଚରାଇବାକୁ ଯାଇଥିବା ବେଳେ ଫୁଲମଣୀ ଘରେ ଏକାକୀ ଥିଲେ । ଆଉ ଏତିକି ବେଳେ ଜୀବନ ହାରି ଦେଇଛନ୍ତି ଫୁଲମଣୀ।

ଖବର ପାଇ ପୁଷଳଦା ଫାଣ୍ଡି ଅଧିକାରୀ ଦିଗ ନୂଆସାହୀ ଗ୍ରାମରେ ପହଞ୍ଚି ଶ-ବ ଜ-ବତ କରି ବ୍ୟବ-ଚ୍ଛେଦ ନିମନ୍ତେ ଉଦଳା ମେଡିକାଲର ଶ-ବ ଗୃହକୁ ପଠାଇ ଦେଇଥିବା ବେଳେ ମୃ-ତ ମହିଳାଙ୍କ ହାତ ଲେଖା ଚିଠି ପୋ-ଲିସ୍ ଉ-ଦ୍ଧାର କରି ଘଟ-ଣାର ତଦ-ନ୍ତ ଆରମ୍ଭ କରି ଦେଇଛି । ମହିଳା ଜଣକ ନବ ବିବାହିତା ହୋଇଥିବା ବେଳେ କେଉଁ କାରଣ ପାଇଁ ସେ ଜୀବନ ହାରିଦେଲେ ତାହା ପ୍ରଶ୍ନବାଚୀ ହୋଇ ଥିବା ବେଳେ ମହିଳା ଜଣକ ନିଜ ଜୀବନ ହାରିଛନ୍ତି ନା ତାଙ୍କୁ ମା-ରି ଦିଆ ଯାଇଛି ତାହା ଶ-ବ ବ୍ୟବ-ଚ୍ଛେଦ ପରେ ପୋ-ଲିସ୍ ର ସଠିକ୍ ଛାନଭିନ୍ ପରେ ଘଟ-ଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା ବିଶ୍ୱାସ ।

Leave a Reply

Your email address will not be published. Required fields are marked *